News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ମନରେଗା କାମରେ ଜେସିବି ମେସିନ ଓ ଟ୍ରାକ୍ଟର ବ୍ୟବହାର ଯୋଗୁଁ ଗ୍ରାମବାସୀଙ୍କ ବିରୋଧ

ଲୋକଙ୍କୁ କର୍ମନିଯୁକ୍ତି ଦେବା ପାଇଁ ମନରେଗା ଯୋଜନାରେ ବହୁତ କାମ ସରକାର ଯୋଗାଇ ଦେଉଛନ୍ତି କିନ୍ତୁ ସେହି କାମ ଲୋକ ପରିବର୍ତ୍ତେ ମେସିନ ବ୍ୟବହାର କରିବା କଥା କିଛି ନୂଆ ନୁହେଁ। ତେବେ ସରକାରୀ କର୍ମଚାରୀଙ୍କୁ ହାତର କରି ଏହାର ଫାଇଦା ଠିକାଦାର ଉଠାଉଛନ୍ତି। ମେସିନ ସାହାଯ୍ୟରେ କାମ କରିବା

ଖୁଦଖାଇ ନୂଆବନ୍ଧର ପୁନରଉଦ୍ଧାର କାର୍ଯ୍ୟ ନିମ୍ନମାନର ଅଭିଯୋଗ

କାମାକ୍ଷାନଗର ବ୍ଲକର ତୁମୁଁସିଙ୍ଗା ପଞ୍ଚାୟତର ମନରେଗା କାମ ନିମ୍ନ ମାନର ହେଉଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ଖୁଦଖାଇ ନୂଆବନ୍ଧର ପୁନରଉଦ୍ଧାର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୯,୦୦,୦୦୦ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏହି ଟଙ୍କାରେ ପୋଖରୀ ଖନନ ଓ ବନ୍ଧହୁଡାର ପ୍ରାଚୀର ନିର୍ମାଣ

ଝିପି ଝିପି ବର୍ଷ।ରେ ବେହାଲ ଡୋଲିଆ ଗାଁକୁ ଯାଇଥିବା ମୁଖ୍ୟ ରାସ୍ତା

ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ କାମର ସୁଫଳ ସାଧାରଣ ଜନତାଙ୍କୁ ମିଳୁ ନାହିଁ। ବିନା କାମରେ ବିଲ୍ ବି ଉଠାଇ ନେଉଛନ୍ତି ଠିକାଦାର। ତେବେ ଏଠାରେ ଆମେ ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର ଗୋଟିଏ ଗ୍ରାମ୍ୟ ରାସ୍ତାର ଚିତ୍ର ଉପସ୍ଥାପନ କରୁଛୁ। ଏହି

ଦୁର୍ଘଟଣାରେ ଗୁରୁତର ପୋଡି ହୋଇଥିବା ଅସହାୟ ଗୌତମ କୁ ସରକାରୀ ସହାୟତା ଦାବି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡିରି ପଞ୍ଚାୟତ ର ସୁରେଶ ନାଏକଙ୍କ ପୁଅ ଗୌତମ ନାଏକ।ଏକ ଦୁର୍ଘଟଣା କ୍ରମେ ଗୁରୁତର ଭାବେ ପୋଡି ହୋଇ ଔଷଧ ଟିକେ ପାଇଁ, ପେଟ ଚାଖେଣ୍ଡ ପାଇଁ ବାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି। ଚାରିମାସ ତଳେ ଦାଦନ ଖଟିବାକୁ କେରଳ ଯାଉଥିଲେ ମାତ୍ର

ବାଟ ମାରଣା ଆବାସ ଯୋଜନା

ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ପଞ୍ଚାୟତ ଅନ୍ତର୍ଗତ କୋଇଲିପଙ୍ଗି ଗ୍ରାମର ମାଳତୀ ବାରିକ ଗତ ୩ ବର୍ଷ ହେଲା ସ୍ୱାମୀଙ୍କୁ ହରାଇ ଦୁଇଟି ପିଲାଙ୍କ ସହ କାଳାତିପାତ କରୁଛନ୍ତି । ପିଲାମାନେ ସ୍କୁଲରେ ପାଠ ପଢ଼ୁଥିବା ବେଳେ ମାଳତୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ଭାବେ ମାତ୍ର ୧୧

ପାନୀୟଜଳ ଯୋଗାଣ ଷ୍ଟାଣ୍ଡପୋଷ୍ଟ ଭଙ୍ଗାରୁଜା ପାଇଁ ପଞ୍ଚାୟତବାସୀ ବିଡ଼ିଓଙ୍କ ଦ୍ବାରସ୍ଥ

ପାନୀୟଜଳ ଯୋଗାଇ ଦେବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଭୁବନ ବ୍ଲକର ଯମୁନାକୋଟ ପଞ୍ଚାୟତରେ ବ୍ଯତିକ୍ରମ ଯୋଗୁଁ ପଞ୍ଚାୟତବାସୀ ଭୁବନ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ ୨୦୦୮-୦୯ ମସିହାରେ ଏହି ପଞ୍ଚାୟତକୁ ପାନୀୟଜଳ ଯୋଗାଇ ଦେବାକୁ ସ୍ବଜଳଧାରା ଯୋଜନା

ସ୍ୱାମୀ ଚାଲିଯିବାର ୫ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାବନ୍ଧ ପଞ୍ଚାୟତ ଖରିଡାଳି ଗ୍ରାମର ଗଜାନନ ନାଏକ ଙ୍କର ଗତ ୫ ବର୍ଷ ହେଲା ମୃତ୍ୟୁ ହୋଇଯାଇଛି । ମାତ୍ର ବିଧବା ପତ୍ନୀ ରସ ନାଏକଙ୍କୁ ଏପର୍ଯ୍ୟନ୍ତ ମିଳିଲାନାହିଁ ବିଧବା ଭତ୍ତା । ଗୋଟିଏ ପୁଅ ଏବଂ ଗୋଟିଏ ଝିଅଙ୍କୁ ନେଇ ରସ ଙ୍କ ପରିବାର । କେବଳ ଚାଉଳ

ଅବ୍ୟବସ୍ଥାରେ ଖଙ୍କିରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ; ଡାକ୍ତର ନ ଆସିବାରୁ ରୋଗୀ ଦେଖୁଛନ୍ତି ଏନଏମ ଦିଦି

ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ଅନ୍ତର୍ଗତ ଖଙ୍କିରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସରକାର ପରିଚାଳନା ପାଇଁ ଢେ଼ଙ୍କାନାଳ ସ୍ଥିତ ନ୍ୟୂ ଇଣ୍ଡିଆ ଏକ ଏନଜିଓ କୁ ଦେଇଛନ୍ତି । ଏଠାରେ ଜଣେ ଏମବିବିଏସ ଓ ଆୟୁଷ ଡାକ୍ତର ନିଯୁକ୍ତ ଦେଇଛନ୍ତି । ଏମବିବିଏସ ଡାକ୍ତର ସପ୍ତାହ କୁ ତିନି ଦିନ ଆସିବା

ଅସୁରକ୍ଷିତ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ମୁକ୍ତାପଶି-ବସୋଇ ରାସ୍ତା ର ରାହାବେରେଣୀ ଗ୍ରାମ ନିକଟ ରାସ୍ତା କଡ଼ରେ ଏକ ୧୧ କେଭି ବିଦ୍ୟୁତ ଖୁଣ୍ଟ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ

ଖବର ପ୍ରସାରଣ ପରେ ବି ଚେତା ପଶିଲା ନାହିଁ ;ଭାଙ୍ଗିଲା ପୋଲର କାନ୍ଥ !

ଜିଲ୍ଲା ପୂର୍ତ୍ତ ବିଭାଗ ଦୁର୍ନୀତିର ସୀମା ପାର ହୋଇଗଲାଣି! ନିମ୍ନ ମାନର ଗୋଟିଏ ପରେ ଗୋଟିଏ ରାସ୍ତାର ନିର୍ମାଣ କାର୍ଯ୍ଯ ସବୁ ଦୁର୍ନୀତିକୁ ପଦାରେ ପକାଇ ଦେଇଛି। କାମାକ୍ଷାନଗର ବ୍ଲକର ତୁମୁଁସିଙ୍ଗା- ପଣ୍ଡୁଆ ପୂର୍ତ୍ତ ବିଭାଗ ରାସ୍ତାର ଗୁଡିଆନାଳି ନାଳ ଉପରେ କିଛି ଦିନ ତଳେ ପୋଲ
error: Content is protected !!