Browsing Category
ଅଞ୍ଚଳ ସମସ୍ୟା
ସ୍ଥାନୀୟ ପ୍ରଶାସନର ଉଦାସୀନତା! ଚାରି ବର୍ଷ ହେଲା ସ୍ଥାନ ନିରୂପଣ ହୋଇପାରୁନଥିବା ହେତୁ ଆଜିଆଇଟି ଡିପ୍ଲୋମା କଲେଜର ନୂତନ…
ଢେଙ୍କାନାଳ ଜିଲ୍ଲା ର ଶିକ୍ଷା ମାନଚିତ୍ରରେ ଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ (ଆଇଜିଆଇଟି)ର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପରଜଙ୍ଗ ବ୍ଲକର ସରାଙ୍ଗଠାରେ ଥିବା ଏହି ଅନୁଷ୍ଠାନର ପରିସରରେ ଡିପ୍ଲୋମା ପାଠ୍ୟକ୍ରମ ବ୍ୟବସ୍ଥା ରହିଛି।
୨୦୧୭ ମସିହାରେ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର!-->!-->!-->…
ଫେଲ ସରକାର ଙ୍କ ବସୁଧା ଯୋଜନା , ଜଳ ଯୋଗାଣ ପ୍ରକଳ୍ପ ଅଚଳ ହେତୁ ନାଳ ଭରଷା ରେ ଗ୍ରାମ ବାସୀ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କଣପାଳମହୁଲପାଳ ଗ୍ରାମପଂଚାୟତ ର ମହୁଲପାଳ ଗ୍ରାମରେ ସରକାର ଙ୍କ ବସୁଧା ଯୋଜନା ଥାଇ ମଧ୍ୟ ପାଣି ପାଇଁ ହଟ ହଟା ହେଉଛନ୍ତି ଗ୍ରାମ ବାସୀ ।
ଗ୍ରାମରେ ୪ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ (ବସୁଧା) ଯୋଜନାରେ ରହିଛି ଦୁଇଟି ପାଣି ଟାଙ୍କି । ତଥାପି!-->!-->!-->…
୬୫ କୋଟି ଟଙ୍କାର ରାସ୍ତା , ମାସ କେଇଟାରେ ଫାଟି ଆଁ !
କୋଟି କୋଟି ଟଙ୍କାର କାମ ମାସ କେଇଟାରେ ମାଟିରେ ମିଶିଗଲା ପରି ମନେହେଉଛି। ଠିକାଦାର କାମ କରି ପାର ହେଲେ ସାଧାରଣ ଜନତା ଭୋଗନ୍ତି ଦୁର୍ଦ୍ଦଶା। ଢେଙ୍କାନାଳ ଜିଲ୍ଲାର ମହୁଲପାଳ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତା ନିକଟ ଅତୀତରେ ହୋଇଛି।
୧୫.୯୦୫ କିଲୋମିଟର ଏହି ରାସ୍ତା ୨୦୧୬ ମସିହାରେ!-->!-->!-->…
ଭଙ୍ଗା କଲଭର୍ଟ ମରାମତି ଦାବି
ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନୂଆବଜାର ସଲଗ୍ନ ୱାର୍ଡ ନଂ ୫ ଓ ୬ ମଧ୍ୟବର୍ତ୍ତି ସ୍ଥାନ ଅନିଲ କ୍ଳଥ ଷ୍ଟୋର ନିକଟରେ ରାସ୍ତା ମଝିରେ କଲଭର୍ଟଟି ଭାଙ୍ଗି ଗାତ ସୃଷ୍ଟି ହୋଇଛି ।
ଏହି ବିପଦସଙ୍କୁଳ ରାସ୍ତାରେ ଯାତାୟତ କରିବାକୁ ଲୋକମାନେ ଭୟ କରୁଛନ୍ତି । ଏ ନେଇ ସ୍ଥାନୀୟ ଲୋକେ!-->!-->!-->…
ସବଷ୍ଟେସନକୁ ବିଦ୍ୟୁତ ଯୋଗାଣ କରିବାକୁ ଦାବି
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଘଟିପିରି , ଗୋବିନ୍ଦପ୍ରସାଦ , କଳାଙ୍ଗ ,କୋତମ୍ ଆଦି ୪ଟି ପଞ୍ଚାୟତବାସୀ ବିଜୁଳି କାଟ ସାଙ୍ଗକୁ ଲୋ ଭୋଲଟେଜ ଜନିତ ସମସ୍ୟା ଭୋଗୁଛନ୍ତି ।
ଏହି ଅଞ୍ଚଳ ଗୁଡ଼ିକର ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଘଟିପିରି ଅମାନ୍ତିପଡ଼ା ଠାରେ ବିଦ୍ୟୁତ ଗ୍ରୀଡ଼!-->!-->!-->…
ପୁନରୁଦ୍ଧାର ଅପେକ୍ଷାରେ ପନିପରିବା ଓ ଫଳ ସଂରକ୍ଷଣ କେନ୍ଦ୍ର
ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରଠାରେ ପ୍ରତିଷ୍ଠା ହୋଇଥିଲା ପନିପରିବା ଓ ଫଳ ସଂରକ୍ଷଣ କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍। ତେବେ ପରିଚାଳନାଗତ ଅବ୍ୟବସ୍ଥା ହେତୁ ଏବେ ଏହା ପରିତ୍ୟକ୍ତ। ଏହାର ନିର୍ମାଣରେ ବ୍ୟୟ ହୋଇଥିବା ପ୍ରାୟ ୧୦ କୋଟି ଟଙ୍କା ପାଣିରେ ପଡ଼ିଛି। ଏହାର ଉଦଘାଟନ ମାନ୍ୟବର!-->…
ପାଣି ପାଇଁ ଗ୍ରାମରେ ହା ହା କାର !
ଢେଙ୍କାନାଳ ଜିଲ୍ଲାରେ ଅନେକ ସ୍ଥାନରେ ପାନୀୟ ଜେଳର ସମସ୍ୟା ଲାଗି ରହିଛି । କେଉଁ ଠାରେ ପ୍ରକଳ୍ପ ନାହିଁ ତ କେଉଁ ଠାରେ ପ୍ରକଳ୍ପ ଥାଇ ମଧ୍ୟ ପାଣି ର ସୁବିଧା ପାଇବାରେ ଲୋକେ ବଂଚିତ ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ କୁକୁଟା ପଞ୍ଚାୟତ ରେ ପାଣି ସମସ୍ୟା ଦେଖିବାକୁ ମିଳିଛି । କୁକୁଟା!-->!-->!-->…
ପାଣି ଟୋପାଏ ପାଇଁ ଡହଳ ବିକଳ ଗ୍ରାମବାସୀ
ପରଜଙ୍ଗ ବ୍ଳକ୍ ବାରିହାପୁର ଗ୍ରାମର ଚକ୍ରଧରପୁର ରେ ପାଣି ଟୋପାଏ ପାଇଁ ଗ୍ରାମବାସୀ ଙ୍କ ମଧ୍ୟରେ ଡହଳ ବିକଳ ହେଉ ଅଛନ୍ତି, ଏହି ଗ୍ରାମରେ ଦୁଇ ଗୋଟି ନଳକୂପ ଥିବା ବେଳେ ଗୋଟିଏ ରେ ବାରମ୍ବାର ଚେନ ଛିଡି ଖରାପ ହେଉ ଥିବା ବେଳେ ଅନ୍ୟ ନଳକୂପ ଟି ପାଇପ ଫାଟି ଅଚଳ ହୋଇ ପଡିଅଛି ।
ଯାହା ଫଳରେ!-->!-->!-->…
ସରକାରୀ ଦସ୍ତାବିଜରେ ନିଖୋଜ ପିତାମ୍ବର ,ଗଛ ତଳ ହିଁ ସ୍ଥାୟୀ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁରେ ବାସ କରନ୍ତି ବୃଦ୍ଧ ପିତାମ୍ବର ଦେହୁରୀ ଏବଂ ତାଙ୍କର ୧୮ ବର୍ଷ ବୟସର ମାନସିକ ବିକାରଗ୍ରସ୍ତ ପୁଅ ବାପୁନ ଦେହୁରୀ । ପିତାମ୍ବରଙ୍କ ସ୍ତ୍ରୀ ପାନ ଦେହୁରୀ ଆଜକୁ ୯ ବର୍ଷ ତଳେ ଅଜଣା ରୋଗରେ ପଡ଼ି!-->…
ନଳକୂପ ଅଚଳ ହେତୁ ପାଣି ପାଇଁ ହନ୍ତସନ୍ତ ୩୦ ପରିବାର
ଢେଙ୍କାନାଳ ଜିଲ୍ଲା ବଣସିଂହ ପଞ୍ଚାୟତ ଅନ୍ତର୍ଗତ ଛଡାସିଂହ ଗ୍ରାମରେ ପାନୀୟ ଜଳ ଘୋର ଅଭାବ ଦେଖାଦେଇଛି ଏମିତି କି ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗ୍ରାମର ମଝିରେ ଥିବା ଏକ ନଳକୂପ ଯାହା ଉପରେ ପ୍ରାୟ ୩୦ ପରିବାର ନିର୍ଭର କରନ୍ତି , ତାହା ୨୦ ଦିନ ହେବ ଅଚଳ ହୋଇ ପଡିଛି ,ଜେଇ!-->!-->!-->…