Browsing Category
ଅଞ୍ଚଳ ସମସ୍ୟା
ଗେହ୍ଲି ଙ୍କ ପାଇଁ ଆବାସ ସାତ ସପନ
ଗରିବ ବାସ ହରାଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି କିନ୍ତୁ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚୁ ନାହିଁ ।
ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଦିଘୀ ପଞ୍ଚାୟତ କଇରାନାଳୀ ଗ୍ରାମର ଗେହ୍ଲି ମଳିକ ଙ୍କ କ୍ଷେତ୍ରରେ ।ବୟଷ ୭୦ ହେବ ସ୍ୱାମୀ ପରେ!-->!-->!-->…
କାମ ଶେଷ ହେବା ପୂର୍ବରୁ ପୋଲର କାନ୍ଥ ଫାଟି ଆଁ କଲାଣି
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ପଣ୍ଡୁଆ-କନ୍ତିଓକାଟେଣୀ-ତୁମୁଁସିଙ୍ଗା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ କରଣ କାମ ଅତ୍ୟନ୍ତ ନିମ୍ନ ମାନର ହେଉଥିବାର ଅଭିଯୋଗ ହୋଇଛି ।
ସୂଚନା ମୁତାବକ ଗତବର୍ଷ ଜୁନ ମାସ ବାର ତାରିଖ ଦିନ ରାଜ୍ୟ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ!-->!-->!-->…
ଜରି ପାଲ ତଳେ ଦିନ କାଟୁଛନ୍ତି ବୃଦ୍ଧା ଦମ୍ପତ୍ତି
ଢେଙ୍କାନାଳ ସଦର ବ୍ଳକ୍ ଅନ୍ତର୍ଗତ ଶଙ୍କରପୁର ପଞ୍ଚାୟତ ଭଙ୍ଗାମାଳ ଗ୍ରାମର ବୃଦ୍ଧା ଦମ୍ପତ୍ତି କାଞ୍ଚନ ସାହୁ ଏବଂ ଦ୍ଵିଯବର ସାହୁ । ଆଗପଛ କହିଲେ ପାଖରେ କେହି ନାହାନ୍ତି , ଗୋଟିଏ ବୋଲି ପୁଅ ସେ ବୋହୁ ସହ ବାହାରେ ରୁହୁଛି ବୋଲି କୁହନ୍ତି ଦମ୍ପତ୍ତି ।
ସରକାରୀ ସହାୟତା କହିଲେ ଚାଉଳ ଏବଂ!-->!-->!-->…
ଗଁଦିଆ ଉଦ୍ୟାନ ବିଭାଗ ନୂତନ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନାହିଁ ; ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଉଦ୍ୟାନ ବିଭାଗ ନୂତନ କାର୍ଯ୍ୟାଳୟ ନିର୍ମାଣ ତିନି ବର୍ଷ ହେଲା ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ନୂତନ କାର୍ଯ୍ୟାଳୟର ବିଜୁଳି ଓ ପାଣି ସମସ୍ୟା ଏବେ ସୁଦ୍ଧା!-->!-->!-->…
ପୂର୍ତ୍ତ ବିଭାଗ ରାସ୍ତା ଖୋଳିଦେଲେ ଠିକାଦାର ; ନିମବାହାଳି-ଗୁଳେହି ରାସ୍ତାରେ ଆଣ୍ଠୁଏ ଖାଲ !
ମନଇଚ୍ଛା ପୂର୍ତ୍ତ ବିଭାଗ ରାସ୍ତାକୁ ଖୋଳିଦେଲେ ଠିକାଦାର ।ଗ୍ରାମବାସୀ ଏହାର ବିରୋଧ କରିଥିବା ବେଳେ କଂକ୍ରିଟ୍ ଢଳେଇ କରି ସମତୁଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।ମାତ୍ର ରାତି ଅଧରେ ଅଳ୍ପ କିଛି ମାଟି ଓ ଗୋଡି ପକାଇଦେଇ ପଳାଇଲେ ।ଏବେ ରାସ୍ତା ମଝିରେ ଖାଲ ।ବର୍ଷା ହେଲେ ତାହା ଆହୁରି ଦବି!-->…
ଭଙ୍ଗାକୁଡ଼ିଆ ରେ ଦିନ ବିତାଉଛନ୍ତି ମିନତୀ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମ କଣ୍ଟାସାହିର ମିନତୀ ପରିଡା ଓ ସ୍ବାମୀ ଶ୍ବେତ ପରିଡା ଏକ ଭଙ୍ଗା ଚାଳଘରେ ଜୀବନ ବିତାଉଛନ୍ତି । ଶ୍ବେତ ପରିଡା ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ଉଭୟେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ।
ସେମାନଙ୍କୁ କେବଳ ରାସନକାର୍ଡ ରେ!-->!-->!-->!-->!-->…
ବୃଦ୍ଧାଙ୍କ ମୁଣ୍ଡରେ ୪ ଅନାଥ ଶିଶୁଙ୍କ ବୋଝ !
ଜୀବନର ଅଙ୍କା ବଙ୍କା ରାସ୍ତାରେ ବାଟ ଭାରି କଣ୍ଟକିତ । ତଥାପି ହାର ମାନି ନାହିଁ ମଣିଷ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜାରି ରଖିଛି ନିଜର ଚେଷ୍ଟା । ଧୁଡୁ ଧୁଡୁ ଚର୍ମର ଅପରାହ୍ନ ବୟସରେ ଛୁଆଙ୍କୁ ମଣିଷ କରିବା ପାଇଁ ଚେଷ୍ଟା କରୁଛନ୍ତି ଅସହାୟ ବୃଦ୍ଧା ।
ଭିକ୍ଷା ବୃତ୍ତି ହେଉ!-->!-->!-->!-->!-->…
ଭଙ୍ଗା ଦଦରା କୁଡିଆ ତଳେ ଜୀବନ ବିତାଉଛନ୍ତି ବିଧବା ଖୁଲଣା
ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ।ହେଲେ ସ୍ବାଧୀନତା ପୂର୍ବରୁ ଜନ୍ମ ହୋଇଥିବା ଖୁଲଣା ପରିଡା ବୟସ (୭୪) ଭଙ୍ଗା ଚାଳଘରେ ପଡିରହିଛନ୍ତି ।
ଜମିବାଡି ନଥିବା ଖୁଲଣା ଙ୍କ ଉପରେ କୋଡ଼ିଏ ବର୍ଷ ହେଲା ଦଇବ ଦାଉ ସାଜିଛି ।ଯେଉଁଠି ଦଇବ ଦାଉ ସାଧୁଛି ସେଠି!-->!-->!-->…
ସରକାରୀ ସହାୟତାରୁ ବଞ୍ଚିତ ଭିକାରୀ ନାୟକ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ମୁରୁଗା ଗ୍ରାମର ଭିକାରୀ ନାୟକ ସରକାରୀ ସହାୟତାରୁ ଏବେ ବଞ୍ଚିତ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ,ନା ମିଳୁଛି ଭତ୍ତା ।
୩ ପ୍ରାଣୀ କୁଟୁମ୍ବକୁ ନେଇ ଭିକାରୀ ନାୟକ (୬୨) ଏକ ଭଙ୍ଗା ରେ ମୁଣ୍ଡ ଗୁଞ୍ଜିଛନ୍ତି । ସ୍ତ୍ରୀ ଏବଂ ଗୋଟିଏ ପୁଅ ପାଈଁ!-->!-->!-->…
ଆବାସ ଯୋଜନା ବାଟମାରଣା ; ଆବାସ ଯୋଜନାରୁ ବଞ୍ଚିତ ନିରଞ୍ଜନ ଙ୍କ ପରିବାର
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବାଲ୍ଯାମ୍ବା ପଞ୍ଚାୟତର ଝୁନୁ ନାଏକ ସ୍ବାମୀ ନିରଞ୍ଜନ ନାଏକ। ଘର ତାଙ୍କର ବାଲ୍ଯାମ୍ବା ଗାଁରେ। ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ। ମୂଲମଜୁରୀ ଲାଗି ସ୍ବାମୀ ନିରଞ୍ଜନ ପରିବାର ଚଳାଉଛନ୍ତି।
ଗୋଟିଏ ବୋଲି ଝିଅ, ସେ ବି ଦିବ୍ଯାଙ୍ଗ। ସରକାରୀ ସହାୟତା ରୂପେ!-->!-->!-->…