Browsing Category
ଅଞ୍ଚଳ ସମସ୍ୟା
ପାଣି ବୁନ୍ଦେ ପାଇଁ ଡହକ ବିକଳ ହେଉଛନ୍ତି ଗ୍ରାମ ବାସୀ, ପ୍ରସାଶନ ଚୁପ
ଖରାଦିନ ଆସିଲେ ଚିନ୍ତା ମାଡି ବସୁଛି ପାଣି ବୁନ୍ଦେ ପାଇଁ । ପିଇବା ପାଣି ଟିକେ ପାଇଁ ଛଟପଟ ହେଉଛନ୍ତି ଗ୍ରାମବାସି ମାନେ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ,ଗ୍ରାମରେ ଦୁଇ ଗୋଟି ଓଭର ହେଡ ପାଣି ଟାଙ୍କି ଓ ଗ୍ରାମର ସବୁ!-->…
ଚିକିତ୍ସା ପାଇଁ ପ୍ରଶାସନର ସାହାଯ୍ୟ ଲୋଡିଲେ ପ୍ରମୋଦ
ଢେଙ୍କାନାଳ ଜିଲ୍ଲା ବିମ୍ବୋଳ ଗ୍ରାମର ଲେମ୍ବୁବାରି ସାହିରେ ରହୁଥିବା ପ୍ରମୋଦ ସାହୁ (୩୧) ଜଣେ ଦିନ ମଜୁରିଆ ଭାବରେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ପରିବାର କହିଲେ ୨ପୁଅ ଓ ସ୍ତ୍ରୀ ସୁକାନ୍ତି ସାହୁ । ଏକ ଝାଟିମାଟି କୁଡିଆରେ ଏହି ପରିବାର ଦିନ କାଟନ୍ତି ।
୨୦୨୦ ଜାନୁଆରୀ ରେ!-->!-->!-->…
ତୁମୁଁସିଙ୍ଗା ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କ୍ରୟ କରିବାରେ ଅନିୟମିତତା ଅଭିଯୋଗ
ଚଳିତ ବର୍ଷ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ ପଞ୍ଜିକୃତ ଅର୍ଦ୍ଧାଧିକ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିଲେ। ଧାନ ବିକ୍ରି କରି ନପାରି ଥିବା ଚାଷୀ ଧାରଣାରେ ବସିଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଛି।
ତେବେ ବେନାମୀ ଚାଷୀଙ୍କ ମାଧ୍ୟମରେ ସମବାୟ ସମିତିର!-->!-->!-->…
ଭାପୁର ସେକ୍ସନରେ ହାତୀ ଉପଦ୍ରବ ; ଘର ଭାଙ୍ଗିଲେ ହାତୀ ପଲ
ଢେ଼ଙ୍କାନାଳ ସଦର ରେଞ୍ଜ ଭାପୁର ସେକ୍ସନ ଅନ୍ତର୍ଗତ ରାଣିପାଳ ଓ ଲକ୍ଷ୍ମୀକାନ୍ତପୁରୁ ଗ୍ରାମରେ ଦୁଇଦିନ ଧରି ଅତଙ୍କ ସୃଷ୍ଟି କରିଛନ୍ତି ହାତୀ ପଲ ।
ଗତକାଲି ରାତିରେ ଗ୍ରାମ ମଧ୍ୟରେ ପଶି ଘର ଦ୍ବାର ଭାଙ୍ଗିବାସହିତ ଧାନଚାଉଳ ନଷ୍ଟ କରିଛନ୍ତି।ବନବିଭାଗ କର୍ମଚାରୀ ହାତୀ ଘଉଡ଼ାଇବାକୁ ଚେଷ୍ଟା!-->!-->!-->…
ଅଗ୍ନିକାଣ୍ଡ ରେ ଘର ସହ ଅନେକ ସମ୍ପତ୍ତି ନଷ୍ଟ
ଗଁଦିଆ ବ୍ଲକ ଅନ୍ତର୍ଗତ ମଠତେନ୍ତୁଳିଆ ପଂଚାୟତ ର ବରପାଳ ଗ୍ରାମର ବାଇଧର ସୋରେନ ଙ୍କର ୨ବଖରା ଚାଳଘର ପୋଡିଯାଇଛି ,ଘରେ ଥିବା ଧାନ ଚାଉଳ ତଥା ଅନ୍ୟାନ ସମସ୍ତ ଆସବାବ ପତ୍ର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ପ୍ରାୟ ୫୦ହଜାର ଟଙ୍କାର କ୍ଷ୍ୟୟ କ୍ଷତି ହୋଇଅଛି ।
ସୂଚନା ଅନୁଯାୟୀ , ସକାଳ!-->!-->!-->…
ରୋଜଗାରିଆ ପୁଅକୁ ହରାଇ କାଲୁରିଆ ର ମଙ୍ଗୁଳି ବେହେରାଙ୍କ ପରିବାର ଏବେ ବେସାହାରା
ଏକମାତ୍ର ରୋଜଗାରିଆ ପୁଅ କୁ ସଡକ ଦୁର୍ଘଟଣା ରେ ହରାଇ କଲୁରିଆ ର ମଙ୍ଗୁଳି ବେହେରା ଙ୍କ ପରିବାର ଏବେ ବେସାହାରା । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଲୁରିଆ ଗ୍ରାମର ମଙ୍ଗୁଳି ବେହେରାଙ୍କ ପୁଅ ଗତ ଦୁଇ ଦିନ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ରାଜୀବ ବେହେରା!-->!-->!-->…
ଆବାସ ଯୋଜନାରୁ ବଂଚିତ ବାନାମ୍ବର ଙ୍କ ପରିବାର ; ଦୀର୍ଘ ୪୦ ବର୍ଷ ହେବ ଝାଟିମାଟି ଘରେ ଦିନ କାଟୁଛନ୍ତି !
ସରକାର ହିତାଧିକାରୀଙ୍କୁ ଚିହ୍ନଟ କରି ତାଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ଅନେକ ପ୍ରୟାସ କରୁଥିବା ବେଳେ । ହିତାଧିକାରୀଙ୍କ ପାଖରେ ଯୋଜନା ପହଁଚିବା ପୂର୍ବରୁ ତାହା ବାଟମାରଣା ହେଉଛି ।
ଏହିପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବ୍ଳକ୍!-->!-->!-->…
ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ !
ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ କଳାପାଣି ଠାରୁ ବଣସିଂହ ପର୍ଯ୍ୟନ୍ତ ଯାଇଛି ହାଇ ଭୋଲଟେଜ ବିଦ୍ୟୁତ ସଂଯୋଗ । ତେବେ ବର-କନିଆଁ ପାହାଡର ପାର୍ଶ୍ୱରେ ରହିଛି ଏକ ବିପଦ ଶଙ୍କୁଳ ବିଦ୍ୟୁତ ଖୁଣ୍ଟ , ଅନ୍ୟପଟେ ନିଘୋଡ ନିଦ୍ରାରେ ଶୋଇରହିଛି ବିଦ୍ୟୁତବିଭାଗ ।
ପ୍ରତିଦିନ ଶହ ଶହ ଲୋକ ଏଇ!-->!-->!-->!-->!-->…
ଚିନ୍ତା ବଢାଉଛି ମୁକୁଳା ଟ୍ରାନ୍ସଫର୍ମର !
ଅସୁରକ୍ଷିତ ଓ ମୁକୁଳା ଅବସ୍ଥାରେ ପଡିରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର।ନା ଅଛି ପାଚେରୀ ,ନା ଅଛି ବୈଦୁତ୍ୟିକ ସୁରକ୍ଷା ବ୍ୟବସ୍ଥା ଅଭିଯୋଗ କରିଥିଲେ ମଧ୍ଯ କେହି ଗୁହାରୀ ଶୁଣୁ ନାହାଁନ୍ତି।
ଢେଙ୍କାନାଳ ସଦର ତାଳବରକୋଟ ପଞ୍ଚାୟତ ଅଧିନସ୍ଥ ସିଆରିଆ ଗ୍ରାମର ମଧ୍ଯ ଭାଗରେ ବସିଛି ଦୁଇଟି!-->!-->!-->…
ଜଳକଷ୍ଟ ରେ ତାଳବରକୋଟ ପଞ୍ଚାୟତ ବାସୀ !
ସରୁନି ପ୍ରକଳ୍ପ ,ମିଳୁନି ପାଣି , ୪ ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡିଛି ପ୍ରକଳ୍ପ କାର୍ଯ୍ଯ ।
ଗ୍ରାମାଞ୍ଚଳ ବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ସରକାରଙ୍କ ଅନେକ ଯୋଜନା । ଏଥିଲାଗି ଖର୍ଚ୍ଚ ହୋଇଛି ଅଜସ୍ର ଟଙ୍କା ।ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଓଭରହେଡ୍!-->!-->!-->…