Browsing Category
ଅଞ୍ଚଳ ସମସ୍ୟା
ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତା ହୋଇଥିଲେ କିନ୍ତୁ ଏବେ ଭତ୍ତା ମିଳିବା ହୋଇଗଲା ବନ୍ଦ
କଥାରେ ଅଛି ବୁଡି ଯାଉଥିବା ଲୋକ କୁଟା ଖିଅକୁ ଭରସା କରେ ଠିକ୍ ସେହିପରି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଭତ୍ତା ବୁଡିଯାଉଥିବା ଲୋକ ର କୁଟା ଖିଅ ଭରସା ଦେଲା ପରି।
ଢେଙ୍କାନାଳ ସଦର ବ୍ଲକ ବେଲେଟିକିରି ପଞ୍ଚାୟତର ଶାନ୍ତି ଲତା ଦଳେଇ ୨୦୧୮ ମସିହା ଜୁନ ମାସ ଠାରୁ ବାର୍ଦ୍ଧକ୍ୟ ଭତ୍ତା ପାଇବା!-->!-->!-->…
୫ ଝିଅଙ୍କୁ ଧରି ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ମିନତୀ ଙ୍କ ପରିବାର !
ସରକାର ଗରିବ ଅସହାୟ ଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଯୋଜନା ହେଉଛି ବାଟମାରଣା । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ୍ ମଧୁସାହୁପାଟଣା କୁଞ୍ଜିଆବେରେଣୀ (ଭାଗିରଥିପୁର) ରେ ।
ଗ୍ରାମର ବିପରି ପ୍ରଧାନ ପତ୍ନୀ ମିନତୀ ପ୍ରଧାନଙ୍କ ସହ ୫ ଟି!-->!-->!-->…
ପାଣି ପାଇଁ ହନ୍ତସନ୍ତ ୨୦୦ ପରିବାର
ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଗଲାଣି , ପ୍ରାୟ ଢେଙ୍କାନାଳ ଜିଲ୍ଲାର ପ୍ରତେକ ଅଞ୍ଚଳରେ ପାଣି ସମସ୍ୟା ମୁଣ୍ଡ ଟେକିଛି । ଅନେକ ଅଞ୍ଚଳରେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ ।
ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନ ବିଜ୍ଞାପିତ ଅଞ୍ଚଳର ୱାର୍ଡ ନଂ ୩ ରେ । ଏହି ଅଞ୍ଚଳରେ!-->!-->!-->…
ସହାୟତା ଆଶାରେ ପୁରା ପରିବାର !
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ର ଆଦିପୁରା ଗ୍ରାମର ରୋହିତ ନାଏକ (୪୨) । ସେ ଜଣେ ବାଦ୍ୟକାର ଭାବେ ବେଶ୍ ପରିଚିତ ଗାଁ ଗହଳିରେ ।
ନିଖୂଣ ବାଦ୍ୟ ପରିବେଷଣ କରି ୨୦୦୬ ମସିହାରେ ରାଜ୍ଯ କଳା ବିକାଶ ପରିଷଦ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ଦଇବର ଲେଖନୀ ଥିଲା!-->!-->!-->…
ତୁମୁଁସିଙ୍ଗା ସମବାୟ ସମିତି କାର୍ଯ୍ୟାଳୟ ରେ ୭ ଦିନ ହେବ ଝୁଲୁଛି ତାଲା ; ଚାଷୀ ହନ୍ତସନ୍ତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ କଣ୍ଟାପାଳ, ତୁମୁଁସିଙ୍ଗା, କନ୍ତିଓକାଟେଣୀ ଓ କନ୍ତିଓପୁଟସାହି ଚାରୋଟି ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ୧୦୩୦ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ନାମ ପଞ୍ଜିକୃତ କରିଥିଲେ।
ପଞ୍ଜିକୃତ!-->!-->!-->…
ଭତ୍ତା ଅପେକ୍ଷାରେ ଗୋଲାପ
ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଗ୍ରାମର ଗୋଲାପ ପାତ୍ର ବୟସ ୪୭ ସେ ଜଣେ ଅବିବାହିତ ମହିଳା। ସେ ସରକାରଙ୍କ ପ୍ରଦତ୍ତ ଭତ୍ତା ପାଇବାରୁ ବଞ୍ଚିତ୍ତ ହୋଇଥିବା ବେଳେ ,ବାରମ୍ବାର ଗୁହାରି କରିଲେ ମଧ୍ଯ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି।
ସରକାରଙ୍କ ଯୋଜନା ଅନୁଯାୟୀ ବିଧବା,ଭିନ୍ନକ୍ଷମ,!-->!-->!-->…
ଅଜଣା ରୋଗରେ ଛଟପଟ ହେଉଛି ଭରତ
ଗାଁର ଦାଣ୍ଡରେ ସାଙ୍ଗସାଥୀଙ୍କ ମେଳରେ ଖେଳାବୁଲା କରିବା ବୟସରେ ଶଯ୍ୟାଶାୟୀ ହୋଇଛି ଭରତ। ୫ ବର୍ଷ ବୟସର ଭରତ ଅଜଣା ରୋଗରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି। ଉନ୍ନତ ମାନର ଚିକିତ୍ସା ନିମେନ୍ତ ଅର୍ଥ ସାଜିଛି ବାଧକ। ପୁଅର ଚିକିତ୍ସାରେ ବାପା ଓ ମା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିଶ୍ବ ହୋଇଯିବା!-->…
ଏକ ସପ୍ତାହ ହେବ ଅଚଳ ହୋଇ ପଡିଛି ଷ୍ଟେଟବ୍ୟାଙ୍କ ଏଟିଏମ ; ଟଙ୍କା ଉଠାଇବା ପାଇଁ ଗ୍ରାହକ ହନ୍ତସନ୍ତ !
ଢେଙ୍କାନାଳ ଜିଲ୍ଲା ଦୁର୍ଗା ବଜାର କୋର୍ଟ ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଟି ପ୍ରାୟ ଏକ ସପ୍ତାହ ହେବ ଅଚଳ ହୋଇ ପଡ଼ିରହିଛି । ଯାହା ଫଳରେ ଗ୍ରାହକ ମାନେ ଟଙ୍କା ଉଠାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହି ଅଞ୍ଚଳରେ ବିଭିନ୍ନ ସରକାରୀ ଅଫିସ ରହିଥିବା ବେଳେ!-->!-->!-->…
ନବଜାତ ଶିଶୁକୁ ଛାଡି ମା ଫେରାର !
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନବଜାତ ଶିଶୁ ପୁତ୍ରକୁ ଛାଡି ମା ଚାଲିଯିବା ପରେ ଘଟଣା ଚର୍ଚ୍ଚା ବିଷୟ ହୋଇଛି।
ସୂଚନା ମୁତାବକ ଗତ ୬ ତାରିଖ ଶନିବାର ଦିନ କାମାକ୍ଷାନଗର ବ୍ଲକ ଭଣ୍ଡାରିଆ ଗାଁ ର ଶିଶିର ପଧାନଙ୍କ ପତ୍ନୀ ପ୍ରତିମା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ!-->!-->!-->…
ଆସୁଛି ଖରାଦିନ ଅଚଳ ପଡିଛି ନଳକୂପ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଗ୍ରାମ ପଞ୍ଚାୟତ ଚକ୍ରଧର ପୁର ରେ ସବୁବେଳେ ପାଣି ସମସ୍ୟା ଲାଗିରହିଛି ।
ଗତ କିଛି ଦିନ ତଳେ ଗୋଟିଏ ନଳକୂପ ଖରାପ ହୋଇ ଠିକ ହୋଇ ଥିବାବେଳେ, ଏକ ସପ୍ତାହ ନ ପୁରୁଣୁ ଅନ୍ୟ ଏକ ନଳକୂପ ଖରାପ ହୋଇ ପଡ଼ିଛି ଯାହା ଫଳରେ ଜନସାଧାରଣ ପାଣି!-->!-->!-->!-->!-->!-->!-->…