News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ପାଣି ଟୋପାଏ ପାଇଁ ଡହଳ ବିକଳ ଚକ୍ରଧରପୁର ବାସୀ

ପାଣି କାହାର ବା ଆବଶ୍ୟକ ନଥାଏ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର ଗ୍ରାମର ଚକ୍ରଧରପୁର ଠାରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର

୩ ବର୍ଷ ହେବ ବ୍ଳକ ଅଫିସ ଧାଇଁ ଧାଇଁ ଆଜି ଯାଏଁ ଶୈଳବାଳା ଙ୍କୁ ମିଳିଲା ନାହିଁ ବିଧବା ଭତ୍ତା

ତିନି ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଗଲା। ଦୁଇ ପୁଅ ଯେ ଜଣେ ଛୋଟ ପାନ ଦୋକାନ କରିଛି ଓ ଅନ୍ୟ ଜଣଙ୍କ ବେକାରୀ। ବୟସ ଷାଠିଏ ପାଖାପାଖି। ସ୍ବାମୀଙ୍କ ଚାଲିଯିବା ପରେ ସର୍ବଦା ଦୁଃଖରେ ବୁଡି ରହୁଛନ୍ତି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦ ପ୍ରସାଦ ପଞ୍ଚାୟତ ଗୋବିନ୍ଦପ୍ରସାଦ

ପରିଣତ ବୟସରେ ଭତ୍ତା କୁ ଅନେଇ ବସିଛନ୍ତି ଟାଙ୍ଗୁରୁ ମଉସା

ବୟସ୍କଙ୍କ ସହାୟତା ନିମନ୍ତେ ସରକାର ଭତ୍ତା ଯୋଗାଇ ଦେଉଛନ୍ତି ହେଲେ ସଠିକ୍ ସମୟରେ ଭତ୍ତା ଏମାନେ ପାଇ ପାରନ୍ତି ନାହିଁ। ବୟସ ଷାଠିଏ ପାର ହେବା ପରେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଏମାନଙ୍କୁ ସହାୟତା ଯୋଗାଇ ଦେବା ପରିବର୍ତେ ଦରଖାସ୍ତ ଦାଖଲ ପାଇଁ ସର୍ତ୍ତାବଳୀ ରହିଛି। ଯଦି ଏହି ବୟସ୍କ

ଫେଲ ମାରିଛି ବସୁଧା ଯୋଜନା ; ନିର୍ମାଣର ୨ ବର୍ଷ ପରେ ମଧ୍ୟ ମିଳୁନି ପାନୀୟ ଜଳ !

ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ୍ ଘଟିପିରି ଗ୍ରାମପଞ୍ଚାୟତରେ ବସୁଧ। ଯୋଜନାରେ ନିର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ୨ ବର୍ଷ ହେବ ନିର୍ମାଣ ହୋଇ ପଡିଛି କିନ୍ତୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଏହି ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଘଟିପିରି ଗ୍ରାମର ପ୍ରାୟ ୨୦୦୦

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ସୁରେଖା

ନାମ ସୁରେଖା ସାହୁ, ବୟସ ୬୦ ରୁ ଅଧିକ ବ୍ଲଡ଼ ପ୍ରେସର୍, ଡାଇବେଟିସ, ଇସନଫୁଲିଆ ଭଳି ରୋଗରେ ପୀଡ଼ିତା। ମାସକୁ ୨୦୦୦ରୁ ଅଧିକ ଟଙ୍କା ର ମେଡିସିନ ଖାଉଛନ୍ତି। ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ପଞ୍ଚାୟତ ଜୁଲଙ୍ଗ ଗାଁ। ବାର୍ଦ୍ଧକ୍ୟ ଭତ୍ତା ପାଇଁ ବିଡ଼ିଓ ଓ

ଦୁର୍ଘଟଣାପ୍ରବଣ ସ୍ଥାନ ପାଲଟିଛି ସଂଯୋଗୀ କରଣ ରାସ୍ତା !

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ପଞ୍ଚୁପଟି - ସିମିନଇ ବାଇପାସ ରେ ଏବେ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିବାରେ ଲାଗିଛି । ତେବେ ସିମିନଇ ଏବଂ ସଦାଶିବପୁର ଉଭୟ ବାସିନ୍ଦାଙ୍କ ଏହା ନିତିଦିନିଆ ରାସ୍ତା । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ରାଜପଥ କୁ

ବିଦ୍ୟୁତ୍ ବିଭ୍ରାଟ ଦୂର କରିବା ପାଇଁ ୨ ବର୍ଷ ତଳେ ସ୍ଥାପିତ ହୋଇଥିଲା ଟ୍ରାନ୍ସଫର୍ମର ; ଆଜିଯାଏଁ ହୋଇପାରିଲା ନାହିଁ…

ଢେଙ୍କାନାଳ ଜିଲ୍ଲାର ବିଦ୍ୟୁତ୍ ସେବାର ଅବସ୍ଥା ଦିନକୁ ଦିନ ଅବହେଳିତ ହୋଇ ଚାଲିଛି। ଏହି କାରଣରୁ ଉପଭୋକ୍ତା ହଟହଟା ହେବାକୁ ମଧ୍ୟ ପଡୁଛି। ବିଦ୍ୟୁତ୍ ବିଲ୍ ଠାରୁ ଆରମ୍ଭ କରି ସେବା ପ୍ରଦାନର ବିଭିନ୍ନ ପ୍ରକାର ତୃଟି ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖାଯାଉଛି। ଜିଲ୍ଲାର ଗଁଦିଆ ବ୍ଲକ

ଗ୍ରୀଷ୍ମ ଗଲା! ବର୍ଷା ଗଲା! ଆଉ ଏବେ ହାଡ଼ଭଙ୍ଗା ଶୀତ କିନ୍ତୁ ଗତ ବର୍ଷ ଅଗ୍ନିକାଣ୍ଡ ରେ ସର୍ଵଶ୍ୱ ହରାଇଥିବା ପରିବାରକୁ…

ଗ୍ରୀଷ୍ମ ଗଲା! ବର୍ଷା ଗଲା! ଆଉ ଏବେ ହାଡ଼ଭଙ୍ଗା ଶୀତ! ଗତ ବର୍ଷ ହୋଲି ବେଳେ ଅଗ୍ନିକାଣ୍ଡ ଘଟି ଚାରି ଚାରିଟି ପରିବାର ସର୍ବସ୍ବାନ୍ତ ହରାଇ ବସିଛନ୍ତି। ଦୀର୍ଘ ଦିନ ହେଲା ପିଲାଛୁଆ ଧରି ପଲିଥିନ ତଳେ ଜୀବନ ବିତାଇବାକୁ ପଡୁଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ

ରାସ୍ତା କଡ଼ରେ ବିପଦ ସଂକୁଳ ବିଦ୍ୟୁତ ଖୁଣ୍ଟି

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଙ୍କଡପାଳ ଛକ ରାଧାକୃଷ୍ଣ ମନ୍ଦିର ନିକଟ ଛକରେ ବିଦ୍ୟୁତ୍ ଖୁଣ୍ଟ ବାଟୋଇ ମାନଙ୍କ ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗାଁ କୁ ବିଜୁଳି ସଂଯୋଗ ହେବା ଦିନଠାରୁ ଏ ଖୁଣ୍ଟ ଅଛି। ଏତେ ବର୍ଷର ଲୁହା ଖୁଣ୍ଟ ମୂଳ କଳଙ୍କି

ବିନା ଡାକ୍ତର ରେ ଚାଲିଛି ଯୋରନ୍ଦା ଆୟୁର୍ବେଦ ଚିକିତ୍ସାଳୟ

ଗଁଦିଆ ବ୍ଳକ୍ ଯୋରନ୍ଦ। ମହିମାଗାଦି ରେ ଥିବା ଯୋରନ୍ଦ। ଆୟୁର୍ବେଦିକ ଚିକିତ୍ସାୟରେ ଡାକ୍ତର ପଦ ଖାଲି ପଡ଼ିଥିବାରୁ ଅଞ୍ଚଳର ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଏହା ଉପରେ ପ୍ରାୟ ୧୦ ଟି ପଞ୍ଚାୟତ ର ଜନସାଧାରଣ ନିର୍ଭର କରୁଛନ୍ତି । ଏଠାରେ ପୂର୍ବରୁ ଥିବା ଡାକ୍ତର ଙ୍କୁ କୋଭିଡ ଦାୟିତ୍ୱରେ
error: Content is protected !!