Browsing Category
ଅଞ୍ଚଳ ସମସ୍ୟା
ଶତକଡ଼ା ୯୦ ପ୍ରତିଶତ ଅକ୍ଷମ ବୋଲି ପ୍ରମାଣ ପତ୍ର ଥାଇ ମଧ୍ୟ, ସରକାରୀ ସୁଵିଧାରୁ ବଞ୍ଚିତ
ଦୁଇ ପୁଅରେ ଗୋଟିଏ ଝିଅ, ଜନ୍ମରୁ ଶରୀରର ନିମ୍ନ ଭାଗ କାମ କରୁ ନାହିଁ। ଅଣ୍ଟା ସଳଖି ଚାଲିବା ଦୂର କଥା ଆଜି ପର୍ଯ୍ୟନ୍ତ ଘୁଷୁରୀ ଘୁଷୁରୀ ନିଜର ସବୁ କାମ କରୁଛି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ଗ୍ରାମର ଜଗନ୍ନାଥ ପରିଡ଼ାଙ୍କ ଝିଅ ଶ୍ରାବଣୀ ପରିଡ଼ା ବୟସ ମାତ୍ର ୧୬ ବର୍ଷ ।!-->!-->!-->…
ଭଙ୍ଗାଘରେ ବଞ୍ଚିବା ପାଇଁ ଲଢେଇ କରୁଛନ୍ତି ଦୁଲେଇ
କେଉଁ ଅମଳରୁ ଘରର ମରାମତି ହୋଇ ନାହିଁ ! ଘରର ଛପର ନାହିଁ କହିଲେ ଚଳେ । ଘରେ ସଦସ୍ୟ କହିଲେ ଜଣେ ୬୬ ବର୍ଷୀୟା ବିଧବା ବୃଦ୍ଧା। ସ୍ବାମୀ କେଉଁ ଦିନରୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି । ତିନି ସନ୍ତାନ ବିବାହ ପରେ ଏକାକୀ ବଞ୍ଚିବା ପାଇଁ ଲଢେଇ କରୁଛନ୍ତି ଦୁଲେଇ ସାହୁ।
କଙ୍କଡ଼ାହାଡ଼!-->!-->!-->…
ପିଚୁ ରାସ୍ତା ମରାମତି ନା ରେ ଲୁଟ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବlଇଁଶିଆ ପଞ୍ଚାୟତ ର ଆମ୍ବବlହାଳି ଛକ ଠାରୁ ବାଲିଯୋରନ୍ଦା ଦେଇ ରାଇତାଳା ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ହୋଇଥିବା ପିଚୁ ରାସ୍ତା ମରାମତି ନିମ୍ନ ମାନର l ପନ୍ଦର ଦିନ ନଯାଉଣୁ ଗୋଡି ସବୁ ଉଠି ଯାଇଛି l
ଏହି ଦୁଇ ବର୍ଷ!-->!-->!-->…
ଭଙ୍ଗା ଆଜବେଷ୍ଟ ତଳେ ଚାଲିଛି ରୋଗୀ ସେବା, ନାହାଁନ୍ତି ସ୍ଥାୟୀ ଡାକ୍ତର ରୋଗୀ ସେବା କରୁଛନ୍ତି ଷ୍ଟାଫ୍ ନର୍ସ
କଙ୍କଡାହାଡ ବ୍ଲକ ଏକ ଆଦିବାସୀ ଓ ପଛୁଆ ଅଞ୍ଚଳ ଭାବେ ପରିଚିତ। କଙ୍କଡାହାଡ ବ୍ଲକର କେନ୍ଦ୍ର ସ୍ଥଳ ମହାବିରୋଡ ଠାରେ ୧୦ଟି ପଞ୍ଚାୟତର ମହାବିରୋଡ, ଦଶିପୁର, ପଙ୍ଗାତିରା,ଝିଲ୍ଲୀ, କୁଟୁରିଆ,ବାମ୍,ଗଡପଳାଶୁଣୀ,ବିରିବୋଲାଇ,ଚାନ୍ଦପୁର ,ଘାଗରାମୁଣ୍ଡାର ୭୦ ହଜାର ଜନସାଧାରଣଙ୍କ ସ୍ବାସ୍ଥ୍ୟ ସେବା!-->…
ବୟସ ୭୦ ଛୁଇଁବ କିନ୍ତୁ ମିଳିପାରିନି ବାର୍ଦ୍ଧକ୍ୟ ଭତ୍ତା
ବୟସ ୭୦ ଛୁଇଁବ ଦେହରେ ଜୁ ନାହିଁ କାମ କରିବା ପାଇଁ ତାପର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା। ଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଞ୍ଚାୟତ ଅନଳ ଗାଁ ର ଡଲି ସାହୁ, ବୟସ ୬୯।
ସରକାର ଷାଠିଏ ବର୍ଷ ହେଲେ ଭତ୍ତା ଦେବାକୁ ବ୍ୟବସ୍ଥା କରିଥିଲେ ସୁଦ୍ଧା ଡଲିଙ୍କ ପରି ଅନେକ ବୃଦ୍ଧା!-->!-->!-->…
ଜନବସତି ଅଞ୍ଚଳରେ ମୁକୁଳା ଟ୍ରାନ୍ସଫର୍ମର ବସାଇ ଅଚିନ୍ତାରେ ବିଦ୍ୟୁତ ବିଭାଗ
ଅଧିକାଂଶ ସମୟରେ ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ହେତୁ ଅନେକ ଧନ ଜୀବନ ହାନି ହେଉଛି । କେଉଁଠି ମୁକୁଳା ଟ୍ରାନ୍ସଫର୍ମର ତ କେଉଁଠି ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ରହୁଛି । ଯାହା ଉପରେ ନଜର ଦେଉ ନାହିଁ ବିଦ୍ୟୁତ ବିଭାଗ ।
ଏହି ପରି ଏକ ଘଟଣା ଦେଖିବାକୁ ମିଳୁଛି ଢେଙ୍କାନାଳ ସହର!-->!-->!-->…
ଝାଟିମାଟି ଘରେ ତେଲ ଲୁଣ ର ସଂସାର ଚଳାଇଛନ୍ତି ବିଦୁଲତା
କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୁସୁମଯୋଡି ପଞ୍ଚାୟତ ନୂଆମହୁଲିର ବିଦୁଲତା ବିଶ୍ବାଳ ବୟସ ୪୨ବର୍ଷ। ସ୍ବାମୀ ସୁବାସ ବିଶ୍ବାଳ ଜଣେ ସ୍ବାଶ ରୋଗୀ। ଜମିବାଡ଼ି କହିଲେ ସେମିତି କିଛି ନାହିଁ। ଯାହା କିଛି ଅଛି ବହୁ କଷ୍ଟରେ ପରିବାର ଭରଣପୋଷଣ କରନ୍ତି। ରୋଗ ପାଇଁ କାମଧନ୍ଦା ବେଶୀ କରି ପାରନ୍ତି!-->…
ମେରାମଣ୍ଡଳୀ ବିଦ୍ୟୁତ୍ ଗ୍ରୀଡକୁ କାର୍ଯ୍ୟକ୍ଷମ କରିବାକୁ ଦାବି
ତାଳଚେର ବିଦ୍ୟୁତ୍ ଖଣ୍ଡ ଚାଇଁପାଳ ଅନ୍ତର୍ଗତ ମେରାମଣ୍ଡଳୀ ସେକ୍ସନର ୩୩\୧୧ କେଭିଏ ବିଦ୍ୟୁତ୍ ଗ୍ରୀଡ୍ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ଅଞ୍ଚଳର ଲୋକ ପ୍ରତିନିଧି ଓ ବିଦ୍ୟୁତ୍ ଉପଭୋକ୍ତା ମାନେ ଏ ସମ୍ପର୍କିତ ଦାବିପତ୍ର ଶକ୍ତିମନ୍ତ୍ରୀଙ୍କ ଉଦେଶ୍ଯରେ ଢେଙ୍କାନାଳ ସାଂସଦ!-->…
ଷ୍ଟିଲ କମ୍ପାନୀ ର ବର୍ଜ୍ୟ ପରିଚାଳନାରେ ଅବହେଳା
ପର୍ଜଙ୍ଗ ବ୍ଲକ ଗେଙ୍ଗୁଟିଆ ରାଜସ୍ବ ସର୍କଲ କୁଲେଇ ଗାଁ ନିକଟ ଥିବା ଜି.ଏମ.ଆଇରନ ଓ ଷ୍ଟିଲ କମ୍ପାନୀ ର ଲାଭଖୋର ମନବୃତ୍ତି ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଗୁରୁତର ଅଭିଯୋଗ ଆଣିଛନ୍ତି।
କମ୍ପାନୀ ବର୍ଜ୍ୟ!-->!-->!-->…
ହଜାରେ ଗୁହାରୀ ପରେ ମଧ୍ୟ ଅଞ୍ଜଳୀ ଙ୍କୁ ମିଳିପାରୁନି ପକ୍କା ଘର
ସରକାର ଙ୍କ ଯୋଜନା ରୁ ବଞ୍ଚିତ ଅଞ୍ଜଳୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ୍ ଅ଼ଁଳାବେରେଣୀ ପଞ୍ଚାୟତ ମହୁଲି ଗ୍ରାମରେ ରହୁଛନ୍ତି ଅଞ୍ଜଳୀ ସାହୁ ବୟସ ପାଖାପାଖି ୩୯ । ଆଗ ପଛ କହିଲେ କେହି ନାହାନ୍ତି । ବାପା ମା କେଉଁ କାଳରୁ ଆରପାରିରେ ।
ଏବେ ଏକାକୀ ଚାଳ ଛପର ଘରେ ମୁଣ୍ଡ!-->!-->!-->…