Browsing Category
ଅଞ୍ଚଳ ସମସ୍ୟା
ସ୍ବାମୀ ଚାଲିଯିବାର ୧୨ ବର୍ଷ ପରେ ବି ବିଧବାଙ୍କୁ ମିଳି ନାହିଁ ଭତ୍ତା।
ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ବିଡ ପଞ୍ଚାୟତ ବୁଢାପଙ୍କ ଗାଁର ସ୍ୱର୍ଗତ ସୁକାନ୍ତ ନାୟକଙ୍କ ପତ୍ନୀ ସୁଚିତ୍ରା ନାୟକ। ୨୦୦୮ ମସିହାରେ ସ୍ବାମୀ ଏକା କରି ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ପରେ ଗୋଟିଏ ବୋଲି ପୁଅର ଚିନ୍ତା ଏବେ ତାଙ୍କୁ ଚିନ୍ତାରେ ପକାଇଛି।
ପୁଅଟି ତାଙ୍କର ରକ୍ତ ଶିକୁଳି!-->!-->!-->…
ଅଚଳ ହୋଇ ପଡିଛି ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ
ପାଣି ଟାଙ୍କିର ମରାମତି ଅଭାବରୁ ଷାଠିଏ ପରିବାର ପାଇଁ ପାନୀୟ ଜଳ ସମସ୍ୟା ମୁଣ୍ଡ ଟେକିଛି। ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ(ବି) ଗ୍ରାମର କାଇଁସିରି ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ ଉପରେ ଷାଠିଏ ପରିବାର ପାନୀୟ ଜଳ ପାଇଁ ନିର୍ଭରଶୀଳ। ବହୁତ ଥର ଅଚଳ ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ପଡ଼ି!-->…
ମୌଳିକ ସୁବିଧା ରୁ ବଞ୍ଚିତ କୋହ୍ଲା ଗ୍ରାମ ବାସୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସୋରିଷିଆପଦା ପଞ୍ଚାୟତର କୋହ୍ଲା ଗାଁ। ପାହାଡ଼ ଜଙ୍ଗଲ ଘେରା ଏହି ଗାଁକୁ ଯିବାକୁ ଗୋଟିଏ ମାଟି ରାସ୍ତା। ପଞ୍ଚାୟତ ଅଫିସ୍ ଠାରୁ ଆଠ କିଲୋମିଟର ଦୂର ଗାଁଟି କପିଳାସ ଅଭ୍ୟାରଣ୍ଯ ଭିତରେ ଅବସ୍ଥିତ।
ଗାଁରେ ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ!-->!-->!-->…
ମାନସିକ ବିକୃତା ମହିଳାଙ୍କୁ ଉଦ୍ଧାର କରିବା ଦାବି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ରାସ୍ତା କଡ଼ ହାଟ ଭିତରେ ଜନୈକା ମହିଳା ଗତ ବର୍ଷେ ହେବ ପଡି ରହିଛି l ଏହି ରାସ୍ତା ଦେଇ ଅନେକ ପ୍ରଶାସନିକ ଅଧିକାରୀ ଓ ବିଧାୟିକା ତଥା ଅନ୍ୟ ରାଜନୈତିକ ବ୍ୟକ୍ତି ମାନେ ଯାତାୟାତ କରୁଥିଲେ ମଧ୍ୟ ସେମାନେ ନଜର ଅନ୍ଦାଜ କରି!-->…
ଖରାପ ରାସ୍ତା ସାଜିଲା ବାଧକ ଷ୍ଟ୍ରେଚରରେ ବୁହା ହେଲେ ମା’ ସହ ନବଜାତ
ସ୍ଵାଧୀନତାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ରହିଛି ବହୁ ଅପହଞ୍ଚ ଇଲାକା , ସେଠାରେ ପହଁଚି ପାରି ନାହିଁ ସରକାରୀ ସହାୟତା ଯୋଜନା ସେଠାରେ କେବଳ କାଗଜପତ୍ର ରେ ସୀମିତ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ଅନ୍ତର୍ଗତ!-->!-->!-->…
ରବି ଙ୍କ ମୃତ୍ୟୁ ପରେ ଅବହେଳା ଅବସ୍ଥାରେ ଅଛନ୍ତି ପରିବାର, ନା ଅଛି ଆଧାର କାର୍ଡ ନା ମିଳୁଛି କୌଣସି ସରକାରୀ ସାହାଯ୍ୟ
ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ପୁରୁଣା କୋର୍ଟ ବିଲ୍ଡିଂର ପରିତ୍ୟକ୍ତ ଗ୍ୟାରେଜରେ ପରିବାରସହ ରହୁଥିବା ରବି ମହାରଣା ଙ୍କର ଖାଦ୍ୟଅଭାଵ ଯୋଗୁ ମୂର୍ତ୍ୟୁ ହୋଇଯାଇଛି । ସେ ଦୀର୍ଘ ୧୨ବର୍ଷ ହେଲା ସ୍ୱାମୀ ପରିତ୍ୟକ୍ତା ଭଉଣୀ ସହ କଳି ହେବାରୁ ଘରୁ ବାହାରି ଆସି ଦୋକାନ ବାରଣ୍ଡା ଏବଂ ଗଛ!-->…
ନଗାରୀ ରୁ ସୁରଭୀ ରାସ୍ତା ର ୧କିମି ରାସ୍ତା ଶୋଚନୀୟ
ଗୋଟିଏ ଅଞ୍ଚଳର ବିକାଶ ସେ ଅଞ୍ଚଳ ଗମନାଗମନ ସୁବିଧା ଉପରେ ନିର୍ଭରଶୀଳ। କିନ୍ତୁ ଆଜି ବି ଜିଲ୍ଲାର କେତେକ ଗାଁ ଅଛି ଯେଉଁ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ପଞ୍ଚାୟତ ଅନ୍ତର୍ଗତ ନଗାରୀ ରୁ ସୁରଭି ତାଳଡଙ୍ଗା ଦେଇ ଯାଇଥିବା ରାସ୍ତା ୨.୫ କିଲୋମିଟର । ଏହି ରାସ୍ତା!-->!-->!-->…
ବର୍ଷା ହେଲେ ଉବୁଟୁବୁ ରଥଗଡା
ଅଦିନିଆ ବର୍ଷାରେ ବେହାଲ ଢେଙ୍କାନାଳ ସହର କେଉଁଠି ଆଣ୍ଠୁଏ ପାଣି ତ କେଉଁଠି ରାସ୍ତାଉପର ଖାଲ ରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ତେବେ ସବୁଠାରୁ ଅଧିକ ଦୁର୍ଦ୍ଦସା ଦେଖିବାକୁ ମିଳିଛି ରଥଗଡା ମାର୍କେଟ ରେ । ସହରର ବ୍ୟବସାୟିକ କେନ୍ଦ୍ରବିନ୍ଦୁ ପାଲଟିଥିବା ରଥଗଡାର ହାଲ ସାମାନ୍ୟ ବର୍ଷା ହେଲେ!-->…
ଆବେଦନ ର ୧୧ ମାସ ପରେ ମଧ୍ୟ ମିଳିନାହିଁ ଭିନ୍ନକ୍ଷମ ସାର୍ଟିଫିକେଟ
ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗାଁର କୈଳାସ ବେହେରା( ୫୦) । ଗୋଟିଏ ବୋଲି ଝିଅ ବିବାହ ପରେ ଦୁଇ ପୁଅ ଓ ପତ୍ନୀ ସହ ଏବେ ଗୋଟିଏ ବଖରା ପୁରୁଣାକାଳିଆ ଘରେ ରହୁଛନ୍ତି। ଯେଉଁ ଘରେ ବର୍ଷା ହେଲେ ପାଣି ଗଳେ ବୃତି ରେ ଜଣେ ଚାଷୀ ।
ତିନି ବର୍ଷ ତଳେ ହଠାତ୍ ଏକଅଙ୍ଗିଆ ବାତ ଧରିବାରୁ ସେ!-->!-->!-->…
ବିପଦ ସଙ୍କୁଳ ଟ୍ରାନ୍ସଫର୍ମର
ଢେଙ୍କାନାଳ ପୌରାଞ୍ଚଳ ୧୩ ନଂ ୱାର୍ଡ ଭାଗିରଥି ବିହାର, ସି'ବ୍ଲକ, ନୂଆ ପୋଖରୀ ନିକଟରେ ରହିଛି ଏକ ଟ୍ରାନ୍ସଫର୍ମର । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ଏହା ଆଜିକୁ ପ୍ରାୟ କୋଡିଏ ବର୍ଷରୁ ଉର୍ଦ୍ଧ୍ୱ ହେବ ଏଠାରେ ସ୍ଥାପିତ ହୋଇଛି । ତେବେ ନା ସୁରକ୍ଷା ବାଡ଼ ନା ଅଛି ତାରବାଡ଼ । ଜନ ଗହଳି!-->…