News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ଢେଙ୍କାନାଳ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ବେପାରୁଆ ନୀତି, ଜୀବନ ପଛେ ଯାଉ ପକେଟ ଗରମ ଥାଉ

ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ସମୟରେ ବିଦ୍ୟୁତ୍ କୁ ନେଇ ଢେଙ୍କାନାଳ ବାସୀଙ୍କ ଭିତରେ ସର୍ବଦା ଅଶାନ୍ତି ଲାଗି ରହିଛି । କେତେବେଳେ ବେନିୟମରେ ବିଦ୍ୟୁତ୍ କାଟ ତ କେତେବଳେ ଲାଇନ ନଥାଇ ମଧ୍ୟ ମାତ୍ରାଧିକ ବିଲ୍ । ତେବେ ଏବେ ଏକ ସଂଗିନ ଅଭିଯୋଗ ଆଣିଛନ୍ତି କିଛି ବିଦ୍ୟୁତ୍ ଉପଭୋକ୍ତା ।

ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଟୋଲରପଶି ଗାଁର ୧୫୦ ପରିବାର ପାଇଁ ସମସ୍ୟା ସାଜିଛି ପାନୀୟ ଜଳ

ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଟୋଲରପଶି ଗାଁର ୧୫୦ ପରିବାର ପାଇଁ ସମସ୍ୟା ସାଜିଛି ପାନୀୟ ଜଳ ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ଗାଁର ସବର ସାହି ନିକଟରେ ଥିବା ବହୁ ପୁରୁଣା ଗୋଟିଏ କୂଅ ହିଁ ସାହା। ସବର ସାହି ଓ ଗୋପାଳ ସାହିର ଲୋକଙ୍କ ପାଇଁ ଗୋଟିଏ କୂଅ ଭରଷା। ବହୁତ ବର୍ଷ ତଳେ

ଘର ନିର୍ମାଣ ପରେ ମିଳୁନି ଏନଆରଜିଏସ ଟଙ୍କା

ଗରିବ ଲୋକଙ୍କୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେଉଛନ୍ତି। ଯାହାର ଅଟକଳ ପରିମାଣ ହେଉଛି ୧,୨୦,୦୦୦ ଟଙ୍କା। ଘର ନିର୍ମାଣ ପାଇଁ ସରକାର ଅଗ୍ରୀମ କିସ୍ତି ଆକାରରେ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି। ପ୍ରଥମ କିସ୍ତିରେ ୨୦,୦୦୦ ଟଙ୍କା ଦେଇଥାନ୍ତି, ଯେଉଁ

ମୃତକଙ୍କୁ ସମ୍ମାନ, ବିଦ୍ୟୁତ୍ ଚୁଲା ପାଇଁ ଦାବି

ସାଧାରଣତଃ ମଣିଷ ମୃତ୍ୟୁ ପରେ ସଂସ୍କାର ପୂର୍ବକ ଶବ ସତ୍କାର କରାଯାଇଥାଏ। ଏ ବ୍ୟବସ୍ଥା ପୁରାତନ ଯୁଗରୁ ଚାଲି ଆସୁଥିବାବେଳେ ଢେଙ୍କାନାଳ ସହରବାସୀ ବା ଏଠିକାର ଡାକ୍ତରଖାନାରେ ମୃତୁ୍ୟବରଣ କରୁଥିବା ସବୁ ଲୋକଙ୍କ ଭାଗ୍ୟରେ ଲେଖା ନାହିଁ। ସହର ଉପକଣ୍ଠରେ ଥିବା ଶ୍ମଶାନରେ ସତ୍କାର ପାଇଁ ଉପଯୁକ୍ତ

ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓପୁଟସାହି ଗ୍ରାମରେ ରହିଛି ଦୁଇଟି ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର । ତେବେ ଏନେଇ ଅଞ୍ଚଳ ବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସୂଚନା ଅନୁଯାୟୀ କନ୍ତିଓପୁଟସାହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ନିକଟରେ ଏବଂ

ଚାଲିଗଲେ ଗୋବିନ୍ଦ, ଦୁଃଖ ଦରିଆରେ ରହିଗଲେ ପାଞ୍ଚାଳୀ

ମନେ ପଡେ ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଓ ପାଞ୍ଚାଳୀଙ୍କର ନିବିଡ଼ ସମ୍ପର୍କ । ବସ୍ତ୍ର କାନିଟିଏ ପାଇଁ ଅଜସ୍ର ବସ୍ତ୍ରର ସାହାଯ୍ୟ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ଆଜିର ସମାଜରେ ସେମିତି ଜଣେ ପାଞ୍ଚାଳୀ ଅଛନ୍ତି ଯିଏକି ଦୁଃଖ ଦରିଆରେ କାଳାତିପାତ କରୁଛନ୍ତି ଏବଂ ଗୋବିନ୍ଦ ତାଙ୍କୁ ଛାଡି

ମରଣଯନ୍ତା ପାଲଟିଛି ବ୍ରାହ୍ମଣୀ ପୋଲ

ଢେଙ୍କାନାଳ ଓ ଅନୁଗୋଳ ସୀମାନ୍ତ ଜଟିଆ ୫୩ ନମ୍ବର ଜାତୀୟ ରାଜପଥ। ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଳ ରାଜପଥ। ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେଉଁଝର ପରି ଖଣି ପ୍ରବଣ ଜିଲ୍ଲା ଠାରୁ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ମାଲବାହୀ ଗାଡ଼ିଗୁଡିକ ଯାତାୟାତ କରନ୍ତି। ତେବେ ରାସ୍ତାରେ ବ୍ରାହ୍ମଣୀ ନଦୀ ବ୍ରିଜ

ଖତ ଖାଉଛି ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କମଗରା ଶାସନର ଅଙ୍ଗନୱାଡି ନିକଟରେ ଦୀର୍ଘ ବହୁ ଦିନ ହେବ ଏକ ଟ୍ରାନ୍ସଫର୍ମର ସ୍ଥାପନା କରାଯାଇଥିଲା । ଅଞ୍ଚଳ ବାସୀଙ୍କ ସୂଚନା ଅନୁଯାୟୀ ଟ୍ରାନ୍ସଫର୍ମରଟି ବହୁ ଦିନ ସ୍ଥାପନ ପରେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟରତ ହୋଇପାରି ନାହିଁ, ଫଳରେ

ଗାଁ କୁ ଅପହଞ୍ଚ ସରକାରୀ ଯୋଜନା ; ଗାଁ କୁ ନାହିଁ ପକ୍କା ରାସ୍ତା

ଗାଁ କୁ ଅପହଞ୍ଚ ସରକାରୀ ଯୋଜନା। ସାଧିନତାର ୭୪ ବର୍ଷ ପରେ ମଧ୍ୟ ଗାଁ କୁ ନାହିଁ ପକ୍କା ରାସ୍ତା।ସରକାର କରୁଛନ୍ତି ମାଳ ମାଳ ଯୋଜନା କିନ୍ତୁ ବାସ୍ତବ ପକ୍ଷେ ପରଜଙ୍ଗ ବ୍ଳକ୍ ଜୟ ପୁରାକଟେଣି ଗ୍ରାମ ପଞ୍ଚାୟତର ପଦ୍ମପୋଖରୀ ବାସିଙ୍କ ପାଇଁ ଯୋଜନା ସାତ ସପନ। ଗାଁ ଦାଣ୍ଡରେ ଅଣ୍ଠୁଏ ପାଣି।

ଭଙ୍ଗାକୁଡ଼ିଆରେ ଦିନ କାଟୁଛନ୍ତି ବଂଶୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ କଳିଙ୍ଗା ଗ୍ରାମ ୱାର୍ଡ.ନଂ- ୪ର ସ୍ବର୍ଗତ ଜଗବନ୍ଧୁ ବେହେରାଙ୍କ ପୁଅ ବଂଶୀଧର ବେହେରା । ପେଷାରେ ଜଣେ ଛେଳି ଚରାଳି ତେଲ ଲୁଣ ସଂସାର ହାତକୁ ପେଟ, ରହିବାକୁ ନାହିଁ ଖଣ୍ଡିଏ ଉପଯୋଗି ଘର । ଭଙ୍ଗା କୁଡ଼ିଆରେ ନିଜ ସ୍ତ୍ରୀ ଓ ଝିଅ ସହ ଦୁଃଖର ସହ
error: Content is protected !!