Browsing Category
ଢେଙ୍କାନାଳ ଖବର
ଭୁଲ ଧାରଣାରେ ଅଟକିଲା ଟ୍ରେନ୍ ; ଷ୍ଟେସନ ସୁପରିଟେଣ୍ଡେଣ୍ଟ ନିଲମ୍ବିତ ,ଷ୍ଟେସନ ମ୍ୟାନେଜର ଙ୍କୁ ମଧ୍ୟ କାରଣ ଦର୍ଶାଅ…
ଢେଙ୍କାନାଳ ରେଳ ଷ୍ଟେସନ ରେ ଗତ ୧୫ ତାରିଖ ସକାଳ ୭ଟା ୪୬ ରେ ଭୁବନେଶ୍ଵର - ସୋନପୁର ଏକ୍ସପ୍ରେସ ୧ ନମ୍ବର ପ୍ଲାଟଫର୍ମ ବଦଳରେ ମଝିରେ ଯାଇଥିବା ରେଳ ଧାରଣା ରେ ଭୁଲ ରେ ଅଟକି ଥିଲା । ଫଳରେ ଯାତ୍ରୀ ମାନେ ଟ୍ରେନ ରୁ ଓହ୍ଲାଇବା ଏବଂ ଚଢ଼ିବା ରେ ବ୍ୟାପକ ଅସୁବିଧା ର ସମ୍ମୁଖୀନ ହେଇଥିଲେ । ଏଥି!-->…
ଦନ୍ତା ଆକ୍ରମଣରେ ମହିଳା ଗୁରୁତର।
ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁକ୍ତାପଶି ଗାଁ ଅଙ୍ଗାରପାଟିଆ ନିକଟରେ ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣଙ୍କ ମୁକ୍ତାପଶି ଗାଁର ସରୋଜ ନାୟକଙ୍କ ସ୍ତ୍ରୀ ରଚନା ନାୟକ।
ରଚନା ଶୌଚ ହେବା!-->!-->!-->…
ବିନା ବର୍ଷା ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କୁ ନେଇ ଜନ ଅସନ୍ତୋଷ
ସାମ୍ପ୍ରତିକ ସ୍ଥିତିରେ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ ହେଇଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ବ୍ୟଥିତ କରିଛି ।ଗ୍ରୀଷ୍ମପ୍ରବାହ ସମୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ରହିବା ପାଇଁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଥିବାବେଳେ ଏହାକୁ କାର୍ଯ୍ୟକାରୀ କରୁ ନାହିଁ ବିଦ୍ୟୁତ ବିଭାଗ!-->…
ରଶି ଲଗେଇ ଯୁବକଙ୍କ ଆତ୍ମହତ୍ୟା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହିନ୍ଦୋଳ ଉପଖଣ୍ଡର ହିନ୍ଦୋଳ ଏନଏସି ୱାର୍ଡ ନଂ -୧୧ରେ ସ୍ଥାନୀୟ ଜଣେ ଯୁବକ କରିଥିବା ଏକ ମଟର ସାଇକେଲ ମରାମତି ଗ୍ୟାରେଜରେ ଅନୁଗୋଳ ଜିଲ୍ଲାର ଠାକୁରଗଡ଼ ଥାନା ଅନ୍ତର୍ଗତ କନ୍ତପଡ଼ା ଗ୍ରାମର ଦୁଃଖୀଶ୍ୟାମ!-->…
ବଜ୍ରାଘାତରେ ଫାଇନାନ୍ସ କର୍ମଚାରୀ ମୃତ, ୨ ଗୁରୁତର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳି ବାମ ପାର୍ଶ୍ୱ କେନାଲର ବାଘୁଆ ଗାଁ ନିକଟରେ ବଜ୍ରାଘାତରେ ଜଣେ ଫାଇନାନ୍ସ କର୍ମଚାରୀ ମୃତ୍ୟୁ ବରଣ କରିଥିବା ବେଳେ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି। ମୃତକ ବଡମ୍ବା କୃଷ୍ଣଚନ୍ଦ୍ରପୁର ଅଂଚଳର ସନ୍ତୋଷ କୁମାର ବେହେରା ଏବଂ ଗୁରୁତର ଫାଇନାନ୍ସ!-->…
ହିନ୍ଦୋଳ ନରସିଂହପୁର ପିଛୁଳି ଘାଟିରେ ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣା , ୧୦ ଗୋରୁ ମୃତ
ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅବାଧ ଗୋ ଚାଲାଣ। ଗାଈଗୋରୁ ଚାଲାଣ ପାଇଁ ଘଟୁଛି ଅଘଟଣ କାରଣରେ ଚାଲିଯାଉଛି ନିରୀହ ପଷୁଙ୍କ ଜୀବନ । ଓଡ଼ିଶାର ଅନେକ ସ୍ଥାନରେ ଗୋରୁ ମାଫିଆ ମାନଙ୍କର ଦୌରାତ୍ମ୍ୟ ରାଜ୍ୟରେ ଆତଙ୍କବାଦୀଙ୍କ ଭ୍ରମ ସୃଷ୍ଟି କରୁଛି।ହିନ୍ଦୋଳ-ନରସିଂହପୁର ସୀମାବର୍ତ୍ତୀ ଘାଟି!-->…
ମହାବିରୋଡ଼ ଥାନା ପରିସରରେ ଟଳି ପଡିଲେ ଶ୍ରମିକ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ
ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ପରିସରରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣଙ୍କ ହେଲେ ମହାବିରୋଡ଼ ଗାଁର ବୁଦ୍ଧିଆ ପଧାନ। ବୁଦ୍ଧିଆଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ତେବେ ମହାବିରୋଡ଼ ଥାନା ଅଧିକାରୀ ଅନାଦି ଚରଣ ପଟ୍ଟାୟତଙ୍କ ସୂଚନା!-->!-->!-->…
ଜ୍ବାଇଁ ମାଡ଼ରେ ଶାଶୁ ମୃତ
ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ ମହାବିରୋଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ଅନୁମାନିକ ୧ ଟା ସମୟରେ ମହାବିରୋଡ଼ ଗ୍ରାମର ନିବାରଣ ଦେହୁରୀଙ୍କ ପତ୍ନୀ ଶୁଆଗି ଦେହୁରୀ(୭୦)ଙ୍କୁ ଜ୍ୱାଇଁ ତିଳେଇପଶି ଗାଁର ରାଜକିଶୋର ସାହୁଙ୍କ!-->…
ଅଂଶୁଘାତ ରେ ୨ ମୃତ
ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ଭୁବନ ରେ ୨ ଜଣ ବ୍ୟକ୍ତି ଙ୍କ ର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ , ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଡାକ ବଙ୍ଗଳା ନିକଟସ୍ଥ ସୁଧାଂଶୁ ଭୂଷଣ ପୃଷ୍ଟି (୫୨) ଗ୍ରୀଷ୍ମ ପ୍ରବାହ କାରଣରୁ ନୁଆ!-->!-->!-->…
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ
ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍ଏମ୍)ର ପରିବେଶ ପରିଚାଳନା ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଜୈବିକ ବିବିଧତାଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷର ବିଷୟବସ୍ତୁ ‘‘ଯୋଜନାର ଅଂଶ ହୁଅ’’ (ବି ଏ ପାର୍ଟ ଅଫ ଦି ପ୍ଳାନ) ଶୀର୍ଷକ ଆଲୋଚନା ଚକ୍ର ୨୦୨୪ ମେ ୨୨ ତାରିଖରେ ଟିଏସଏମର ହାଉସିଂ!-->…