News
lipub
samparksetu
Browsing Category

ଢେଙ୍କାନାଳ ଖବର

ନବନିର୍ମାଣ ଭୁବନ ବ୍ଲକ କୃଷକ ସଂଗଠନ ର ସତ୍ୟାଗ୍ରହ ପାଇଁ ପ୍ରସ୍ତୁତି

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସ୍ତରୀୟ ନବ ନିର୍ମାଣ କୃଷକ ସଂଗଠନ ର ସତ୍ୟାଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭୁବନ ଲକ୍ଷ୍ମୀ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ବୈଠକ ରେ ଭୁବନ ର କୃଷକ ପୂର୍ଣ୍ଣ ଚନ୍ଦ୍ର ସାହୁ, କୃଷକ ବିକାଶ

ପୋଲିସ ର କାର୍ଯ୍ୟନୁଷ୍ଠାନ ପ୍ରତିବାଦରେ କୁକୁଡ଼ା ଚାଷୀଙ୍କ ରାସ୍ତା ରୋକ ଆନ୍ଦୋଳନ !

ଆଜି ଅପରାହ୍ନ ରେ ହିନ୍ଦୋଳ ରୋଡ ଫାଣ୍ଡି ସମ୍ମୁଖରେ ଢେଙ୍କାନାଳ ଜିଲ୍ଲା ର କୁକୁଡ଼ା ଚାଷୀ ମାନେ ଏକତ୍ରିତ ହୋଇ ଫାଣ୍ଡି ଅଧିକାରୀ ଙ୍କ କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିବା ସହିତ ୫୫ ନଂ ଜାତୀୟ ରାଜପଥ ରାସ୍ତା କୁ ଅବରୋଧ କରିଥିଲେ । ସେମାନଙ୍କ ଅଭିଯୋଗ ହେଲା

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ୧୦ ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ପଲ୍ଲିଶ୍ରୀ ମେଳା

ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅଵସରରେ ପଲ୍ଲିଶ୍ରୀ ମେଳା ର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମହିଷାପାଟସ୍ଥ ମେଳା ପଡ଼ିଆରେ ଆୟୋଜନ ହେବ ପଲ୍ଲିଶ୍ରୀ ମେଳା । ଏହି

ହିନ୍ଦୋଳ ରିଜିଓନାଲ କଲେଜରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ରିଜିଓନାଲ ଉଚ୍ଚମାଧ୍ୟମିକ ମହାବିଦ୍ୟାଳୟରେ ୨୨ ତାରିଖ ଗୁରୁବାର +୨ କଳା , ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ରେ ନାମ ଲେଖାଇଥିବା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଵେଶ ଉତ୍ସବ ଅନୁଷ୍ଠି ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଅଧ୍ୟାପକ

ମହୁଲଖୋଳି ଗ୍ରାମରେ କ୍ଷେତ ପୋଖରୀ ଓ ବିଭିନ୍ନ ବଗିଚା ଓ କୃଷି କ୍ଷେତ୍ର ପରିଦର୍ଶନ

ଓଡ଼ିଶା ସରକାରଙ୍କ ତିନି ବିଭାଗ ର ଉଚ୍ଚ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ ଯୁଗ୍ମ ନିର୍ଦ୍ଦେଶକ,ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ଶ୍ରୀଯୁକ୍ତ ଗୋକୁଳ ବେହେରା ଉପ ନିର୍ଦ୍ଦେଶକ କୃଷି , ଶ୍ରୀଯୁକ୍ତ ସୁବ୍ରତ କୁମାର ଚାନ୍ଦ ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷିଢେଙ୍କାନାଳ

ବେଆଇନ ଆଶ୍ରମ ସିଲ୍, ଗିରଫ ହେଲେ ଖଣ୍ଡିଆ ବାବା

ସିଲ୍ ହେଲା ଅନନ୍ତ ଚରଣ ଦାସ ଓରଫ ଖଣ୍ଡିଆ ବାବାଙ୍କ ଆଶ୍ରମଢ଼େଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନ୍ଦରାଖୋଲ୍ ଜଙ୍ଗଲ ମଧ୍ୟରେ ଗଢ଼ି ଉଠିଥିଲା ଏହି ବେଆଇନ ଖଣ୍ଡିଆ ବାବା ଙ୍କ ଆଶ୍ରମ। ତେବେ ଜଙ୍ଗଲ ମଧ୍ୟରେ ବେଆଇନ ଆଶ୍ରମ ନିର୍ମାଣ ଓ

ବିଦ୍ୟୁତ୍ ଆଘାତରେ ବାପ ପୁଅ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନସ୍ଥ ମହାବିରୋଡ ଫାଣ୍ଡି ଅଞ୍ଚଳର ଝିଲି ପଞ୍ଚାୟତ ତୋରୋଡ଼ାନାଳୀ ଗ୍ରାମର ମହୁର ନାଏକଙ୍କ ପୁଅ ରବି ନାଏକ ୪୬ ବର୍ଷ ଓ ତାଙ୍କ ପୁଅ ଅମ୍ଲନ ନାଏକ ୧୬ ବର୍ଷ ନିଜ ଘର କାମ କରୁଥିବା ବେଳେ ହଠାତ୍ ଘରକୁ ନେଇଥିବା ବିଦ୍ୟୁତ୍ ସର୍ଭିସ୍ ତାର ଛିଣ୍ଡି ପଡ଼ିଥିଲା

ଗାଁରେ ଲକ୍ଷାଧିକ ଟଙ୍କାର କୋଇଲା ଠାବ

ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱରେ ଚାଲିଶ ଟନ ରୁ ଉର୍ଦ୍ଧ୍ବ ଚୋରା କୋଇଲା ପଡ଼ିରହିଛି । ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା ଦେଖିବାକୁ ପାଇଥିଲେ l ଭୁବନ ଅଞ୍ଚଳ ୧୦ଟି ସ୍ଥାନରେ

ହାତୀ ପାଇଁ ଆଘୋଷିତ ବିଦ୍ୟୁତ କାଟ , ଉପଜିଲ୍ଲାପାଳଙ୍କୁ ଘେରିଲେ ଲୋକେ

ହିନ୍ଦୋଳ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ନିକଟସ୍ଥ ଗ୍ରାମ ମାନଙ୍କରେ ଏବେ ବନବିଭାଗର ନିର୍ଦ୍ଦେଶ କ୍ରମେ ବିଦ୍ୟୁତ ସଂସ୍ଥା ଟିପିସିଓଡିଏଲ ବେଆଇନ ବିଦ୍ୟୁତ କରେଣ୍ଟରେ ଜଙ୍ଗଲ ମାନଙ୍କରେ ହାତୀ ଓ ବାରହା ମୃତ୍ୟୁ କୁ ରୋକିବା ପାଇଁ ଦିନ ଦିନ ଧରି ବିଦ୍ୟୁତ କାଟ କରୁଛି। ଏହି ସମସ୍ୟା ଗୁରୁତ୍ତର
error: Content is protected !!