News
lipub
samparksetu
Browsing Category

ଢେଙ୍କାନାଳ ଖବର

ନିଆଁ ପାଣିରୁ ବଞ୍ଚିତ ପରିବାର

ନିଆଁ ପାଣିରୁ ବଞ୍ଚିତ ପରିବାର l ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ର ୯ନମ୍ବର ୱାର୍ଡ ରୁପାଳି ଗ୍ରାମରେ, ଘଟଣା ସୂତ୍ରରୁ ପ୍ରକାଶ, ଉକ୍ତ ଗ୍ରାମର ମନ୍ଦର ନାଏକଙ୍କ ପୁଅ ବିବାହ କୁ ନେଇ ଜାତି ସମାଜ କଥା ଉଠିଥିଲା, ଯାହା ଫଳରେ ମନ୍ଦର ନାଏକ

ଡ୍ରାଇଭର ଙ୍କ ସନ୍ଦେହ ଜନକ ମୃତ୍ୟୁ

ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ରେ ଥିବା କଞ୍ଚନ ବାହାଳୀ କ୍ରୋମାଇଟ ଖଣି ର ଜଣେ କାର୍ଯ୍ୟକ୍ରମ ଚାଳକ ମୃତ୍ୟୁ ଘଟିଛି । ମୃତକ ହେଲେ ଭୁବନ ଏନଏସି ୪ ନମ୍ବର ୱାର୍ଡ ବେହେରା ସାହିର ଜିତୁ ଦାସ । ସୂଚନା ଅନୁଯାୟୀ ,ଜିତୁ ଟ୍ରକ ନେଇ ଉକ୍ତ କ୍ରମାଇଟ ଖଣିକୁ କ୍ରୋମାଇଟ ଆଣିବାକୁ ଯାଇଥିଲେ ।ସେଠାରେ

ବିପଦ ସମୟରେ ରକ୍ତଦାନ କଲେ କାର୍ଯ୍ୟରତ ପୋଲିସ କର୍ମଚାରୀ

ରକ୍ତ ହୀନତାର ଶିକାର ହୋଇଥିବା ଜଣେ ବୃଦ୍ଧା କୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ । ପୋଲିସ୍ ଭାଇ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରକ୍ତଦାନ କରିଥିବା ଭାଇ ଜଣକ ହେଉଛନ୍ତି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ

ହାତୀ ଦ୍ୱାରା ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

କଙ୍କଡାହାଡ଼ ବ୍ଲକର ଜନସାଧାରଣ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ।ବର୍ଷ ସାରା ଧାନ ଚାଷ ରୁ ଯାହା କିଛି ଧାନ ଅମଳ ହୁଏ ନିଜେ ଖାଇବା ପାଇଁ ସଞ୍ଚିତ କରିଲା ପରେ ବଳକା ଧାନ କୁ ବିକ୍ରି କରି ବର୍ଷ ସାରା ପରିବାର ପ୍ରତିପୋଷଣ କରିଥାନ୍ତି ।ଚଳିତ ବର୍ଷ ବର୍ଷା ବିଳମ୍ବରେ ହେଇଥିବାରୁ

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ର ଛାତ୍ରୀ ଡାକ୍ତରଖାନା ରେ ଭର୍ତ୍ତି ଘଟଣା ,ସୋଗାର ରେ ବିଜେପି ର ଅନୁସନ୍ଧାନ କାରୀ ଟିମ

ମଧ୍ୟାହ୍ନ ଭୋଜନ ଖାଇ ୬୦ ରୁ ଅଧିକ ଛାତ୍ର ଛାତ୍ରୀ ଡାକ୍ତରଖାନା ରେ ଭର୍ତ୍ତି ହେବା ଘଟଣା ର ସତ୍ୟ ଅନୁସନ୍ଧାନ ନିମନ୍ତେ ବିଜେପି ଟିମ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ପ୍ରବାସୀ ସଂଯୋଜକ ଜଗବନ୍ଧୁ ପୃଷ୍ଟି ଙ୍କ ସହିତ ମଣ୍ଡଳ ସଭାପତି ପ୍ରସାଦ ସେଠି ଗୋପାଳ ସାହୁ ୩ ଜଣିଆ ଟିମ ପହଂଚି ଥିଲେ ।

ଆସୁଛନ୍ତି ବାପା ,ଢେଙ୍କାନାଳ ସହରର ୩୮ ଟି ମଣ୍ଡପରେ ପୂଜା ପାଇବେ ଗଜାନନ

ଢେଙ୍କାନାଳ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ଆସନ୍ତା ୩୧ ତାରଖି ରେ ହେବାକୁଥିବା ଗଣେଶ ପୂଜା ନେଇ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଗଣେଷ ପୂଜା ଏବଂ ଭସାଣି ଉପରେ ଆଲୋଚନା ହୋଇଥିଲା । ସହରରେ ମହାଲକ୍ଷ୍ମୀ ପୂଜା ପରେ ଗଣେଶ ପୂଜା ମହା

ମାଟ୍ରିକ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ମିଳିଲା ନାହିଁ

ଦାଣ୍ଡିମାଳ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ମିଳିଲା ନାହିଁ। ଛାତ୍ରଛାତ୍ରୀ ନାମ ଲେଖାଇବାରୁ ହେଲେ ବଞ୍ଚିତ। ସରକାରଙ୍କ ନିୟମ ଅନୁସାରେ ଆଜିଠାରୁ ଯୁକ୍ତ ଦୁଇ କଳା ବାଣିଜ୍ୟ ଓ ବିଜ୍ଞାନ ରେ ନାମ ଲେଖା ହେଉଛି। କିନ୍ତୁ ଓଡ଼ପଡା ବ୍ଲକ

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷନଗର ବ୍ଲକ ସୋଗର ଗାଁ ନୋଡାଲ ୟୁପି ସ୍କୁଲ ର ଛାତ୍ରଛାତ୍ରୀ ମାନେ ଆଜି ମଧ୍ୟାହ୍ନ ଭୋଜନ ଖାଇ ସାରିଲା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ତୁରନ୍ତ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଛି । ସ୍କୁଲରେ ମୋଟ ୩୪୫

ଏନ୍ଏସି ମାନ୍ୟତା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ର ସର୍ବ ବୃହତଗ୍ରାମପଂଚାୟତ ଓ ଗ୍ରାମଗୁଡିକୁ ନେଇ ରାସୋଳ ଅଞ୍ଚଳକୁ ଏନ୍ ଏ ସି ପ୍ରଦାନ ଦାବୀରେ ଆଜି ଓଡିଶା ପ୍ରଜା ସଂଘର୍ଷ ସମିତି ଆନୁକୁଲ୍ୟରେ ତଥା ଇଂ:ଦେବାଶିଷ ହୋତା ଙ୍କ ନେତୃତ୍ୱ ରେ ଶତାଧିକ ଅଞ୍ଚଳ ଵାସୀ ରାସୋଳ ଆର୍ ଆନଂଇ ଅଫିସ ସାମ୍ନାରେ

ଏନଏଚ ୫୩ ମରାମତି ଦାବିରେ ରାସ୍ତା ଅବରୋଧ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ମରଣଯନ୍ତା ରାସ୍ତା ମରାମତି ଦାବିରେ ଜଟିଆ ଯୁବ ସଂଗଠନ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିଲେ ।ଯାହାକି ଏ ସମ୍ବନ୍ଧେ ଉପଜିଲ୍ଲାପାଳ କାମାକ୍ଷାନଗର ,ଥାନା ତହସିଲ ଓ ରାଜପଥ ଅଧିକାରୀଙ୍କ ଅବଗତ
error: Content is protected !!