News
lipub
samparksetu
Browsing Category

ଢେଙ୍କାନାଳ ଖବର

ମାଛ ଧରିବାକୁ ଯାଇଥିଲେ ,ନାଳରେ ବୁଡିଗଲେ

ନାଳରେ ବୁଡ଼ି ଚାଷୀଙ୍କ ଚାଲିଗଲା ଜୀଵନ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନ୍ତା ଅନ୍ତର୍ଗତ ଆମ୍ବବାହାଳୀ ଗାଁର ବେଣୁଧର ନାୟକ ଗତକାଲି ମାଛ ଧରିବାକୁ ପାଇଁ ଡଉଁରୀ ନାଳକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ନାଳରେ ବୁଡିଯାଇଥିବା ସନ୍ଦେହ କରି ଆଜି ଗଁଦିଆ ଦମକଳ

ଜଙ୍ଗଲରୁ ଝୁଲନ୍ତା ଅଵସ୍ଥାରେ ମୃତଦେହ ଉଦ୍ଧାର

କଙ୍କଡ଼ାହାଡ଼ ବ୍ଲକ ଚାନ୍ଦପୁର ବେତଝରୀ ମଠ ପାଖରେ ଥିବା ଜଙ୍ଗଲ ରୁ ଏକ ମୃତ୍ୟୁଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଘାଗରାମୁଣ୍ଡା ପଂଚାୟତ କଟୁମୁଣ୍ଡା ଗ୍ରାମର ନଳୁ ସିଂହ ବୋଲି ଜଣାପଡିଛି। ସେ କିଛି ଦିନ ହେବ ନିଖୋଜ ଥିଲେ। ମୃତ ଦେହଟି ବହୁତ ଦିନରୁ ଏକ ଗଛରେ ଝୁଲନ୍ତା ଅଵସ୍ଥାରେ

ନାଳରେ ବୁଡି ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ପଞ୍ଚାୟତ ଭଗୀରଥପୂର ଝରା ସାହିର ତ୍ରୀନାଥ ନାୟକ(୫୩) ନାମକ ଜଣେ ବ୍ୟକ୍ତିଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ , ସେ ଘର ନିକଟରେ ଥିବା ଏକ ନାଳରେ ମାଛ ଧରିବାକୁ ଯାଇ ସେଠାରେ ପାଣିରେ ବୁଡିଯାଇଥିଲେ।ତାଙ୍କ ସାଙ୍ଗରେ ଥିବା

ଘରୁ ଲୁଟିନେଲେ ୨ଲକ୍ଷ ଟଙ୍କାର ସୁନା ଗହଣା ସହିତ ୪୦ ହଜାର ନଗଦ ଟଙ୍କା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ସରବେରେଣୀ ଗାଁ ଗଙ୍ଗାଗୋଠରେ ଥିବା ସୌଭାଗ୍ୟ କୁମାର ପଣ୍ଡାଙ୍କ ଘରୁ ଗତ କାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତାଙ୍କ ଘରର ଝରକା ତାଡି ଆଲମାରୀରୁ ୨ଲକ୍ଷ ଟଙ୍କାର ସୁନା ଗହଣା ଏବଂ ୪୦ ହଜାର ନଗଦ

ଦର୍ଜନୀ ମାଇନର କେନାଲରେ ୧୦ ଫୁଟ ଘାଇ,ପାଣ୍ଡରା ନାଳ ଖାଉଚି କୂଳ

ଭୁବନ ବ୍ଲକ ଦେଇ ପ୍ରବାହିତ ରେଙ୍ଗାଳି ବାମ କେନାଲର କୁନିନ୍ଦା ଦର୍ଜନୀ ମାଇନର କେନାଲରେ ବର୍ଷା ପାଣି ଯାଇ ୧୦ ଫୁଟର ଘାଇ ହୋଇଛି । ଏହି କେନାଲ ଟି ନିର୍ମାଣ ସମୟରେ ସ୍ଥାନୀୟ ଚାଷୀ ବାରମ୍ବାର ଅଭିଯୋଗ କରିଥିଲେ ବି ଜଳସଂପଦ ବିଭାଗ ପକ୍ଷରୁ କୈଣସି ପଦକ୍ଷେପ ନିଆ ଯାଇନଥିଲା । ଫଳରେ ପ୍ରଥମ

ମାଟି କାନ୍ଥ ପଡ଼ି ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମର ପାଟଣା ସାହିରେ ମାଟି କାନ୍ଥ ପଡ଼ି ଅଳ୍ପକେ ବର୍ତ୍ତିଛନ୍ତି ବୃଦ୍ଧ ଦମ୍ପତି ।ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ପରଜଙ୍ଗ ଅଞ୍ଚଳରେ ମଧ୍ୟ ବର୍ଷା ତୁହାକୁତୁହା ଲାଗି ରହିଛି,ଯାହାକି ଏହାର ପ୍ରଭାବରେ ପରଜଙ୍ଗ ଗାଁ ଭିତରେ ରହୁଥିବା

ଲଗାଣ ବର୍ଷାରେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗ୍ରାମ ରେ ଲଗାଣ ବର୍ଷା ରେ ମାଟି କାନ୍ଥ ପଡି ଜଣେ ଅସହାୟ ମହିଳାଙ୍କ ମୃତ୍ୟୁ ହୋଇଛି ।ମୃତ ମହିଳା ଜଣଙ୍କ ହେଉଛନ୍ତି ଗୁନେଇବିଲ ଗାଁ ର ଶାନ୍ତି ଲତା ଭୋଇ ।ସୂଚନା ମୁତାବକ ସେ ଦୀର୍ଘ ଦିନ ଧରି ତାଙ୍କ ଭଉଣୀ ଘରେ ରହି ଆସୁଥିଲେ । ତେବେ ଆଜି

ପରଜଙ୍ଗରେ ଖୁଦୁରୁକୁଣୀ ଓଷା ଆରମ୍ଭ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମରେ ପ୍ରତି ସାହିରେ ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଛି । ବହୁ ପ୍ରାଚୀନ କାଳରୁ ଆମ ରାଜ୍ୟରେ ଯେପରି ବାର ମାସରେ ତେର ପର୍ବ ପାଳନ ହୋଇ ଆସୁଛି,ଏହି ପର୍ବ ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ ପର୍ବ ଅଟେ ।ଭାଦ୍ରବ ମାସର ପ୍ରଥମ ରବିବାର ଠାରୁ ଆରମ୍ଭ ହୋଇ ଚାରି

ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଖଣ୍ଡତିରୀ ଗ୍ରାମର ନିଖୋଜ ଥିବା ଜଣେ ବିବାହିତା ମହିଳା ର ଗଳିତ ଶବ କୁ ଆଜି ପୋଲିସ ଜବତ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ଖବର ରୁ ଜଣାଯାଏ ଖଣ୍ଡତିରୀ ଗ୍ରାମର ବ୍ରଜବନ୍ଧୁ ନାଏକ ଙ୍କ ପତ୍ନୀ ଭାରତୀ ନାଏକ ଗତ ୨୮ ତାରିଖରେ ରେ ମାଡୁଆ ନୂଆ

ସ୍ୱୟଂଶାସିତ ମହାବିଦ୍ୟାଳୟ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶିତ

ଢେଙ୍କାନାଳ ସ୍ୱୟଂଶାସିତ ମହଵିଦ୍ୟାଳୟ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳତି ବର୍ଷ ବିଜ୍ଞାନରେ ୯୪ ପ୍ରତିଶତ,କଳାରେ ୮୩ ଏବଂ ବାଣିଜ୍ୟରେ ୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବାର ଜଣାପଡିଛି ।ରସାୟନ ବିଜ୍ଞାନରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଡିଷ୍ଟିନିକସନରେ ରେ ପାସ
error: Content is protected !!