News
lipub
samparksetu
Browsing Category

ଢେଙ୍କାନାଳ ଖବର

ରାସ୍ତା ମରାମତି ଦାବିରେ ଗଛ ଲଗାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଅଟକ ରଖିଲେ ବାଘମୁଣ୍ଡା ଗ୍ରାମବାସୀ

ରାସ୍ତା ମରାମତି ଲୋକମାନେ ନିଜେ କରୁଛନ୍ତି , ପ୍ରଶାସନ କୁ ଯେତେ ଗୁହାରୀ କଲେ ବି କୌଣସି ସୁଫଳ ମିଳୁନାହିଁ ପୁଣି ସେହି ରାସ୍ତାରେ ବନ ବିଭାଗର ଟ୍ରାକ୍ଟର ଯାଇ ରାସ୍ତାକୁ କରୁଛି ଖରାପ । ଯାହାକୁ ନେଇ ଆଜି ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ପଂଚାୟତ ବାଘମୁଣ୍ଡା ଗାଁର ଲୋକମାନେ

ମହିମାଗାଦି ତୃତୀୟବେଢା ମାହାଳ ମୂଳ ଉଚ୍ଛେଦ ପ୍ରକ୍ରିୟା ସମ୍ପର୍କରେ ଶାନ୍ତି କମିଟି ବୈଠକ ;ଉଚ୍ଛେଦ କାର୍ଯ୍ୟ ସ୍ଥଗିତ…

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମ ପଞ୍ଚାୟତ ସଭାଘରେ ଆଜି ମହିମାଗାଦି ତୃତୀୟ ବେଢା ଉଚ୍ଛେଦ ପ୍ରକ୍ରିୟା ଓ ସମ୍ଭାବ୍ୟ ଆଇନ୍ ଶ୍ରୃଙ୍ଖଳା ପରିସ୍ଥିତି ଉପୁଜିବା ଦୃଷ୍ଟିରେ ରଖି ଆଜି ଯୋରନ୍ଦା ସରପଞ୍ଚ ଆରତୀ ନାୟକ ଙ୍କ ସଭାପତିତ୍ବରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।ଗତ ୨୩ ତାରିଖ

ଅସହାୟ ବାବୁଲି ପାଇଁ ଆବାସ ସାତସପନ

ପ୍ରତି ବର୍ଷ ଯୋଗ୍ୟ ହିତାଧିକାରୀ ମନୋନୟନ କରି କଚା ଘର ବଦଳରେ ପକ୍କା ଘର ରହିବ ପାଇବ ଲକ୍ଷାଧିକ ଟଙ୍କା ଵ୍ୟୟବରାଦ କରି ଘର ପ୍ରଦାନ କରୁଛନ୍ତି । ବିଡ଼ମ୍ବନାର ବିଷୟ ଏହି ଯୋଜନା ଏବେ ମଧ୍ୟ ଅନେକ ଅସହାୟ ପରିବାର ପାଇଁ ସାତସପନ ପାଲଟିଛି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍

ଚାଷୀ ମାନଙ୍କ ଗୁହାରି ଶୁଣିଲାନି ଜିଲ୍ଲା ପ୍ରଶାସନ ,କୃଷିକ୍ଷେତ୍ର ଛାଡି ରାଜ ରାସ୍ତାରେ ଚାଷୀ

ଶୁଣିଲାଣି ଅର୍ଣ୍ଣଦାତା ଙ୍କ ଗୁହାରି ଶୁଣିଲାନି ଜିଲ୍ଲା ପ୍ରଶାସନ, ବାଧ୍ୟହୋଇ ଚାଷ କାର୍ଯ୍ୟ ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇଲେ ୩ ପଂଚାୟତର ଚାଷୀଭାଇ । ଆଜି ଷଡଙ୍ଗୀ ସମବାୟ ସମିତି ଅଧୀନ ୩ଗ୍ରାମ ପଞ୍ଚାୟତ ଯଥା ଷଡଙ୍ଗୀ ବରଦା ଓ ମଠତେନ୍ତୁଳିଆ ର ଚାଷୀମାନେ ସେମାନଂକର ଦାବି ଜିଲ୍ଲା ପ୍ରଶାସନ

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ ;ଜ୍ବାଇଁ ଫାଣ୍ଡିରେ ଅଟକ

ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ଗ୍ରାମ ଗୁଡି ସାହିରେ ସାମାନ୍ୟ ବଚସାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ । ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଶଶୁରର ମୃତ୍ୟୁ ହୋଇଛି । ମୃତ ଶ୍ବଶୁର ଜଣଙ୍କ ହେଲେ ପଙ୍ଗାତିରା ଗ୍ରାମ ଗୋଡ଼ି ସାହିର ପର୍ଶୁରାମ ବାରିକି (୬୦) । ସୂଚନା ମୁତାବକ

ବଜ୍ରାଘାତ ନେଲା ଆଉ ୨ ଜୀଵନ

ଗଁଦିଆ ଥାନ ଅନ୍ତର୍ଗତ ମଠତେନ୍ତୁଳିଆ ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମର ଧନେଶ୍ୱର ଖିଲାର(୫୫ ) ନିଜ ଧାନ କ୍ଷେତରେ କାର୍ଯ୍ୟ କରୁଥିବା ସମୟରେ ଅପରାହ୍ନ ୩ ଟା ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ସେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ

ଜିରିଡ଼ାମାଳି ଛକ ଠାରେ ଦୁଇ ମାସ ହେବ ଜଳୁନି ଷ୍ଟ୍ରିଟ ଲାଇଟ୍

କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କାନପୁରା ପଞ୍ଚାୟତ ର ଜିରିଡ଼ାମାଳି ଛକ ଠାରେ ପଞ୍ଚାୟତ ତରଫ ରୁ ଏକ ଷ୍ଟ୍ରିଟ୍ ଲାଇଟ୍ ର ବ୍ୟବସ୍ଥା କରାଯାଇଥିଲା ଦୁଇ ବର୍ଷ ଆଗରୁ।ଏହି ସ୍ଥାନ ଟି ଏକ ଦୁର୍ଘଟଣା ପ୍ରବଣ ସ୍ଥାନ କାରଣ ଏହି ଛକ ଦେଇ ୫୩ ନମ୍ବର ରାଜପଥ ଦେଇ କଙ୍କଡାହାଡ PWD ରୋଡ ରାସ୍ତା କୁ ସାଯୋଗ

ସି.ବି.ଏସ୍.ଇ ଦଶମ ପରୀକ୍ଷା ଫଳରେ ଓଡିଶା ଆଦର୍ଶ ବିଦ୍ୟାଳୟର ସଫଳତା

ସିବିଏସ୍ଇ ବୋର୍ଡ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏ ବର୍ଷ କାମାକ୍ଷାନଗର ଓଡିଶା ଆଦର୍ଶ ବିଦ୍ୟାଳୟ ରେ ୯୭ ପ୍ରତିଶତ ପାସ୍ ହାର ରହିଛି । ୭୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସବୁଠାରୁ ବଡ ସଫଳତା ହେଉଛି ୬୮ ଜଣ ଛାତ୍ରଛାତ୍ରୀ

ବଜ୍ରାଘାତରେ ଚାଷୀ ସମେତ ଗାଈ ମୃତ

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଗୋଦରୀବିଲି ଠାରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ରାୟନୃସିଂହପୁର ଗାଁର ଚାଷୀ ମହେଶ୍ୱର ସେଠୀ (୬୫) ଆଜି ମଧ୍ୟାନ ସମୟରେ ଗୋଦରିବିଲି ଠାରେ ଥିବା ନିଜର ଧାନ ବିଲକୁ ଯାଇଥିବା ବେଳେ ବଜ୍ରାଘାତ

ସଡ଼କ ଦୁର୍ଘଟଣା ରେ ମହିଳା ମୃତ

ଜାତୀୟ ରାଜପଥ ୫୩ ଟିପିଲେଇ ଛକରେ ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣେ ମହିଳା ଗୁରୁତର ଅହତ ହୋଇଥିଲେ,ସି ତାଙ୍କୁ ପ୍ରଥମେ ଭୁବନ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ
error: Content is protected !!