Browsing Category
ଢେଙ୍କାନାଳ ଖବର
ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ ମାମଲା ; ଏନଜିଟି ଗଠନ କମିଟି କଲେ ପରିଦର୍ଶନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଗ୍ରାମରେ ଗଢ଼ିଉଠିଥିବା ଜିଏମ ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ କୁ ଆଜି ପରିଦର୍ଶନ କରିଛନ୍ତି ଏନଜିଟି ଙ୍କ ଦ୍ଵାରା ଗଠିତ ଯୁଗ୍ମ କମିଟି । ସୂଚନା ମୁତାବକ ଉକ୍ତ କାରଖାନାର ରୁ ଦୈନିକ ନିର୍ଗତ ଧୂଆଁଧୂଳି ଯୋଗୁଁ ପାଖାପାଖି ପାଞ୍ଚଟି ପଞ୍ଚାୟତର!-->…
ଜିଲ୍ଲା ଉନ୍ନୟନ ମୂଳକ ବୈଠକ, ଋଣ ପ୍ରଦାନରେ ବ୍ୟାଙ୍କ ର ଅସହଯୋଗ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଲାପାଳଙ୍କ ଓସୱାନ ସଭାଗୃହରେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଏବଂ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ!-->!-->!-->…
ସରକାରୀ ଜାଗା ବିବାଦକୁ ନେଇରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଧାରଣା
କଙ୍କଡାହାଡ଼ ବ୍ଲକ ବିରିବୋଲାଇ ଗ୍ରାମ ବାସୀ ସରକାରୀ ଜାଗା ବିବାଦକୁ ନେଇ ଗ୍ରାମ ବାସୀ ବିରିବୋଲାଇ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଥିଲେ ।ଗ୍ରାମ ବାସୀଙ୍କ ଅଭିଯୋଗ ଥିଲା ଖାତା ନମ୍ବର-୨୫୭,୨୬୦,ପ୍ଲଟ ନମ୍ବର-୨୯୩୮,୨୯୩୯,୨୯୦୮,୨୯୫୩ ଜାଗାରେ ଘର ନିର୍ମାଣ କୁ ବିରୋଧ!-->…
ବିଚ୍ ରାଜପଥ ଉପରେ ବ୍ୟବସାୟଙ୍କ ଠାରୁ ଲୁଟ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମର ବୃନ୍ଦାବନପୁର ସାହିର କୀର୍ତ୍ତନ ସାହୁଙ୍କ ପୁଅ କୈଳାସ ଚନ୍ଦ୍ର ସାହୁ (୫୫) ନାମକ ବ୍ୟକ୍ତି ତାଳଚେର ଅଞ୍ଚଳରେ ରହି ପ୍ରତିଦିନ ଏକ ବାଇକରେ ଆସି ପରଜଙ୍ଗ ଅଞ୍ଚଳରେ ବିଭିନ୍ନ ଛୋଟ ବଡ ଦୋକାନରେ ଗୁଟଖା ଓ ଜର୍ଦ୍ଦା ମସଲା ଯୋଗାଇଥାନ୍ତି ।
କୈଳାସ ସବୁ ଦିନ!-->!-->!-->…
ପୋଖରିରେ ବୁଡି ଜଣେ ମୃତ
କାମାକ୍ଷାନଗର ଥାନା ଶିବୁଳାପଶି ଗ୍ରାମରେ ପୋଖରିରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି।ମୃତକ ହେଲେ ରୁଦ୍ରନାରାୟଣ ସାହୁ(୫୦)।ଦିନ ବେଳା ସେ ଗ୍ରାମରେ ଥିବା ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବସତ ଗୋଡ ଖସି ଯିବାରୁ ପୋଖରି ଭିତରକୁ ଚାଲି ଯାଇଥିଲେ।
ପୋଖରିରେ ଅତ୍ୟଧିକ!-->!-->!-->…
ପାଣି ପାଇଁ ରାସ୍ତା ରୋକ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ଛକ ନିକଟରେ ପାଣି ପାଇଁ ରାସ୍ତାରେ ଧାରଣା ରେ ବସିଲେ ଗ୍ରାମବାସୀ l ସୂଚନା ଅନୁସାରେ ବାଉଁଶପାଳ ଗ୍ରାମ ପଂଚାୟତ ର ଦେହୁରୀ ସାହି ର ଲୋକ ମାନେ ବାଉଁଶ ପାଳ ଛକ ରେ ପାଣି ପାଇଁ ଜାତୀୟ ରାଜପଥ ୫୩ କୁ ଅବରୋଧ କରିଛନ୍ତି l
ସେମାନଙ୍କ କହିବା!-->!-->!-->…
ଆମ୍ବ ଗଛରୁ ଅଚିହ୍ନା ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ଭୁବନ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ୫୩ କଡ ଆମ୍ବଗଛରେ ଜଣେ ଅଚିହ୍ନା ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।
ଯୁବକ ଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଆଜି ସକାଳୁ ଆମ୍ବ ଗଛରେ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଲୋକେ!-->!-->!-->…
ତରଭା ସମବାୟ ସମିତି ନିର୍ବାଚନ ରଦ୍ଦ ପାଇଁ ଦାବି
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ତରଭା ସମବାୟ ସମିତି ନିର୍ବାଚନକୁ ରଦ୍ଧ କରିବା ସହିତ ପ୍ରକୃତ ଚାଷୀକୁ ଚିହ୍ନଟ କରି ଭୋଟ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ତରଭା ଏବଂ ନୂଆଗାଁ ପଞ୍ଚାୟତର ଚାଷୀମାନେ ଏକତ୍ରୀତ ହୋଇ ତରଭା ସମବାୟ ନିର୍ବାଚନକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ।
ଏ!-->!-->!-->…
ଅବସର ପ୍ରାପ୍ତ ଉଠା ଜଳସେଚନ ବିଭାଗ କର୍ମଚାରୀଙ୍କ ବୈଠକ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ଅବସର ପ୍ରାପ୍ତ ଉଠା ଜଳସେଚନ ବିଭାଗ କର୍ମଚାରୀଙ୍କ ସଙ୍ଘର ସଭାପତି ମଦନ ମୋହନ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାଣି ପଞ୍ଚାୟତ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ କାମାକ୍ଷାନଗର ଉପଖଣ୍ଡର ସମ୍ପାଦକ ଶରତ କୁମାର ରଥ ମୁଖ୍ୟ ଅତିଥି ରୂପେ ଯୋଗ!-->!-->!-->…
ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କା ସହତି ସୁନା ଗହଣା ଚୋରି
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଜାମୁସରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତ ମାନେ ଲକ୍ଷାଧିକ ନଗଦ ଟଙ୍କା ସହିତ ସୁନା ଗହଣା ଲୁଟ କରିଥିବାର ଫାଣ୍ଡିରେ ଅଭିଯୋଗ ହୋଇଛି ।
ଜାମୁସରା ଗ୍ରାମର ଉପେନ୍ଦ୍ର ଚନ୍ଦ୍ର ସାହୁଙ୍କ ଅଭିଯୋଗ!-->!-->!-->…