News
lipub
samparksetu
Browsing Category

ଢେଙ୍କାନାଳ ଖବର

ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ହିନ୍ଦୋଳ ବ୍ଲକ କୁନୁଆଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଧାନୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘରପୋଡ଼ି ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି। ସୂଚନା ଅନୁଯାୟୀ , ପଧାନୀ ଗ୍ରାମର ବୁଲା ନାଏକଙ୍କ ଘର ବିଳମ୍ବିତ ରାତିରେ ନିଆଁଲାଗି

ସନ୍ଦେହ ଘେରରେ ନବ ବଧୂର ମୃତ୍ୟୁ !

ପରଜଙ୍ଗ ଥାନା ଲୋଧଣୀ ଗାଁରେ ନବ ବଧୂର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ଜଣଙ୍କ ହେଉଛନ୍ତି ଲୋଧଣୀ ଗାଁର ୧୯ବର୍ଷୀୟା ସୁପ୍ରିୟା ସାହୁ ଓରଫ ଶିଖା । ଶିଖା ନିଜ ଘର ପାଖର ଯୁବକ ଦୁଃଶାସନ ରାଉତଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଉଭୟଙ୍କ ପ୍ରେମ କରୋନାର ଲକ

ଦୀପରୁ ଲାଗିଲା ନିଆଁ !

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧେଶ୍ଵର୍ ପୀଠରେ ଦୀପରୁ ନିଆଁ ଲାଗି ଜଣେ ମହିଳା ପୋଡ଼ି ହୋଇଥିବା ଜଣାଯାଇଛି । ଆଜି ପବିତ୍ର ପଣା ସଂକ୍ରାନ୍ତିରେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ ,ଆଜି ମହାବିଷୁବ ପଣାସଙ୍କ୍ରାନ୍ତିରେ ବାବା

ଜିଏମଆର ପ୍ଲାଣ୍ଟ ପରିସରରେ ଦୁର୍ଘଟଣାରେ ଡ୍ରାଇଭର ମୃତ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଜିଏମଆର୍ କମଳାଙ୍ଗ ପାଓ୍ବାରପ୍ଲାଣ୍ଟ ପରିସରରେ ଜଣେ କିର୍ଯ୍ୟରତ ଡ୍ରାଇଭର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ , ଆଜି ସକାଳ ପ୍ରାୟ ୮ ଘଟିକା ସମୟରେ ଏକ କୋଇଲା ଟ୍ରକ ଜିଏମଆର ପ୍ଲାଣ୍ଟ ପରିସରରେ କୋଇଲା ଅନଲୋଡିଂ

ସ୍କୁଟିଧକ୍କାରେ ମହିଳା ଗୁରୁତର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ତେଲିଭୂଇଁ କଳିଙ୍ଗା ରାସ୍ତାରେ ଏକ ସ୍କୁଟି ଧକ୍କାରେ ଜଣେ ମହିଳା ଗୁରୁତର ହୋଇ କଟକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ ହୋଇଛନ୍ତି। ମହିଳା ଜଣଙ୍କ ହେଉଛନ୍ତି କଳିଙ୍ଗା ବନ୍ଧାନାଳୀ ଗ୍ରାମର କୁମୁଦିନୀ ପାଳ।ଆଜି ସଂଧ୍ୟାରେ

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ ଥାନା ଅନ୍ତର୍ଗତ କଂସରା ପଂଚାୟତ ଆମ୍ବିଠି ଗ୍ରାମର ପ୍ରସନ୍ନ ବେହେରା ଗତକାଲି ଶୌଚ ହେବାକୁ ଯାଇଥିବା ବେଳେ ଜଙ୍ଗଲୀ ହାତୀ ହଠାତ ଆସି ଆକ୍ରମଣ କରି ଟେକି କଚାଡି ଦେଇଥିଲା । ଘଟଣା ସମ୍ପର୍କରେ ଜାଣି ଗ୍ରାମବାସୀଙ୍କ ସହଯୋଗରେ ପ୍ରସନ୍ନ ଙ୍କୁ

ୱାର୍ଲଡ୍‌ଷ୍ଟିଲ୍ ପକ୍ଷରୁ କ୍ରମାଗତ ସପ୍ତମ ବର୍ଷ ପାଇଁ ଟାଟା ଷ୍ଟିଲ୍‌କୁ ୨୦୨୪ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିୟନ…

ନିରନ୍ତର ବିକାଶ ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ପାଳନ ପାଇଁ ପ୍ରତିଶ୍ରୁତି ବଦ୍ଧତା ଏବଂ କାର୍ଯ୍ୟ ପାଇଁ ଟାଟା ଷ୍ଟିଲକୁ କ୍ରମାଗତ ସପ୍ତମ ବର୍ଷ ପାଇଁ ୱାର୍ଲଡ୍‌ଷ୍ଟିଲ ଦ୍ୱାରା ୨୦୨୪ ଷ୍ଟିଲ୍ ସଷ୍ଟେନେ ବିଲିଟି ଚାମ୍ପିୟନ ମାନ୍ୟତା ମିଳିଛି । ୨୦୧୮ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ

ଡକାୟତି ଗ୍ୟାଙ୍ଗ ଉପରେ ପୋଲିସ ର ଚଢ଼ାଉ

୮ ଜଣିଆ ଡକାୟତି ଗ୍ୟାଙ୍ଗ ଉପରେ ପୋଲିସ ର ଚଢ଼ାଉ l ୩ ଗିରଫ ହୋଇଥିବା ବେଳେ ଚମ୍ପଟ ମାରିଲେ ୫ ଡକାୟତ l ୩ ଗିରଫ ଡକାୟତ ଙ୍କ ଠାରୁ ଏକ ମୋଟର ସାଇକେଲ, ଗୋଟେ ଖଣ୍ଡା, ଭୁଜାଲି,ତିନୋଟି ଜୀବନ୍ତ ବୋମା ଓ ଦୁଇ ରାଉଣ୍ଡ ଗୁଳି ସହ ବନ୍ଧୁକ ଜବତ କରିଛି ପୋଲିସ l କାମାକ୍ଷାନଗର ଥାନା ଆଳତୁମା ରଜ

ଶିକ୍ଷକ ନିଯୁକ୍ତି ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣା

ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବାସ୍ତବରେ ଏହା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହେଉଛି ।ଅନେକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ ନଥିବା ଅଭିଯୋଗ

କାଳବୈଶାଖୀ ପ୍ରଭାବରେ ଘରେ ଲାଗିଲା ନିଆଁ

ଭୁବନ ବ୍ଲକ ଏକତାଳି ପଞ୍ଚାୟତ ରେ ତାଣ୍ଡବ ରଚିଲା କାଳବୈଶାଖୀ । ଘଡଘଡ଼ି ବିଜୁଳିରେ ପୋଡ଼ିଗଲା ତିନି ବଖରା ଚାଳ ଛପର ଘର l ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ l ସୂଚନା ଅନୁଯାୟୀ ,ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମର ଅମରେନ୍ଦ୍ର ରାଉତଙ୍କ ପୁର୍ବଜ ଥିଲେ ଗାଁ ମହାଜନ।
error: Content is protected !!