News
lipub
samparksetu
Browsing Category

ଢେଙ୍କାନାଳ ଖବର

ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ସମେତ ୩ ଗୁରୁତର

ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି କେନାଲ ଛକ ନିକଟରେ । ଗୁରୁତର ମାନେ ହେଲେ ପରଜଙ୍ଗ ଥାନା କଙ୍କିଳି ଗାଁର ଦଶମ ଶ୍ରେଣୀ ଛାତ୍ର ଅମିତ ଦାସ

ଜାତୀୟ ପାଠ୍ୟକ୍ରମ ଆଧାର ପ୍ରସ୍ତୁତି ନିମନ୍ତେ ଜିଲ୍ଲା ସ୍ତରୀୟ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ. ସି. ଇ. ଆର. ଟି.), ନୂଆଦିଲ୍ଲୀ ଓ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ. ସି. ଇ.ଆର. ଟି) , ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଜାତୀୟ ପାଠ୍ୟକ୍ରମ ଆଧାର

ରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଢେଙ୍କାନାଳ ସଦର ବ୍ଳକ ଛକିଲୋ ଯାତ୍ରା ପଡ଼ିଆଠାରେ ଢେଙ୍କାନାଳ ଛଦେଶ (ଖ) ରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟସଭାପତି ପ୍ରଭାକର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ

ଯୁବକର ଝୁଲନ୍ତା ମୃତଦେହ ଠାବ ;ହତ୍ୟା ସନ୍ଦେହ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଓଡିଶ ପଞ୍ଚାୟତ ଅନ୍ତର୍ଗତ ରଗଡିପଡା ଗ୍ରାମ ନିକଟ ଶାଳ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ ହୋଇଛି । ଯୁବକ ଜଣଙ୍କ ଭୁବନ ଥାନା ଅନ୍ତର୍ଗତ ଅଁଳାଝରୀ ଗ୍ରାମର ଦଣ୍ଡୁଆ ପାତ୍ର ପିତା- ତିର୍ଥବାସୀ ପାତ୍ର ବୋଲି ଜଣାପଡିଛି । ଆଜକୁ ଏକ ମାସ

ଗୁରୁବାର ଯୁକ୍ତ ଦୁଇ କଳା ବାଣିଜ୍ୟ ପରୀକ୍ଷା : ଜିଲ୍ଲାର ୬ ହଜାର ୫୪୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ

ଢେଙ୍କାନାଳ ଜିଲ୍ଲାରେ ମୋଟ ୫୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଚଳତି ବର୍ଷ ଅଫଲାଇନ ମୋଡରେ ଗୁରୁବାର ପରୀକ୍ଷା ହେବାକୁ ଯାଉଛି । ପରୀକ୍ଷା ପାଇଁ ସମସ୍ତ ପ୍ରକ।ର ବନ୍ଦୋବସ୍ତ କରାଯାଇଥିବାବେଳେ ପରୀକ୍ଷା ସମୟରେ ସିସିଟିଭି କୁ ବାଧ୍ୟତାମୂଳକ କରାଯାଇଛି । ଏହି ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ

ରସାୟନ ବିଭାଗର ସେମିନାର ଅନୁଷ୍ଠିତ

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରସାୟନ ବିଭାଗ ତରଫରୁ ବିଭାଗର ବାର୍ଷିକ ଉତ୍ସବ ଏବଂ ସେମିନାର ଅନୁଷ୍ଠତି ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ କୁମାର ପ୍ରଧ।ନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭବୁ ନେଶ୍ୱର ନାଇଜରର ସହକାରୀ ପ୍ରଫେସର ଡା.ଵିଷ୍ଣୁପ୍ରସାଦ ବିଶ୍ୱାଳ

ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ତ୍ରୀକୁ ପୋଖରୀ ରେ ବୁଡେଇ ମାରିଲା ସ୍ଵାମୀ !

ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ତ୍ରୀକୁ ପୋଖରୀ ରେ ବୁଡେଇ ମାରିଲା ସ୍ଵାମୀ।ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ବାପ୍ ଘର ଲୋକ।ଏହି ଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ରାମଚନ୍ଦ୍ରପୁର୍ ଗାଁରେ। ଗାଁ ର ଦିଲୀପ ବେହେରା ତାଙ୍କ ପକ୍ଷାଘାତ ରୋଗରେ ପୀଡିତ

ଆଇ.ଆଇ.ଏମ.ସି ଢେଙ୍କାନାଳରେ ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ବି.ବି. ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରଙ୍କ ଯୋଗଦାନ

ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ଦ୍ୱାରା ଆୟୋଜିତ ମିଡିଆ ପଦଯାତ୍ରାରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ନବମ ଶ୍ରେଣୀର ୩୦ ଜଣ ଛାତ୍ର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ମାର୍ଗଦର୍ଶନରେ

ଅହମ୍ମଦିୟା ମୁସଲିମ ଯୁବ ସଙ୍ଗଠନ ପକ୍ଷରୁ ଜଳଛତ୍ର

ସଂପ୍ରତି ଗ୍ରୀଷ୍ମପ୍ରବାହ ବଢ଼ିଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି । ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଘରୁ ପଦାକୁ ବାହାରିବା କଷ୍ଟକର ହେଲାଣି। ଅସହ୍ୟ ରୌଦ୍ରତାପକୁ ଦୃଷ୍ଟିରେ ରଖି ବାଟୋଇଙ୍କ ତୃଷ୍ଣା ନିବାରଣ ପାଇଁ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର୍ ; ଜଣେ ମୃତ

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାଲୁମୁଣ୍ଡ ଗାଁ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ
error: Content is protected !!