News
lipub
samparksetu
Browsing Category

ଢେଙ୍କାନାଳ ଖବର

୫୫ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ପକ୍ରିୟାରେ ସିଥିଲତା ହେବାରୁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ପକ୍ରିୟା ଦୀର୍ଘ ଦିନ ହେବ ଶିଥିଳ ଅବସ୍ଥାରେ ପଡିରହିଛି। ଏଠିପ୍ରତି କାହାର ନିଘା ନଥିବା ଜଣା ପଡୁଛି। ରାସ୍ତାରେ ଯାତାୟାତ କରୁଥିବା ବ୍ୟକ୍ତି ରାସ୍ତାରେ ଯିବା ପାଇଁ ଅସୁରକ୍ଷିତ ମନେ କରୁଛନ୍ତି । ଧୂଳିର ମାତ୍ରା ଏତେ

ମୋଟର ସାଇକେଲ ଦୁର୍ଘଟଣା ରେ ଜଣେ ମୃତ !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ଠାରେ ସଡ଼କ ଦୁର୍ଘଟଣା l ଆଜି ରୋଡଙ୍ଗ ଗ୍ରାମ ର ରାମଚନ୍ଦ୍ର ଚନ୍ଦ୍ର ପ୍ରଧାନ (୪୮) କୌଣସି କାମ ପାଇଁ ବଟଗାଁ କୁ ଆସିଥିଲେ l ରାମଚନ୍ଦ୍ର ତାଙ୍କ କାମସାରି ମୋଟର ସାଇକେଲ ରେ ତାଙ୍କ ନିଜ ଗ୍ରାମ ରୋଡଙ୍ଗ ଫେରୁଥିବା ସମୟରେ ବାଟଗାଁ ଠାରୁ କିଛି

ଅଟୋ ଧକ୍କା ରେ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରେ ଦୁର୍ଘଟଣା l ଅଟୋ ଧକ୍କା ରେ ଗୁରୁତର ହୋଇ ଜଣେ ବ୍ୟକ୍ତି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ସୂଚନା ଅନୁସାରେ ଆଜି ଦିନ ଦ୍ୱିପ୍ରହର ସମୟରେ କଙ୍କଡାହାଡାହାଡ଼ ବ୍ଲକ ବଟଗାଁ ସ୍ଥିତ ଗୋଡ଼ିସାହି ଗ୍ରାମ ର ଚିନ୍ମୟ ବରାଳ

ବି.ବି. ହାଇସ୍କୁଲରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ଏକଦିବସୀୟ  ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀଗୃହରେ ଦିବା ୧୦ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ କୋଭିଡ଼ -୧୯ ନିୟମ ସବୁକୁ ଅନୁପାଳନ କରି

ମୋଟଙ୍ଗା ରେ ଯୁବକଙ୍କୁ ହାଣି ହତ୍ୟା ଘଟଣା ; ମୁଖ୍ୟ ଅଭିଯୁକ୍ତ କୋର୍ଟଚାଲାଣ

ମୋଟଙ୍ଗା ଥାନା ଅନ୍ତର୍ଗତ ମୋଟଙ୍ଗା ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ହତ୍ୟା ମାମଲାରେ ଗିରଫ ହୋଉଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପ୍ରଧାନ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଏହା ସହ ୫ ଜଣଙ୍କୁ ଅଟକ ରଖି ଜେରା କରିଛି ପୋଲିସ । କମ୍ପାନୀ ର ଠିକା କାମ ଓ ନିର୍ବାଚନ ଶତ୍ରୁତାକୁ ନେଇ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ମୃତ !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଗଡନୃସିହପ୍ରସାଦ ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା। ସାଇକେଲ କୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ ପ୍ରାଣ ହରାଇଲେ ସାଇକେଲ ଆରୋହୀ। ମୃତକ ବାସୁଦେଇପୁର ଗ୍ରାମର ରମେଶ ଭୂୟାଁ (୬୨) l ସେ ମଙ୍ଗଳବାର ସକାଳୁ ତାଙ୍କ ଘରୁ

ବିଶ୍ୱ ଜଙ୍ଗଲ ଦିବସରେ ଫରେଷ୍ଟ ଗାର୍ଡ ସମ୍ମାନିତ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ନିଜର କର୍ତ୍ତବ୍ୟ ନିଷ୍ଠା ଏବଂ ପରିବେଶ ସୁରକ୍ଷା ହେତୁ ସମ୍ମାନିତ ହୋଇଥିବାର ଜଣାପଡଛି । ହିନ୍ଦୋଳ ରେଞ୍ଜ ସିଙ୍କୋଳ ବିଟରେ ଗଁଦିଆ ବକ୍ଲ ଗଡ ଖଙ୍କିରା ର ଶୁଭେନ୍ଦୁ ମର୍ଦ୍ଦରାଜ ଭୂୟାଁ ଜଣେ ଫରେଷ୍ଟ ଗାର୍ଡ ଭାବରେ

ଭୂତଳ ରାସ୍ତା ନିର୍ମାଣ କରିବା ଦାବିରେ ରାସ୍ତା ଅବରୋଧ କଲେ ପିତିରି ଗ୍ରାମବାସୀ

ଜାତୀୟ ରାଜପଥ ନମ୍ବର ୫୩ ତାଳଚେର ଠାରୁ ଡ଼ୁବୁରୀ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ପରଜଙ୍ଗ ତହସିଲ ଅନ୍ତର୍ଗତ ପିତିରି ଗ୍ରାମବାସୀ ଜାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ ଲିଖିତ ଅଭିଯୋଗ

ମଦ ପିଇ ମାଆ ର ମୁଣ୍ଡ ଫଟେଇଲା ପୁଅ !

ଢେଙ୍କାନାଳ ଟାଉନଥାନା ମାଣ୍ଡପା ସାହିରେ ଘଟିଛି ଅଭାବନୀୟ ଘଟଣା। ଜନ୍ମ କଲା ମାଆ କୁ ଶିଳପୁଆରେ ମାଡ ମାରି ମୁଣ୍ଡ ଫଟାଇଲା ମଦ୍ୟପ ପୁଅ ଦିଲିପ ସାହୁ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଁଞ୍ଚି ମଦ୍ୟପ ପୁଅକୁ କାବୁ କରି ଥାନାକୁ ନେଇଛି । ମାଣ୍ଡପା ସାହିର ବଂଶୀଧର ସାହୁଙ୍କ ପୁଅ ଦିଲିପ

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର ,ଜଣେ ଆହତ

ଶନିବାର ଦିନ ଢେଙ୍କାନାଳ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ହିରୋ ବାଇକ୍ ସୋରୁମଠାରେ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଅଁଳାବେରେଣୀ ବଜାରର ସନ୍ତୋଷ ପଣ୍ଡାଙ୍କ ପୁଅ ଜ୍ଞାନୀ ପ୍ରକାଶ ପଣ୍ଡା (୩୭) ଓ ଦେବାନନ୍ଦ ହୋତାଙ୍କ ପୁଅ ସୌମ୍ୟରଞ୍ଜନ
error: Content is protected !!