News
lipub
samparksetu
Browsing Category

ଢେଙ୍କାନାଳ ଖବର

ଟ୍ରକ ସହ ଧକ୍କା ହୋଇ ଓଲଟିଲା କୋଇଲା ବୋଝେଇ ହାଇୱା

କାମାକ୍ଷାନଗର ଥାନା ଜିରିଡାମାଳି ବାଇପାସ ନିକଟରେ ଟ୍ରକ ସହ ଧକ୍କା ହୋଇ ଓଲଟିଲା କୋଇଲା ବୋଝେଇ ହାଇୱା l ଅଳ୍ପକେ ବର୍ତ୍ତିଲେ ହାଇୱା ଡ୍ରାଇଭର l ସୂଚନା ଅନୁଯାୟୀ , ତାଳଚେର ରୁ କୋଇଲା ବୋଝେଇ କରି ଏକ ହାଇୱା ଯାଜପୁର ଅଭିମୁଖେ ଯାଉଥିବା ବେଳେ ଜିରିଡାମାଳି ବାଇପାସ ନିକଟରେ ଅନ୍ୟ ଏକ ଟ୍ରକ

ଡକାୟତି ଗ୍ୟାଙ୍ଗ ଉପରେ ପୋଲିସର ଚଢ଼ାଉ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସୁଧାକର ତଇଲା ନିକଟରେ ଗତକାଲି ରାତିରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଚଢ଼ାଉ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । କାମାକ୍ଷାନଗର ଥାନା ସୁଧାକର ତଇଲା ନିକଟରେ ଗତକାଲି ରାତିରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ

ନଦୀରେ ଭାସିଗଲେ ବୃଦ୍ଧା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଗୁଣ୍ଡିଚାନାଳୀ ଗାଁ ରାମିଆଳ ନଦୀରୁ ଜଣେ ନିଖୋଜ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧା ଜଣଙ୍କ କାନପୁରା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚାନାଳୀ ମାଝୀସାହିର ଲୁଡୁ ମାଙ୍କଡ଼ିଆ ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ , ଲୁଡୁ ଗତକାଲି

ଅରବିନ୍ଦ କେଜରିୱାଲଙ୍କ ଗିରଫ ବିରୋଧରେ ଗର୍ଜିଲା ଆପ୍

ଆପ୍‌ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗତ କାଲି ଇଡି ଗିରଫ କରିବା ପ୍ରତିବାଦରେ ଢେଙ୍କାନାଳ ଶାଖା ଆପ୍ କର୍ମୀମାନେ ଦଳର ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ନାରାବାଜି ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ

ଗ୍ରାମ୍ୟ ବ୍ୟାଙ୍କ ଲୁଟର ୧ ବର୍ଷ ପରେ ହିତାଧିକାରୀଙ୍କୁ ମିଳିଲାନି ସୁନା ଗହଣା ,ଶାଖା ପରିଚାଳକଙ୍କ ଦ୍ୱାରସ୍ତ ହେଲେ…

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଗ୍ରାମରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଗତବର୍ଷ ବ୍ୟାଙ୍କ ଡକାୟତି ହେବା ଫଳରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା,ସୁନା ଗହଣା ଲୁଟ ହେଇଥିଲା ।ଗ୍ରାମାଞ୍ଚଳର ଲୋକମାନେ ବ୍ୟାଙ୍କରେ ସୁନା ଗହଣା ଦେଇ ଗୋଲଡ଼ ଋଣ ବାବଦରେ ବ୍ୟାଙ୍କରୁ ଟଙ୍କା ନେଇଥିଲେ ।ହିତାଧିକାରୀ

ବ୍ରାହ୍ମଣୀ ନଦୀରେ ନିଖୋଜ ଇଞ୍ଜିନିୟରିଂ ଛାତ୍ର ଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ନିଖୋଜ ଇଞ୍ଜିନିୟରିଙ୍ଗ ଛାତ୍ରର ମୃତ ଦେହ ଉଦ୍ଧାର କରାଯାଇଛି। ସରାଙ୍ଗ ବ୍ରିଜ ନିକଟରୁ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଗତ କାଲି ଅପରାହ୍ନରେ IGIT କଲେଜର ବିଟେକ ମେଟାଲୋଜି ବିଭାଗର ଶେଷ ବର୍ଷର ଛାତ୍ର ସନତ କୁମାର ମହାଳିକ

ବ୍ୟବସାୟୀ ଙ୍କ ଘର ଉପରକୁ ବୋମା ମାଡ଼ ଘଟଣା ରେ ୨ ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ମଧ୍ୟରେ ଥିବା ସାଇବିହାର କଲୋନୀ ର ମାଷ୍ଟର ମସଲା କମ୍ପାନୀ ର ମାଲିକ ସରୋଜ ଭୂଷଣ ମହାନ୍ତି ଙ୍କ ଘରେ ଗତ ୧୩ ତାରିଖ ଦୁଇ ଜଣ ଅଭିଯୁକ୍ତ ପାଚେରୀ ଡେଇଁ ବୋମା ଫିଙ୍ଗି ଥିବା ର ଦୃଶ୍ୟ ସିସିଟିଭି ରେ ରେକର୍ଡ ହୋଇଥିବା ଜଣା ପଡିଥିଲା । ଏଥିନେଇ

ଦୁଃଖ ଜଣାଇବାକୁ ଆସି ଦୁର୍ଘଟଣାରେ ଜୀବନ ଗଲା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସଫେଇ କର୍ମଚାରୀଙ୍କ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି l ସୂଚନା ଅନୁଯାୟୀ ହିନ୍ଦୋଳ ଏନଏସି ରେ ଦୀର୍ଘବର୍ଷ ଧରି ଲଷ୍ମୀ ଗୋଛାୟତ ଓ ତାଙ୍କ ପୁଅ ବୁଲା ଗୋଛାୟତ ସଫେଇ କର୍ମଚାରୀ ଭାବରେ ନିଷ୍ଠାର ସଛୋଟର

ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ,ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁଙ୍କ ସମେତ ୪ଜଣ

କାମାକ୍ଷାନଗର ଥାନା ବଡଝରା -ଜଡ଼ାପାଳ ପୂର୍ତ୍ତ ବିଭାଗ ରାସ୍ତାର ବାଙ୍ଗୁରା ଗାଁ କେନାଲ ନିକଟରେ ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ଜଣ ବାଇକ ଆରୋହୀ। ଢେଙ୍କାନାଳ କଳିଙ୍ଗ ଚକ୍ଷୁ ହସ୍ପିଟାଲର ଆମ୍ବୁଲାନ୍ସଟି ପରଜଙ୍ଗ ଅଞ୍ଚଳକୁ ଯାଉଥିବା ବେଳେ ମହୁଲି ଗାଁରୁ
error: Content is protected !!