News
lipub
samparksetu
Browsing Category

ଢେଙ୍କାନାଳ ଖବର

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ‘ଅରୁଣିମା ୨୦୨୪’ ଆୟୋଜିତ

ଢେଙ୍କାନାଳ ଜିଲ୍ଲା ଓଡା଼ପଡ଼ା ବ୍ଲକ ସରପା ରଘୁନାଥପୁର ଗ୍ରାମରେ ଟାଟା ଷ୍ଟିଲ୍‌ର କର୍ପୋରେଟ ଶାଖା ଟାଟା ଷ୍ଟିଲ୍ ଫାଉଣ୍ଡେସନ ଉଦ୍ୟମରେ ଅରୁଣିମା ୨୦୨୪ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଦୁଇଦିନ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅସାଧାରଣ ମହିଳା ନେତ୍ରୀ ଓ ଉଦ୍ୟୋଗୀ ମାନଙ୍କୁ ସମ୍ମାନିତ

ଟ୍ରେନ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

କଣ୍ଟାବଣିଆ ଥାନା ଅନ୍ତର୍ଗତ ବୁଢାପଙ୍କ ସୁକିନ୍ଦା ରେଳପଥରେ ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାଇ କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମର ଦୁଇ ଯୁବକ ସନ୍ଧ୍ୟା ପ୍ରାୟ ୫ଟା୩୦

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆୟୋଜନ ନିମନ୍ତେ ଦିତ୍ୱୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଯୋରନ୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ ମହିମା ଧର୍ମକୁ ପ୍ରଚାର ପ୍ରସାର କରି ମହିମା

କପିଳାସ ପ୍ରାଣୀ ଉଦ୍ୟାନ ହାତୀ କରିଡରରେ ବିସ୍ପୋରଣ

ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଂଚାୟତ ଅଧୀନ କପିଳାସ ପ୍ରାଣୀ ଉଦ୍ୟାନରେ ହାତୀ ଘଉଡ଼ାଇବା ପାଇଁ ରଖାଯାଇଥିବା ବାଣ ହଠାତ ତଳେ ପଡି ବିସ୍ପୋରଣ ହେବା ଫଳରେ ସେଠାରେ କାର୍ଯ୍ୟରତ ହାତୀ ସ୍କ୍ୱାର୍ଡର ଜଣେ କର୍ମଚାରୀ ନାମ ବାବୁ ପତି ଆହତ ହୋଇଥିବାର ଜଣାଯାଇଛି । ତାଙ୍କୁ ସ୍ଥାନୀୟ

ପୋଷା କୁକୁର ଓ ଛେଳି କୁ ଧରି ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଲୋକେ

ଗୋଟିଏ ପଟେ ପଶୁ ଚିକିତ୍ସକ କର୍ମଚାରୀ ଧାରଣା ରେ ବସିଥିବା ବେଳେ ଅନ୍ୟପଟେ ପୋଷା କୁକୁର ଓ ଛେଳି କୁ ଧରି ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଛନ୍ତି ସ୍ଥାନୀୟ ଲୋକେ।ଏଭଳି ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ରେ ।ଗତ କିଛିଦିନ ହେବ ଢେ଼ଙ୍କାନାଳ ପଶୁ ଚିକିତ୍ସକ ବିଭାଗ ର କର୍ମଚାରୀ ମାନେ ଆନ୍ଦୋଳନ

ନିରାଶ୍ରୟ ମହିଳା ଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା

କାମାକ୍ଷାନଗର ଥାନା ପଲ୍ଲୀ ସାଆନ୍ତାରାପୁର ଗ୍ରାମ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଜଣେ ସ୍ୱାମୀ ପରିତ୍ୟକ୍ତ ନିରାଶ୍ରୟ ମହିଳା ଙ୍କୁ ଅସଦାଚରଣ କରାଯାଇଥିବା ନେଇ କାମାକ୍ଷାନଗର ଥାନାରେ ଏକ ମାମଲା ରୁଜୁ ହୋଇଛି l ସୂଚନା ଅନୁସାରେ , ପଲ୍ଲୀ ସାଆନ୍ତାରାପୁର ଗ୍ରାମ ର ଜନୈକା ମହିଳା

ମୋବାଇଲ ଗେମ୍ ଖେଳି ଜୀବନ ହାରିଲେ ଯୁବକ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଆରଖପାଳ ପଞ୍ଚାୟତ ବେଢାପାଳ ଗ୍ରାମରେ ଜଣେ ଯୁବକ ମୋବାଇଲ ଗେମ୍ ରେ ୨୦ହଜାର ଟଙ୍କା ହାରିଯିବା ପରେ ପରିବାର ନିକଟରେ ମିଛୁଆ ହେବା ଭୟ ରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ବେଢାପାଳ ଗ୍ରାମର ସୁଶାନ୍ତ ମହାରଣା ଙ୍କ ପୁଅ ସତ୍ୟବ୍ରତ ମହାରଣା(୧୯) ଗାଁ ନିକଟସ୍ଥ

ସରକାରୀ କାର୍ଯ୍ୟକ୍ରମ ରେ ଅଣଦେଖା,ସରପଞ୍ଚଙ୍କ ସମୂହ ଇସ୍ତଫା

ସରକାରୀ କାର୍ଯ୍ୟକ୍ରମ ରେ ସରପଞ୍ଚ ମାନଙ୍କୁ ଅଣଦେଖା ପ୍ରତିବାଦରେ ଭୁବନ ବ୍ଲକ ର ୭ଜଣ ସରପଞ୍ଚ ଇସ୍ତଫା ପାଇଁ ଲିଖିତ ଭାବେ ଜଣାଇଛନ୍ତି । ଖବର ରୁ ଜଣାଯାଏ ଯେ ,ବିଜେପି ସମର୍ଥିତ ସରପଞ୍ଚ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଭୁବନ ବ୍ଲକ ବିଡିଓ ଙ୍କୁ ଜମୁନାକୋଟ ସରପଞ୍ଚ

ହାଇୱା ଗାଡ଼ି ଓଲଟି ଡ୍ରାଇଭର ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ଡିହଡୋଳ ଛକରୁ ମହାବିରୋଡ , ପଙ୍ଗାତିରା ଓ ପଳାଶୁଣି ଦିଗକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଉପରେ ଅପରାହ୍ନ ସମୟରେ ଏକ ହାଇୱା ଗାଡ଼ି ଓଲଟି ପଡିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପାଉଁଶ ବୋଝେଇ ହାଇୱା ଗାଡ଼ି ମହାବିରୋଡ ଦିଗକୁ ଦୃତ ଗତିରେ

ଟ୍ରକ୍ ଚୋରି

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାଳୀ ବଜାର ଅଞ୍ଚଳ ରୁ ଟ୍ରକ୍ ଚୋରି ହୋଇଥିବା ଭୁବନ ଥାନା ରେ ଅଭିଯୋଗ ହୋଇଛି । ଭୂଷଳ ଗ୍ରାମର ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର ଭୀମ ସେନ ହୋତା ଙ୍କ ପୁଅ କମଲ କୁମାର ହୋତା ଙ୍କ ଗାଡ଼ି କୁ ଭୁବନ
error: Content is protected !!