News
lipub
samparksetu
Browsing Category

ଢେଙ୍କାନାଳ ଖବର

ମାଲିକକୁ ହତ୍ୟାକଲା କେୟାର ଟେକର

ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନପାରି ତଣ୍ଟି ଚିପି ହତ୍ୟା କରିଛି ଅଭିଯୁକ୍ତ କେୟାରଟେକର ୨୧ ବର୍ଷୀୟ ଦିପକ ବିଶ୍ଵାଳ।ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା।ମୃତକ ହେଉଛନ୍ତି ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତ।ଗତ ୨୮ ତାରିଖ ରାତି ୮ଟା ବେଳେ

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ,ସ୍ୱାମୀ ଗିରଫ

ଗଁଦିଆ ଥାନା ଅଂଚଳରେ ଜଣେ ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି l ଗଁଦିଆ ପୋଲିସ ସୂତ୍ରରୁ ପ୍ରକାଶ ଯେ ,ଉକ୍ତ ଥାନା ଅନ୍ତର୍ଗତ ଧନିଆନାଳୀ ଗ୍ରାମର ଜେନା ପିଙ୍ଗୁଆର ପତ୍ନୀ କୁନି ପିଙ୍ଗୁଆ (୩୦) ଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କଳହକୁ ନେଇ ଏହି ମୃତ୍ୟୁ

ମୌସୁମୀ ପୂର୍ବରୁ ଭାଗୀରଥୀ ସାଗର ଭିତରୁ ପଙ୍କ ମାଟି ନିଷ୍କାସନ କରିବା ଦାବି

ମୌସୁମୀ ପୂର୍ବରୁ ଭାଗୀରଥୀ ସାଗର ଭିତରୁ ପଙ୍କ ମାଟି ବାହାରକୁ ନିଷ୍କାସନ କରିବା ଦାବିରେ ପୋଖରୀ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତା ମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ୨୦୨୪ ରେ ଢେଙ୍କାନାଳ ପୌରାଞ୍ଚଳର ଭାଗୀରଥୀ ସାଗର,

ଭୁବନରେ ସିରିଜ ଚୋରି

ଭୁବନରେ ମାତିଲେ ସିରିଜ ଚୋର । ବାଲିବୋ ଗ୍ରାମରେ ୩ ଜଣଙ୍କ ଘରେ କଳା କନା ବୁଲାଇ ଦେଲେ ଚୋର । ଲୁଟିନେଲେ ଲକ୍ଷଲକ୍ଷ ଟଙ୍କାର ସୁନାଗହଣା ସହିତ ନଗଦ ଟଙ୍କା ଏବଂ ଦାମୀ ଶାଢ଼ୀ ।ଶନିବାର ବିଳମ୍ବିତ ରାତିରେ ଗ୍ରାମର ବ୍ରାହ୍ମଣ ଶାସନର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷକ ଯୁଗଳ କିଶୋର ମିଶ୍ର

ଡକାୟତି କରିବା ଯୋଜନା କୁ ପଣ୍ଡ କଲା ପୁଲିସ,୧୩ ଗିରଫ

ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ରୋଡ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ବ୍ରାହ୍ମଣୀ ନଦୀ ପଠାରେ ଏକ ଗ୍ୟାଙ୍ଗ ୱାର ବଡ ଧରଣର ଡ଼କାୟତି ନିମନ୍ତେ ରଚନା ରଚୁଥିବା ବେଳେ ପରଜଙ୍ଗ ଓ କାମାକ୍ଷାନଗର ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ୧୩ ଜଣକୁ ଗିରଫ କରିବା ସହିତ ମାରଣାସ୍ତ୍ର ଏବଂ ଅଫୁଟା ବୋମା ଜବତ

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଥମିବାର ନାମ ନେଉନାହିଁ। ଦୈନନ୍ଦିନ ହାତୀ ଆକ୍ରମଣ ମଣିଷ ମରିବାରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ସାରା ଓଡିଶାରେ କୁଖ୍ୟାତି ଅର୍ଜନ କରିଥିବାବେଳେ ଏଠାରେ ବନବିଭାଗ ସମ୍ପୂର୍ଣ୍ଣ ମାରିଛି ଫେଲ। ଖବରରୁ ପ୍ରକାଶ ,ଆଜି ସକାଳେ

ବିବାହ ଶୋଭାଯାତ୍ରା ରେ ଗଣ୍ଡଗୋଳ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ବୁହାଳୀ ପାଳ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବିବାହ ଭୋଜି ରେ ବର ଯାତ୍ରୀ ଙ୍କ ଗଣ୍ଡଗୋଳ ଓ ମାଡ଼ ରେ ପନ୍ଦର ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆହତ ହୋଇ ଥିବାର ଜଣା ଯାଇଛି। ଖବର ରୁ ଜଣାଯାଏ ଯେ , ଆଜି ଏକ ବରଯାତ୍ରୀ ଦଳ ଢେ଼ଙ୍କାନାଳ ଜିଲ୍ଲା

ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ

କାମାକ୍ଷାନଗର ଥାନା ନୂଆଆଳତୁମା ଯୋଗୀସାହି ରେ ଘରଭଡା ନେଇ ରହୁଥିବା ଜଣେ ବିବାହିତ ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ l ମୃତ ଯୁବକ ଜଣକ ଭୁବନ ଥାନା ବାଲିବୋ ଗ୍ରାମର ଜିତୁ ସ୍ୱାଇଁ l ଯୁବକ ଜଣକୁ ହତ୍ୟା ହୋଇଥିବା ନେଇ ଥାନାରେ ଅଭିଯୋଗ ଆଣିଲେ ଯୁବକ ଙ୍କ ପରିବାର ଲୋକ l ନିଜ ବୋହୂ, ପୁଅ ର ଶାଶୁ,

ଯୋରନ୍ଦା ମେଳା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଜି ପୂର୍ବାହ୍ନରେ ଯୋରନ୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହଠାରେ ଜିଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱିତୀୟ ତଥା ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି

୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପବିତ୍ର
error: Content is protected !!