Browsing Category
ଢେଙ୍କାନାଳ ଖବର
ଭିଜିଲାନ୍ସ ସ୍କାନରରେ ପଞ୍ଚାୟତ ପିଇଓ, ଏକକାଳୀନ ଭାବେ ୫ଟି ସ୍ଥାନରେ ଚଢ଼ାଉ
ଭିଜିଲାନ୍ସ ସ୍କାନରରେ ପଞ୍ଚାୟତ ପିଇଓ, ଏକକାଳିନ ଭାବେ ୫ ଟି ସ୍ଥାନରେ ଚଢ଼ାଉ । ଭିଜିଲାନ୍ସ ବିଭାଗର ଜଣେ ଡିଏସପିଙ୍କ ନେତୃତ୍ୱରେ ୭ ଜଣ ଇନିସପେକ୍ଟର ଚଳାଇଛନ୍ତି ରେଡ଼୍ ।
ସୂଚନା ଅନୁଯାୟୀ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘୀ ଓ ମଠକରଗୋଳା!-->!-->!-->!-->!-->…
ଥାନାଧିକାରିଣୀ-ଓକିଲ ସଙ୍ଘ ମୁହାଁମୁହିଁ ; କୋର୍ଟ ବର୍ଜନ କଲେ ଆଇନଜିବୀ,ଥାନାଧିକାରିଣୀଙ୍କୁ ବଦଳି ଦାବୀ
ଢେଙ୍କାନାଳ ଟାଉନ ଥାନାଧିକାରିଣୀ ଓ ଓକିଲ ସଙ୍ଘ ବିବାଦ ଏବେ ମୁହଁ।ମୁହିଁ ପରିସ୍ଥିତି ରେ ପହଞ୍ଚିଛି । ଓକିଲ ସଂଘକୁବଦନାମ କରିବ। ପାଇଁ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଓକିଲ ସଙ୍ଘ ପ୍ରକାଶ କରିବା ସହିତ ତୁରନ୍ତ ମାମଲା ପ୍ରତ୍ୟାହାର,ନଚେତ କ୍ଷମା ପ୍ରାର୍ଥନା ଓ ଥାନାଧିକାରିଣୀ ଙ୍କୁ ବଦଳି!-->…
ଚିକିତ୍ସା ଅପେକ୍ଷାରେ ଅସୁସ୍ଥ ଦନ୍ତା ହାତୀ ଛୁଆ
ବିଗୁଡୁଛି ହାତୀ ଛୁଆ ର ସ୍ୱାସ୍ଥ୍ୟବସ୍ଥା । ଏଣେତେଣେ ଘୁରିବୁଲୁଥିବା ଅସୁସ୍ଥ ହାତୀଛୁଆ । ଗତ କିଛି ଦିନ ଧରି ହିନ୍ଦୋଳ ବାଉଁଶ ପୋଖରୀ ଏବଂ କନ୍ତାମିଲା ପଞ୍ଚାୟତ ପାଖା ପାଖି ଦେଖା ଯାଉଥିବା , ଏହି ଅସୁସ୍ଥ ହାତୀ ଛୁଆ ଆଜି ସକାଳୁ ବାଉଁଶ ପୋଖରୀ-ନୂଆକୋଟ ରାସ୍ତା ପାର୍ଶ୍ବରେ ଥିବା!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ଜାଣନ୍ତୁ, କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 09-08-2021Number of new Positive cases-10Institutional Quarantine-NilHome Quarantine-04Local Contacts-NilIn Hospital-06
Block/ULB wise new Positive cases :
Sadar block-03 (Kauchi-1,!-->!-->!-->!-->!-->!-->!-->…
ଗାଡ଼ି ଧକ୍କାରେ ଚାଲିଗଲା ବାରହା ର ଜୀବନ
ଭୁବନ ବନାଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅଗ୍ନିଶମ ବିଭାଗ କାର୍ଯ୍ୟ।ଳୟ ସମ୍ମୁଖରେ ସୋମବାର ଏକ ଅଜଣା ଗାଡି ଧକ୍କାରେ ବାରହା ର ମୃତ୍ୟୁ ହୋଇଛି ।
୪ ବର୍ଷର ବାରହା ଟିକୁ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ହୋଇ ରାସ୍ତାରେ ପଡିଥିଲା । ପରେ ସ୍ଥାନୀୟ ଲୋକଙ୍କ ଖବର ଦେବାପରେ ବନ!-->!-->!-->…
ଭାଷା ଆନ୍ଦୋଳନ ପଦଯାତ୍ରା
ଓଡିଶା ଭାଷାକୁ ୧୯୫୪ ମସିହାରେ ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ଦାବିରେ ଶାନ୍ତିପୂର୍ଣ୍ଣ ଭାବେ ନୀରବ କଳାପତାକା ଶୋଭାଯାତ୍ରା ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରୁ ବାହାରି ବାଜିଚୌକ ପର୍ଯ୍ୟନ୍ତ ଯାଇଥିଲା ।
ଢେଙ୍କାନାଳ ଭାଷା ଆନ୍ଦୋଳନ ଆବାହକ ପ୍ରିୟବ୍ରତ ଗଡ଼ନାୟକଙ୍କ ନେତୃତ୍ୱରେ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୧୧ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 08-08-2021Number of new Positive cases-11Institutional Quarantine-NilHome Quarantine-07Local Contacts-NilIn Hospital-04
Block/ULB wise new Positive cases :
Odapada Block-04!-->!-->!-->!-->!-->!-->!-->…
ଗାଈ ଧାନତଳି ଖାଇବାକୁ ନେଇ ଗଣ୍ଡଗୋଳ ; ଚାରି ଆହତ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାସୁଦେଇପୁର ଗ୍ରାମ ର ଚାହନା ଦାସ ଙ୍କ ଗାଈ ବଂଶୀଧର ଦାସ ଙ୍କ ଧାନ ତଳି ଖାଇଯିବାରୁ ୨ ପରିବାର ମଧ୍ୟରେ ଖଣ୍ଡା ଓ ବାଉଁଶ ଠେଙ୍ଗା ଦ୍ୱାରା ଆକ୍ରମଣ ଓ ପ୍ରତି ଆକ୍ରମଣ ଫଳରେ ୪ଜଣ ଗୁରୁତର ଆହତ ହୋଇ ଭୁବନ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି ।
ସୂଚନା!-->!-->!-->!-->!-->…
ରାସ୍ତା ନଥିବାରୁ ପହଁଚିପାରିଲା ନାହିଁ ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ପ୍ରସୂତି
ପ୍ରସବ ବେଦନାରେ ଛଟପଟ ପ୍ରସୂତି, ହେଲେ ପାଖକୁ ଆସି ପାରୁନାହିଁ ଆମ୍ବଲାନ୍ସ ପ୍ରସୂତି ଏବଂ ଆମ୍ବୁଲାନ୍ସ ମଝିରେ ଲକ୍ଷ୍ମଣ ରେଖା ଟାଣିଛି ନଈ । ସେସରେ ଗ୍ରାମବାସୀ ଙ୍କ ସହାୟତାରେ ଖଟିଆରେ ବୁହାହୋଇ ଆସିଲେ । ସ୍ବାଧୀନତାର ଦୀର୍ଘ ବର୍ଷ ପୁରିଥିଲେ ମଧ୍ୟ ଏଭଳି ଘଟଣା ବାରମ୍ବାର ଦେଖିବାକୁ!-->!-->!-->…