News
lipub
samparksetu
Browsing Category

ଢେଙ୍କାନାଳ ଖବର

ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା କଙ୍କଡ଼ାହାଡ଼ ପୋଲିସ

କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ପିତଳଧୁଆ ନିକଟରୁ ୭ ଜଣ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି କଙ୍କଡ଼ାହାଡ଼ ପୋଲିସ। ତାଙ୍କଠାରୁ ୬ଟି ମୋବାଇଲ ,୩ ଟି ସାଇକେଲ ଓ ୬ ଟି ଜବତ କରାଯାଇ ଥିଲା । ଗିରଫ ହୋଇଥିଵା ବ୍ୟକ୍ତି ପାଟଣା କାଳିଆପାଣିରୁ ଚନ୍ଦନ ଦେହୁରୀ,

ଢେଙ୍କାନାଳ ଜିଲ୍ଲାରୁ ନୂତନ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରୁ ନୂତନ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଙ୍କ ମଧ୍ୟରେ ଘରୋଇ ସଂଗରୋଧ ରୁ ୬୪ ଏବଂ ହସ୍ପିଟାଲରୁ ୯ଜଣ ଚିହ୍ନଟ ଅଛନ୍ତି। ଢେଙ୍କାନାଳ ପୌରାଞ୍ଚଳ ରରଗଡିସାହି, ଗୁଡିଆନାଳି , ଜିଏନଏମଟିଏସ ଏବଂ ଦେଉଳସାହିରୁ ୩ଜଣ ଜଣେ ଲେଖାଏଁ । କୋରିଆ, କୁଞ୍ଜକାନ୍ତ

ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ ; ଜଣେ ଗୁରୁତର

ପରଜଙ୍ଗ ଥାନା ଅନ୍ତର୍ଗତ ଗୋଳଗାଡ଼ିଆ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଅଟୋରେ ଥିବା ଜଣେ ମହିଳା ଗୁରୁତର, ଗୁରୁତରଙ୍କ ନାମ ରୀମା ମହାରଣା । ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ମେଡ଼ିକାଲ ରେ ଭର୍ତ୍ତି । ସୂଚନା ଅନୁଯାୟୀ , ଏକ କେଉଁଝର ର ଏକ ଅଟୋ ଚାଳକ ସୁଖଦେବ ମହାରଣା

ଖାକିରେ ଲାଗିଲା କଳଙ୍କ ଚାକିରୀ ବାହାନାରେ ଟଙ୍କା ହଡ଼ପ ଅଭିଯୋଗରେ ବନ୍ଧାହେଲେ ହୋମଗାର୍ଡ !

ପୁଣି ଲାଗିଲା ଖାକିରେ କଳଙ୍କ । ଲୋକଙ୍କୁ ହୋମଗାର୍ଡ ଚାକିରୀ କରାଇଦେବା ପାଇଁ କହି ଟଙ୍କା ହଡ଼ପ କରୁଥିବା ଜଣେ ହୋମଗାର୍ଡଙ୍କୁ ମହଙ୍ଗା ପଡିଛି । ଅଭିଯୋଗ ଆସିବା ପରେ ଏବେ ହୋମଗାର୍ଡ ଜଣକ ହରଡ଼ଘଣାରେ ପଡିଛନ୍ତି । ଆଜି ତାଙ୍କୁ ଟାଉନଥାନା ପୁଲିସ ଗିରଫ କରିଛି । ଗିରଫ ହୋଇଥିବା

୬ ନେତାଙ୍କୁ ୩୦ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଢେଙ୍କାନାଳ ପାଇଁ ସୌମ୍ୟରଞ୍ଜନ, ପର୍ଯ୍ୟବେକ୍ଷକ ଦାୟିତ୍ୱ…

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ତାପୂର୍ବରୁ ସାଙ୍ଗଠନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଛି ବିଜେଡି । ୩୦ ଜିଲ୍ଲା ପାଇଁ ଦଳ ନୂଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ସଙ୍ଗଠନକୁ ମଜବୁତ କରିବାକୁ ୬ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଗୁରୁଦାୟିତ୍ୱ

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ ଢେଙ୍କାନାଳ ଜିଲ୍ଲାରେ ୯୭.୯୪% ପାସ ହାର

କରୋନା ସଂକ୍ରମଣ ରେ ସମୟରେ ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ । ରାଜ୍ୟର ୮,୯୩୪ ସ୍କୁଲରେ ୫,୭୪,୧୨୫ ଜଣ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ଫିଲପ୍ କରିଥିବା ବେଳେ ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଛନ୍ତି । ମାତ୍ର ୭,୭୦୩ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ତେବେ ଢେଙ୍କାନାଳ ଜିଲ୍ଲାରେ ୯୭.୯୪

ବ୍ରଜନାଥ ବଡଜେନା ଉଚ୍ଚବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା

ଚଳିତବର୍ଷର କୋଭିଡ-୧୯ ମହାମାରୀ ହେତୁ ବାର୍ଷିକ ଦଶମ ବୋର୍ଡ ପରୀକ୍ଷା ବିଦ୍ୟାଳୟସ୍ତରୀୟ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ବୋର୍ଡ ଦ୍ୱାରା ପ୍ରସ୍ତୁତ ଅଭ୍ୟାସ ପରୀକ୍ଷା ପ୍ରଶ୍ନପତ୍ର ବ୍ୟବହାର କରି ବିଦ୍ୟାଳୟ ଦ୍ୱାରା ପରିଚାଳିତ ପରୀକ୍ଷା ଓ ମୂଲ୍ୟାୟନ ଆଧାରରେ ଶତାୟୁ, ବ୍ରଜନାଥ ବଡଜେନା

ଢେଙ୍କାନାଳ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାସ୍ ହାର ୯୭.୯୪% ରହିଛି

ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ମହାମାରୀ କରୋନା ଯୋଗୁଁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଛନ୍ତି। କଟକ ସ୍ଥିତ

ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ଙ୍କ ମଧ୍ୟରୁ ୩୪ ଜଣ ଘରୋଇ ସଙ୍ଗରୋଧରୁ ଏବଂ ୮ ଜଣ ମେଡ଼ିକାଲ ରୁ ଚିହ୍ନଟ ହୋଇଛନ୍ତି । ସଦର ବ୍ଲକ ୧୦ ଜଣ ଙ୍କ ମଧ୍ୟରୁ ରାଇଡ଼ିହି, ତରଭା, ଗୋହିରାଖାଲ, ଗୋବିନ୍ଦପୁର , ବାଲ୍ୟାମ୍ବା, ମଙ୍ଗଳପୁର, ବେଗୁଣିପାଳ, ମଙ୍ଗଳପୁର,

ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ କଟକଣା ;ଜିଲ୍ଲାର ୧୧ ମନ୍ଦିରରେ ୧୪୪ ଧାରା ଜାରି

ଢେଙ୍କାନାଳ ଜିଲ୍ଲାରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଏପର୍ଯ୍ଯନ୍ତ ନିୟନ୍ତ୍ରଣକୁ ଆସିପାରିନାହିଁ। ପ୍ରତ୍ୟେକ ଦିନ ସହର ସମେତ ଗ୍ରାମାଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।ଆଗକୁ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଥିବାରୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଗହଳି ହେବା ତଜ୍ଜନିତ ସଂକ୍ରମଣ
error: Content is protected !!