News
lipub
samparksetu
Browsing Category

ଢେଙ୍କାନାଳ ଖବର

ଲକଡାଉନ ରେ ଦୁର୍ଦ୍ଦଶା ଭୋଗୁଛନ୍ତି ଅଟୋ ଚାଳକ

ବର୍ତ୍ତମାନ ସମଗ୍ର ରାଜ୍ୟରେ ଲକଡାଉନ ଚାଲୁଥିବା ସମୟରେ ଅନେକ ଲୋକ ଖାଇବାକୁ ନପାଇ ଜୀବନ ହାରୁଛନ୍ତି , ଏଭଳି ଅନେକ ନିମ୍ନ ଶ୍ରେଣୀର ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କର ଲକଡାଉନ କୁ ପାଳି ଘରେ ରହି ଆସୁଥିଲେ ମଧ୍ୟ ଦିନକୁ ଦି ଓଳି ଖାଇବାକୁ ପାଇବା ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇପଡିଛି ।

ଅଷ୍ଟଶମ୍ଭୁ ମନ୍ଦିରରୁ ଚୋରି !

ଆଜି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟୁଝରି ଗ୍ରାମ ପଞ୍ଚାୟତରେ ଥିବା ଅଷ୍ଟଶମ୍ଭୁ ମନ୍ଦିର ଚୋରି ହୋଇଥିବାର ସୂଚନା ମିଳିଛି । ମନ୍ଦିର ପୂଜକ କହିବାନୁସାରେ ଆଜି ଭୋର ସମୟରେ ମନ୍ଦିର ପୂଜା କରିବା ପାଇଁ ମନ୍ଦିରକୁ ଆସିଥିବା ବେଳେ ମନ୍ଦିରର ବାହାରେ କିଛି ଜିନିଷ ପତ୍ର ଏଠି

ପୋଖରୀ ରେ ବୁଡି ବୃଦ୍ଧଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ଗ୍ରାମର ଶିବ ମନ୍ଦିର ସାମ୍ନାରେ ଥିବା ନୂଆପୋଖରୀ ରେ ବୁଡ଼ି ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ଆଜି ପୂର୍ବାହ୍ନ ଏଗାରଟା ବେଳେ ଗାଧୋଇ ଯାଇଥିଲେ ଗ୍ରାମର ମୁରଲୀଧର ସାହୁ (୬୨)ପାହାଚରୁ ଗୋଡ ଖସି ଯିବାରୁ ବୁଡି ଯାଇଥିଲେ ।

ଢେଙ୍କାନାଳ ଜିଲ୍ଲାରେ ୨୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଘୋଷଣା ହେଲା ୨ଟି ମାଇକ୍ରୋ…

ରାଜ୍ୟରେ ୧୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ହଜାର ୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ୨୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି , ଜିଲ୍ଲାରେ

କଙ୍କଡାଷୋଡ ହତ୍ୟା ଘଟଣା ଚାରି ଗିରଫ

ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାଷୋଡ ଗ୍ରାମରେ ଗତ ୧୯-୨-୨୧ ରିଖରେ ହତ୍ୟାର ଶିକାର ହୋଇଥିଲେ ପୂର୍ଣ ଚନ୍ଦ୍ର ବାଇ । ଏହି ମାମଲା ରେ ୨୬-୨ ରେ ହତ୍ୟାରେ ସଂପୃକ୍ତ ସିପୁନ ଭୋଇ, ଟୁକୁନା ଭୋଇ ଓ ଭଜମନ ଭୋଇଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ଓ ସେମାନେ ଅଦ୍ୟାବଧି ଜେଲରେ

ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ।ଳୟରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ମିଲର ଙ୍କ ଆକ୍ରମଣ !

ଢେଙ୍କାନାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ।ଳୟରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ମିଲର ଆକ୍ରମଣ କରିଥିବା ପୋଲିସ ରେ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ମିଲର ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି । ଜିଲ୍ଲା ଯୋଗାଣ ଆଧିକାରୀଙ୍କ

ବାପାଙ୍କ ସ୍ମୃତି ଉଦେଶ୍ୟରେ ପାନୀୟଜଳ ପ୍ରକଳ୍ପ ଲୋକାର୍ପିତ

ଆଜି ଢେଙ୍କାନାଳ ସହରର ବସ ଷ୍ଟାଣ୍ଡ ନିକଟବର୍ତ୍ତୀ ଦୁର୍ଗାବଜାର ର ହନୁମାନ ବାଟିକା ପ୍ରାଙ୍ଗଣରେ ସ୍ବର୍ଗତ ଡ଼ମ୍ବୁରୁଧର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି । ସାଧାରଣ ଲୋକ ମାନଙ୍କୁ ଥଣ୍ଡା ପାନୀୟ ଜଳର ସୁବିଧା କରିବାପାଇଁ ଡ଼ମ୍ବୁରୁଧର ମହାନ୍ତିଙ୍କ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । କୋରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଢେଙ୍କାନାଳ ଜିଲ୍ଲାରେ ଗତକାଲି ସଂକ୍ରମିତ ଙ୍କ ସଂଖ୍ଯା କମିଥିବା ବେଳେ ଆଜି ତାହା ଦ୍ବିଗୁଣିତ ହୋଇ ଯାହାକି ୧୮୯ ରେ ପହଞ୍ଚିଛି ।ଏଥିରେ ଘରୋଇ

ବଞ୍ଚିଥିଲା ବେଳେ ମିଳୁଥିଲା ବହୁ ସମ୍ମାନ କିନ୍ତୁ ମଲା ପରେ ମିଳିଲାନି ଚାରିକାନ୍ଧ , ପ୍ରଶାସନ ଶବ ଉଠେଇଲା ସତ କିନ୍ତୁ…

କୋଭିଡ ଭଳି ମହାମାରୀର ସଂକ୍ରମଣ ସାରା ବିଶ୍ୱ ବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଫଳରେ ସଂକ୍ରମଣ ରୋକିବାକୁ ବାଧ୍ୟହୋଇ ଲକଡାଉନ ସର୍ଟଡାଉନ ଆଦି ଘୋଷଣା ଯୋଗୁଁ ଅର୍ଥନୀତି ଭୁଶୁଡି ଗଲାଣି । ଏପଟେ କିନ୍ତୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରଶାସନର ବେଫିକର ମନୋଭାବ ଲୋକଙ୍କୁ ଚିନ୍ତାର
error: Content is protected !!