Browsing Category
ଢେଙ୍କାନାଳ ଖବର
ଲୁଟେରା ଙ୍କ ପେଣ୍ଠସ୍ଥଳ ପାଲଟିଛି ଢେଙ୍କାନାଳ ଜିଲ୍ଲା ; ଗ୍ୟାସ କଟର ରେ କାଟି ଏଟିଏମ ରୁ ଲୁଟିନେଲେ ଟଙ୍କା !
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଥିବା ଏକମାତ୍ର ଏସବିଆଇ ଏଟିଏମ ରୁ ଗତକାଲି ବିଳମ୍ବିତ ରାତିରେ ଏଟିଏମ କୁ ଗ୍ୟାସ କଟର ରେ କାଟି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
ସୂଚନାଯୋଗ୍ୟ କି ,ଗତ କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଜାଗାରୁ ଲଗାତାର!-->!-->!-->…
ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ,୨ମୃତ, ୪ଗୁରୁତର
ପରଜଙ୍ଗ ଥାନା ଡୋଲିଆ ଛକ ନିକଟରେ ଆଜି ସଂନ୍ଧ୍ୟା ୬ଟାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଏକ ବୋଲେରୋ ଦୁର୍ଘଟଣା ଘଟି ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ୨ଜଣଙ୍କ ମୃତ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।
ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ!-->!-->!-->…
ଦିନ ଦ୍ବିପ୍ରହରରେ ଟ୍ରଲି ଚାଳକ ଙ୍କ ଠାରୁ ଲୁଟିନେଲେ ୪୧ ହଜାର ଟଙ୍କା
ଢେଙ୍କାନାଳ ଜିଲ୍ଲା ଭୁବନ ସହର ର ୨ନଂ ୱାର୍ଡ଼ କଲୋନୀ ନୀବାସୀ କୈଳାଶ ଦାସ ନିଜ ଘର ନିର୍ମାଣ ଲାଗି ଦୁଇଟି ବ୍ୟାଙ୍କ- କାନରା ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ରୁ ଆଜି ଦିନ ୨ଘଟିକା ସମୟରେ ମୋଟ ୪୧ ହଜାର ଟଙ୍କା ଉଠାଇ ଏକ କପଡା ବ୍ୟାଗରେ ରଖି ୭ ନଂ ୱାର୍ଡ ସ୍ଥିତ ମୋଚିସାହି କୁ ଆସିଥିଲେ।
ସେଠାରେ!-->!-->!-->…
କୃଷକ ମାନଙ୍କ ସମର୍ଥନରେ ଆପ୍ କର୍ମୀଙ୍କ ଉପବାସ
ଢେଙ୍କାନାଳ ଜିଲ୍ଲା ଆପ୍ ଆବାହକ ପଙ୍କଜ ନାୟକ ଙ୍କ ନେତୃତ୍ୱରେ କର୍ମୀ ମାନେ ଏକତ୍ରିତ ହୋଇ ଆଜି ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉପବାସ ରଖିଥିଲେ l
ଏହି ଉପବାସ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ!-->!-->!-->…
ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଯୁବକ : ଉଦ୍ଧାରକାର୍ଯ୍ୟ ଜାରି
ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଯୁବକ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଏହି ଅଘଟଣ ଘଟିଛି । ନଦୀରେ ନିଖୋଜ ହୋଇଥିବା ଯୁବକ ଜଣଙ୍କ ସ୍ଥାନୀୟ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ କି , ଆମ୍ବୁଜ ନଦୀରେ!-->!-->!-->!-->!-->…
ଦୋକାନ ସର୍ଟର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ମଦ
ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ଏକ ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତ୍ରିରେ ଲୁଟ ହୋଇଛି । ଲୁଟେରାମାନେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଲୁଟି ନେଇଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଗଁଦିଆ ସ୍ଥିତ ଏକ ବିଦେଶୀ ମଦ ଦୋକାନର ସର୍ଟର ତାଲା ତାଡି ଦୋକାନ ଭିତରକୁ!-->!-->!-->…
ନଇଁ ପଡ଼ିଛି ଅମର ଯବାନ ସହୀଦ ସ୍ମୃତି ସ୍ତମ୍ଭ
ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସହିଦ ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସହିଦଙ୍କ ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା!-->!-->!-->…
ଜୀବନ ଯନ୍ତ୍ରଣାରେ ଛଟପଟ ଦୁଇ ବିଧବା ମହିଳା ଓ ଝିଅ
ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ କୀର୍ତନପୁର ଗ୍ରାମର ବେଙ୍ଗ ବେହେରା, ବୟସ ୬୬ବର୍ଷ, ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରି ବଞ୍ଚୁଥିବା ସ୍ୱାମୀ ବାବୁଆଙ୍କର ଗତ ଦୁଇ ବର୍ଷ ହେଲା ଦେହାନ୍ତ ହେଲାଣି। ବାବୁଆଙ୍କର ଦୁଇ ପତ୍ନୀ ମଧ୍ୟରେ ବେଙ୍ଗ ବଡ଼। ତାଙ୍କ ଔରସରୁ କୌଣସି!-->…
ମହୁମାଛି ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ମହୁମାଛି ଆକ୍ରମଣରେ ଆଜି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି ।ମୃତକ ହେଲେ କଙ୍କଡାହାଡ ଥାନା ଅଢାପଲ୍ଲୀ ଗ୍ରାମର ଜଗବନ୍ଧୁ ବେହେରା ।
ସୂଚନାଯୋଗ୍ୟ କି , ଆଜି ଦିନ ପ୍ରାୟ ୧ ଟା ବେଳକୁ ଜଗବନ୍ଧୁ କଙ୍କଡାହାଡ ବଜରରୁ କାମସାରି ନିଜ ଘର ଅଢାପଲ୍ଲୀକୁ ଫେରୁଥିବା ବେଳେ କଙ୍କଡାହାଡ ହାଟଛକ ନିକଟରେ!-->!-->!-->…
ପ୍ରେମ ପ୍ରତିଶ୍ରୁତି ଏବଂ ତାପରେ ପ୍ରତାରଣା ଶେଷରେ କନ୍ୟା ସନ୍ତାନ ଜନ୍ମ
ପ୍ରେମ ପ୍ରତିଶ୍ରୁତି ଏବଂ ତାପରେ ପ୍ରତାରଣା ଶେଷରେ କନ୍ୟା ସନ୍ତାନର ଜନ୍ମ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଞ୍ଚଳରେ । ରାସୋଳ ଥାନା ଗିରିଧରପ୍ରସାଦ ଗ୍ରାମର ଜଣେ ଆଦିବାସୀ ବାଳିକାକୁ ସେହି ଗ୍ରାମର ଚନ୍ଦନ ବେହେରାଙ୍କ ପୁଅ ସୁନିଲ ଭଲ ପାଉଥିଲା । ବିବାହର!-->!-->!-->…