News
lipub
samparksetu
Browsing Category

ଢେଙ୍କାନାଳ ଖବର

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଖଡଗପ୍ରସାଦ ଗ୍ରାମରେ ଅନିଲ ସାମଲ ଙ୍କ କ୍ରସର ରେ ଜଣେ ବୃଦ୍ଧ ଜଗୁଆଳି ଭାବରେ କାର୍ଯ୍ୟ କରୁଥିଲେ ।ସେ ନିଜ ସାଇକେଲ ଯୋଗେ କ୍ରସର କୁ ଯାଉଥିଲେ ,ଖଡଗପ୍ରସାଦ ନିକଟରେ କିଛି ହାତୀପଲ ରାସ୍ତା ପାର ହୋଉଥିବା ବେଳେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ । ତେବେ

ଗାନ୍ଧୀ ଜୟନ୍ତୀରେ ଆଦର୍ଶ ଛାତ୍ରଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ ;ଗେଟରେ ତାଲାପକାଇ ଛାତ୍ରଛାତ୍ରୀଙ୍କ…

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଇ ପଞ୍ଚାୟତ ଅଙ୍କରାନ୍ତିପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟିତ୍ରୀ ଗାନ୍ଧୀ ଜୟନ୍ତୀରେ ଛାତ୍ରଛାତ୍ରୀଙ୍କୁ ମାଡ ମାରିବାକୁ ନେଇ ତିବ୍ର ଅସନ୍ତୋଷ ଦେଖାଦେଇଛି । ଶିକ୍ଷୟିତ୍ରୀଙ୍କ ଅଶାଳୀନ ବ୍ୟବହାର ଏବଂ ମେରୀରାୟ ଶାସନକୁ

ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଢେଙ୍କାନାଳ ସ୍ୱାଭିମାନ…

ଗଁଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଆଜି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ ଠାରେ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗଣଧାରଣା ଓ ଅନଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମଞ୍ଚର ଆବାହକ ତଥା

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ୧୧୫ ୟୁନିଟ ରକ୍ତ ସଂଗ୍ରହ

ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଵଦାଳୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ପୁରାତନ ଛାତ୍ରସଂଘର ଆନୁକୂଲ୍ୟରେ ଚଳିତ ବର୍ଷ ପଞ୍ଚମଥର ପାଇଁ ଏକ ସ୍ଵେଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା

ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି , ଫାର୍ମାସିଷ୍ଟ ଙ୍କ ଭରସାରେ ରୋଗୀ

ଗଁଦିଆ ବ୍ଲକର ଦେଓଗାଁ ଠାରେ ଅଛି ବିଶ୍ୱ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଙ୍କର କପିଳାସ ଧର୍ମୀୟ ପୀଠ ଏହାର ପାଦଦେଶରେ ଅବସ୍ଥିତ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉକ୍ତ ପୀଠ ଏକ ଧର୍ମୀୟ ତଥା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି ପ୍ରତିଦିନ ଉକ୍ତ କ୍ଷେତ୍ରକୁ ବାବାଙ୍କର ଦର୍ଶନ ନିମନ୍ତେ ଜିଲ୍ଲା

ଚାନ୍ଦା ପାଇଁ ବେକ କାଟିଲେ ଦୁର୍ବୃତ୍ତ !

ପାର୍ବଣ ଋତୁରେ ଅଶାନ୍ତ ହୋଇଛି ସୁରପ୍ରତାପପୁର । ଖୁଦୁରୁକୁଣୀ ଓଷା କୁ ବହୁ ଆଡ଼ମ୍ବରରେ ପାଳନକରିବାକୁ ସୁରପ୍ରତାପପୁର ରେ ଚାନ୍ଦା ମାଗି ବିଫଳ ହେବାରୁ ଜଣେ ଯୁବକ ଙ୍କ ବେକ କାଟି ଦେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ , ଗାଁ ର ଯୁବ କମିଟି ପକ୍ଷରୁ ମିନା ବଜାର ଆୟୋଜନ କରାଯାଇଛି । କମିଟି

ଵଦାଳୋରେ ରକ୍ତଦାନ ପାଇଁ ପୂର୍ବପ୍ରସ୍ତୁତି ବୈଠକ

ଆଜି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଦାଳୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟର ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ଆସନ୍ତା ଅକ୍ଟୋବର ମାସ ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରିବାକୁ ଯାଉଛନ୍ତି ।

ପୋଖରୀରେ ବୁଡ଼ି ବୃଦ୍ଧ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ଆଜି ଦିନ ୧୧ଘଣ୍ଟା ସମୟରେ ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ବାରସିଙ୍ଗା ଗ୍ରାମର କଣ୍ଠିଆ ବେହେରା(୭୫) ଗାଧୋଇବା ପାଇଁ ଗ୍ରାମ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ

ଛକିଲୋ ଦକ୍ଷିଣକାଳୀ ଯୁବ କ୍ଳବ ପକ୍ଷରୁ ଲକ୍ଷ୍ମୀପୂଜା ଶୁଭ ମାଟି ଅନୁକୂଳ

ଢେଙ୍କାନାଳର ଗଣପର୍ବ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆସନ୍ତା ଅକ୍ଟୋବର ୨୮ ତାରିଖରୁ ଆରମ୍ଭ ହେବ। ଏହି ପୂଜା ଗାଁରୁ ସହର ସବୁଠି ଧୁମଧାମରେ ପାଳିତ ହୋଇଥାଏ । ଏଥି ପାଇଁ ଢେଙ୍କାନାଳ ସଦର ବ୍ଳକ କାକୁଡି ଭାଗ ଗ୍ରାମପଞ୍ଚାୟତର ଛକିଲୋ ଗ୍ରାମରେ ଶୁଭ ମାଟି ଅନୁକୂଳ ଉତ୍ସବ ପାଳନ କରାଯାଇଛି । ଗ୍ରାମର

ଘଟିପିରି ବଜାର ଲଷ୍ମୀପୂଜା ପାଇଁ ମାଟି ଅନୁକୂଳ ଓ ନୂଆ ପୂଜା କମିଟି ଗଠନ

ଆଜି ପବିତ୍ର ସୁନିଆଁ ରେ ଘଟିପିରି ବଜାର ତରଫରୁ ଘଣ୍ଟ ,ଧ୍ବଜା ସହ ବଜାର ର ସଭ୍ୟମାନେ ସୁଦୂର ଘଟିପିରି ନଦୀ ପଠାକୁ ଯାଇ ମା ଲଷ୍ମୀ ଙ୍କୁ ଆବାହନ ତଥା ପୂଜାର୍ଚନା ପୂର୍ବକ ମାଟି ଅନୁକୂଳ କରି ଫେରିଥିଲେ।ପରେ ସମସ୍ତ ସଦସ୍ୟ ମାନେ ଏକ ବୈଠକରେ ସାମିଲ ହୋଇ ସର୍ବ ସମ୍ନତି କ୍ରମେ ସୁବର୍ଣ୍ଣ ମୋହନ
error: Content is protected !!