News
lipub
samparksetu
Browsing Category

ଢେଙ୍କାନାଳ ଖବର

ପାରିବାରିକ କଳହରୁ ଆତ୍ମହତ୍ୟା

ପାରିବାରିକ କଳହରୁ ପୌରାଞ୍ଚଳ ଶିମିଳିଆର ଲଳିତ କୁମାର ଷଣ୍ଢ(୪୦) ,ଆଜି ସଜନା ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ଲଳିତ ପ୍ରତିଦିନ ମଦ୍ୟପାନ କରି ପତ୍ନୀ ଓ ପରିବାର ଲୋକଙ୍କ ସହ ପାଟୁତୁଣ୍ଡ କରିଥାନ୍ତି । ଏହାକୁ ନେଇ ପରିବାରରେ ଅଧିକାଂଶ ଦିନ

ସମସ୍ୟା ଘେରରେ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍ଏସି ୨ ନଂ ୱାର୍ଡରେ ୧୯୮୬ ମସିହା ଠାରୁ ସ୍ଥାପିତ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟଟି ଦୀର୍ଘ ବର୍ଷ ଧରି ସମସ୍ୟା ଘେରରେ ରହି ଆସିଛି। ପ୍ରଥମେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇ ଆସି ଏଠାରେ ଏନ୍ ଏ ସି ସମେତ ଆଖ ପାଖ କେତୋଟି କ୍ଳଷ୍ଟରକୁ

ସାପ କାମୁଡାରେ ବାଳକ ଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କଣ୍ଟାପାଳ ପଞ୍ଚାୟତ କଲୋନୀ -୪ ର ରାମଚନ୍ଦ୍ର ନାୟକ (୧୦) ,ଯିଏକି କଣ୍ଟାପାଳ କଲୋନୀ -୪ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀରେ ଛାତ୍ର ଥିଲେ । ମଙ୍ଗବାର ରାତି ୧୨ ସମୟରେ ସେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିଥିଲା ବୋଲି ଘର

ଘରକୁ ଫେରିଲେ ସନାତନ

ମହାରାଷ୍ଟ୍ର ର ନାସିକ କୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିବା କାଉଁରିଆପାଳ ର ସନାତନ ସ୍ୱାଇଁ (ସନେଇ) ଗତକାଲି ଘରକୁ ଫେରିଛନ୍ତି ।ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ,ସନାତନ ନାସିକ ରେ ଆଗରୁ ୨ ମାସ ରହି କାମ କରିଥିଲେ । କିଛିଦିନ ଘରକୁ ଆସି ପୁଣି ନାସିକ ଫେରିଥିଲେ

ଷଷ୍ଠ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ

କାମାକ୍ଷାନଗର ଥାନା ମଠକରଗୋଳା ପଞ୍ଚାୟତ ଅଧିନସ୍ତ ବାଲିସାହି ର ଜଣେ ଷଷ୍ଠ ଶ୍ରେଣୀ ର ଛାତ୍ର ମୃତ୍ୟୁ ଘଟିଛି । ଖବର ନେବାରେ ଜଣାଯାଏ ଯେ, ମଠକରଗୋଳା ଗାନ୍ଧୀ ଛକ ରେ ଥିବା ଓଁ ସରସ୍ବତୀ ଶିଶୁ ମନ୍ଦିର ର ଷଷ୍ଠ ଶ୍ରେଣୀ ର ଛାତ୍ର ସେହ୍ନାଶୁ ନାୟକ (୧୨) ଶୁକ୍ରବାର ଦିନ ବିଦ୍ୟାଳୟ କୁ ଆସିଥିଲେ ।

କରେଇଜାଳା ନାଳ ଅପ୍ରୋଚ ରୋଡ଼ ଭାସିଗଲା

ଭୁବନ ବ୍ଲକ ଦୟଣାବିଲ ପଞ୍ଚାୟତ ଅନ୍ତର୍ଗତ କହ୍ନେଇପାଳ ଗ୍ରାମ କୁ ସଂଯୋଗ କରୁଥିବା କରେଇଜଳା ନାଳ କୁ ସଂଯୋଗ କରୁଥିବା ରାସ୍ତା ବନ୍ୟା ପାଣି ରେ ଭାସିଯାଇଛି ।ଏହି ରାସ୍ତା ଦେଇ ଥୋରିଆସନ୍ଧ ଓ ଚାଟିଆସାହି କୁ ଯାତାୟାତ କରନ୍ତି ।୩ ବର୍ଷ ପୂର୍ବରୁ ଏହି ପୋଲ କୁ ସଂଯୋଗ କରୁଥିବା ସଂଯୋଗୀ କରଣ

ସାପ କମୁଡ଼ାରେ ଗଲା ଜୀବନ !

ନିହଲପ୍ରସାଦ ଥାନା ନିହଲପ୍ରସାଦ ଗାଁରେ ସାପ କାମୁଡାରେ ଜଣକ ଜୀବନ ଯାଇଛି । ଗାଁର ଜୟରାମ ବେହେରା(୨୬)ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ସେ ଖାଇ ସାରି ରାତିରେ ଶୋଇଥିଲେ । ଶୋଇବା ଅବସ୍ଥାରେ ସାପ କାମୁଡି ଦେଇଥିଲା । ଶୋଇଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାଣି

ଫ୍ୟାନ ରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ଢେଙ୍କାନାଳ ସହରର କାଞ୍ଚନ ବଜାରର ସୁରଜ ପାଣ୍ଡେ (୩୨) ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ଜଣେ ଡ୍ରାଇଭର ହୋଇଥିବା ବେଳେ ଗତକାଲି କୌଣସି କାରଣରୁ ପରିବାର ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ସେ ଏକ ଘର ଭିତରେ ଫ୍ୟାନରେ ରଶି ଲଗାଇ ଦେଇଥିଲେ । ଆଜି କବାଟ ନଖୋଲିବାରୁ ପରିବାର ଲୋକ

ରାସ୍ତା ଉପରେ ଆବର୍ଜନା ଏବଂ ମଦ ବୋତଲ ରଖି ପ୍ରତିବାଦ କଲେ ହକି ଖେଳାଳୀ !

ଢେଙ୍କାନାଳ ଷ୍ଟାଡିୟମ ମଦ୍ୟପଙ୍କ ଆଡ଼ା ସ୍ଥଳୀ ପାଲଟିଥିବା ବେଳେ ସକାଳୁ ଖେଳା ଅଭ୍ୟାସ କରିବା ସମୟରେ ପଡିଆ ସାରା ମଦ ବୋତଲ ପଡିଥାଏ ଏହାକୁ ବାରମ୍ବାର ଖେଳାଳି ସଫା କରିଥାନ୍ତି । ଅନ୍ୟପଟେ ପଡ଼ିଆଟିରେ ଆବର୍ଜନାମୟ ହୋଇ ପଡୁଥିବା ନେଇ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି

ବିପଦ ସଙ୍କୁଳ ଅବସ୍ଥାରେ ପଡ଼ି ରହିଛି ଘାଗରାମୁଣ୍ଡା ଠାରୁ ଖାଇରମୁଣ୍ଡା ରାସ୍ତା

କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ଏକ ଆଦିବାସୀ ବହୁଳ ପଞ୍ଚାୟତ। କଙ୍କଡ଼ାହାଡ଼ ବ୍ଲକ ଠାରୁ ଘାଗରାମୁଣ୍ଡା ୫୦କିମି ଦୂରତା ସରକାର ବିଭିନ୍ନ ଯୋଜନା ଆସୁଥିଲେ ମଧ୍ୟ କୌଣସି କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। କିଛି କାମ ଅଧାରେ ପଡ଼ି ରହିଛି ଯାହା ଫଳରେ ବିଲ୍ ହେବାରୁ ବାଧକ ହେଉଛି ଏହି ପରି
error: Content is protected !!