News
lipub
samparksetu
Browsing Category

ଢେଙ୍କାନାଳ ଖବର

ବକେୟା ଦରମା ପାଇବା କୁ ନେଇ ଗାଡି ମାଲିକକୁ ମାଡ଼ ମାରିଲା ଡ୍ରାଇଭର

କାମାକ୍ଷାନଗର ଥାନା ମୁଣ୍ଡିଦେଉଳି ସାହି ରେ ଅଭାବନୀୟ ଘଟଣା l ବକେୟା ଦରମା ପାଇନଥିବାରୁ ଗାଡି ମାଲିକ ଙ୍କୁ ମାଡ଼ ମାରିଲା ଡ୍ରାଇଭର l ଡ୍ରାଇଭର ଓ କିଛି ଦୁର୍ବୃତ୍ତ ଙ୍କ ମାଡ଼ ରେ ଗାଡିମାଲିକ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଏନେଇ ଗାଡି ମାଲିକ ଙ୍କ ଭଉଣୀ

ନାସନାଲ ସାଇନ୍ସ ସେମିନାର ପାଇଁ ମୁମ୍ବାଇ ଯିବେ ଓଡ଼ିଶାର ସ୍ବାତୀ ସ୍ବାଗତିକା

ରାଜ୍ୟ ସ୍ତରୀୟ ସାଇନ୍ସ ସେମିନାରରେ ଟପ୍ପର ହୋଇ ଜାତୀୟ ସ୍ତରକୁ ଉନ୍ନୀତ ହୋଇଥିବା , ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଞ୍ଚାୟତିରାଜ ହାଇସ୍କୁଲ, କାନପୁରାର ଛାତ୍ରୀ ସ୍ବାତୀ ସ୍ବାଗତିକା ମୁମ୍ବାଇ ଗସ୍ତ କରୁଛନ୍ତି । ଆସନ୍ତା ୨୬ ତାରିଖରେ ମୁମ୍ବାଇର ନେହରୁ ବିଜ୍ଞାନ କେନ୍ଦ୍ରରେ

ଟାଟା ପାୱାରର ସ୍ମାର୍ଟ ମିଟର ବିରୁଦ୍ଧରେ ଆନ୍ଦୋଳନ

ବିଜୁଳି ଯୋଗାଇବା ଆଳରେ ଟାଟା ପାୱାର ସାଧାରଣ ଲୋକ ମାନଙ୍କୁ ଶୋଷଣ କରିଚାଲିଛି l ଗତ ନିର୍ବାଚନ ସମୟରେ ବିଜେପିର ଟୁଙ୍ଗ ନେତାମାନେ ଖୋଲା ମଞ୍ଚରେ ୩୦୦ ୟୁନିଟ ବିଜୁଳି ମାଗଣା ଦେବାକୁ କହି ବର୍ତ୍ତମାନ ଏଥିରୁ ଓହରି ଯାଉଛନ୍ତି । ୩୦୦ ୟୁନିଟ ବିଜୁଳି ମାଗଣା ଦେବା ଦୂରର କଥା ଏବେ ଉପଭୋକ୍ତାଙ୍କ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । କମ୍ପାନୀ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଓ ଠିକା କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ୭୬୦ରୁ ଉର୍ଦ୍ଧ୍ୱ ୟୁନିଟ

ବାଇକ କୁ ଧକ୍କା ଦେଲା କାର, ଶାଶୁ ମୃତ ଜ୍ୱାଇଁ ଗୁରୁତର

କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ମୁକ୍ତାପଶି ମେଡିକାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ବାଇକ କୁ ଧକ୍କା ଦେଲା କାର l ଶାଶୁ ମୃତ, ଜ୍ୱାଇଁ ଗୁରୁତର l ମୃତ ଶାଶୁ ଜଣକ କଙ୍କିଳି ଗ୍ରାମ ର ରଞ୍ଜ ବିଶ୍ୱାଳ (୫୭) l ସୂଚନା ଅନୁସାରେ ରଞ୍ଜ ଆଜି ଏକ ବାଇକ ଯୋଗେ ନିଜ ଜ୍ୱାଇଁ

ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ

ଢେଙ୍କାନାଳ ସଦର ବ୍ଲକ ଅର୍ନ୍ତଗତ ଚାଉଳିଆ ଖମାର ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ନଭେମ୍ବର ୧୪ ତାରିଖ ଶିଶୁଦିବସ ଦିନ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ବୈକୁଣ୍ଠ ବିହାରୀ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ବେଚ୍ଛାସେବୀ ସଙ୍ଗଠନ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ୍‌ର ଦ୍ୱିତୀୟ ସଂସ୍କରଣ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ ର ଦ୍ୱିତୀୟ ସଂସ୍କରଣ ଘୋଷଣା କରାଯାଇଛି । ୨୦୨୫ ଜାନୁଆରି ୧୧ରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୌଡ଼ କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟର ବାହ୍ୟ ଅଂଚଳରେ ଆୟୋଜିତ

ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲରୀ ଆସୋସିଏସନ୍ ପକ୍ଷରୁ ଜି.ଏସ୍.ଟି. ଏନଫୋର୍ସମେଂଟ୍ ଟିମ୍…

ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲରୀ ସଂଘ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ, ଢେଙ୍କାନାଳ "ବାଣିଜ୍ୟ ଭବନ" ପରିସରରେ ଏକ ଜରୁରୀ ବୈଠକ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ରାଜେଶ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା

ସମାଜସେବୀ ଦେବୀଦତ୍ତ ମୃତ୍ୟୁ ଘଟଣା ରେ ନୂଆ ଟ୍ଵିଷ୍ଟ ,ଭାଇରାଲ ମୃତ୍ୟୁ ପୂର୍ବର ଭିଡ଼ିଓ

କାମାକ୍ଷାନଗର ର ଯୁବ ସମାଜସେବୀ ଦେବୀଦତ୍ତ ଙ୍କ ମୃତ୍ୟୁ କୁ ପ୍ରାୟ କୋଡିଏ ଦିନ ବିତି ଗଲାଣି l ଭୁବନେଶ୍ୱର ଭରତପୁର ଥାନା ଅଧୀନରେ ଥିବା ଏକ ହୋଟେଲ ରୁ ଦେବୀଦତ୍ତ ଙ୍କ ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦେବୀ ଙ୍କ ଭଳି ପିଲା ଆତ୍ମହତ୍ୟା କରିବା କୁ ନେଇ ସାରା ସହର

ହାତୀ ଆକ୍ରମଣ ଜଣେ ଗୁରୁତର

ଦୈନନ୍ଦିନ ଭଳି ଆଜି ମଧ୍ୟ ହାତୀ ଉପଦ୍ରଵରେ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ହାତୀ ଆକ୍ରମଣରେ ପୁଣିଜଣେ ଗୁରୁତର ଆହତ ହୋଇଛନ୍ତିl ଖବରରୁ ପ୍ରକାଶ ଯେ , ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ପଂଚାୟତ ନୂଆବଗ ଗ୍ରାମର ସ୍ବର୍ଗତ ଗନ୍ଧର୍ବ ସାହୁଙ୍କ ପୁଅ ମୁରଲୀ
error: Content is protected !!