News
lipub
samparksetu
Browsing Category

ଢେଙ୍କାନାଳ ଖବର

ବରଯାତ୍ରୀ ଙ୍କୁ ହାଣି ଲୁଟ କଲେ ଦୁର୍ବୃତ୍ତ

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗ ପ୍ରସାଦ ଗ୍ରାମକୁ ବିବାହ ବରଯାତ୍ରୀ ଆସିଥିବା ଲୋକଙ୍କ ଠାରୁ ମାରଣାଅସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଗତକାଲି ଖଡଗପ୍ରସାଦ ଗ୍ରାମର ଟୁକୁ ରାଉତ ଙ୍କ ଝିଅ ରନି ରାଉତ ଙ୍କ ବିବାହ ଥିଲା । ରାତ୍ର ବିଭାଘର

ଅସୁସ୍ଥ ଦନ୍ତାର ଚାଲିଛି ଚିକିତ୍ସା

ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଗୁରିଲୋ ଗ୍ରାମର ଏକ ଫିଲ୍ଡରେ ନିକଟସ୍ଥ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ପଡିଥିବା ବେଳେ ତାର ଚିକିତ୍ସା ଜାରି ରହିଥିବା ଜଣା ପଡିଛି । ସୂଚନା ଅନୁଯାୟୀ ୧୫ ବର୍ଷୀୟ ଦନ୍ତାଟି ଫିଲ୍ଡ ନିକଟରେ ପଡିରହିଥିବା ଖବର ପାଇ ସ୍ଥାନିୟ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି

ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ ବିଶାଳ ଗଣ ଧାରଣା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସମସ୍ତ ଆଦିବାସୀ କୋହ୍ଲ ମୁଣ୍ଡା ଓ "ହୋ" ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତରଫରୁ ପାଞ୍ଚ ଦଫା ଦାବି ନେଇ ବିଶାଳ ରାଲି ସହିତ ବ୍ଲକ ସମ୍ମୁଖରେ ଧାରଣା ଓ ପାଞ୍ଚ ଦଫା ନେଇ ଦାବୀପତ୍ର। ପ୍ରଥମେ କଙ୍କଡ଼ାହାଡ଼ ହାଟ ଠାରୁ ବିଶାଳ ଜନସମାଗମ ହୋଇ ମହିଳା ଓ

କାର ତଳେ ଚାପି ହୋଇଗଲା ବାଇକ ,୨ଗୁରୁତର

କାର ତଳେ ଚାପି ହୋଇ ୨ ଗୁରୁତର । ସୋମବାର ଅପରାହ୍ନରେ ଏକ କାର ଯୋଗେ କୋରାପୁଟ ଜିଲ୍ଲା ନୁଆଗୁଡା ଗ୍ରାମର ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢ଼ୀ ନିଜ ପରିବାର ସହ ମା ତାରିଣୀଙ୍କ ଦର୍ଶନ ନିମନ୍ତେ ଯାଉଥିବା ବେଳେ ମନ୍ଦାର ପେଟ୍ରୋଲ ପମ୍ପ ନିକଟରେ ତାଙ୍କ କାରଟି ଗଛରେ ପିଟି ହୋଇ ମନ୍ଦାର ଗାଁ ର ରବି

ଖରା ଛୁଟିରେ ମାମୁଁ ଘର ଆସିଥିଲେ ,ଦଳିଦେଲା ହାତୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଷଡ଼ଙ୍ଗୀ ବନଖଣ୍ଡ ଅନ୍ତର୍ଗତ ଆରୁହଁ। ଗାଁରେ ହାତୀ ଆକ୍ରମଣରେ ଜଣେ ନାବାଳକ ର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ କାଶୀପୁର ଗାଁର ପାପୁ ମଲ୍ଲିକ (୧୫) । ସୂଚନା ଅନୁଯାୟୀ , ପପୁ ନିଜ ମାମୁଁ ଘର ଆରୁହଁ। ଖରାଛୁଟିରେ ବୁଲିବାକୁ ଆସି ,ଗାଁ ନିକଟରେ ଏକ

ବାହାନଗା ରେଳ ଦୁର୍ଘଟଣା ରେ ଢେଙ୍କାନାଳ ଜିଲ୍ଲାର ଜଣେ ମୃତ

ବାହାନଗା ଟ୍ରେନ ଦୁର୍ଘଟଣା ରେ ଢେଙ୍କାନାଳ ଜିଲ୍ଲା ଭୁବନ ଗାଁର ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।ମୃତକ ହେଲେ ସ୍ବର୍ଗତ ମହାବୀର ପ୍ରସାଦ ଅଗ୍ରୱାଲ ଙ୍କ ବଡ଼ ପୁଅ କ୍ରିଷ୍ଣା କୁମାର ଅଗ୍ରୱାଲ(କାହ୍ନୁ ଭାଇ) ।କାହ୍ନୁ ଭାଇ ହେଉଛନ୍ତି ବରିଷ୍ଠ ଏୟାର ଫୋର୍ସ ଅଧିକାରୀ କମଳ ଅଗ୍ରୱାଲ ଓ

ପୋଡି ପାଉଁଶ ହୋଇଗଲା ରହିବା ଘର ସହ ଗାଈ ଗୁହାଳ

କଥାରେ ଅଛି ଘର ପୋଡି ଠାରୁ ବିପତ୍ତି ନାହିଁ । ଆଜି ଏମିତି କିଛି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ କନ୍ଦର ସିଂହା ଗ୍ରାମରେ । ଦିବା ପ୍ରାୟ ୧ ଘଟିକା ସମୟରେ କୌଣଷି କାରଣରୁ ପ୍ରଥମେ ମାୟାଧର ଜେନାଙ୍କ ଗାଈ ଗୁହାଳ ରେ ନିଆଁ ଲାଗି କ୍ରମେ ତାଙ୍କ

ରାତି ଅଧରେ କଲେଜ ରୁ ଲୁଟ

ପରଜଙ୍ଗ ବ୍ଲକ କୁଆଳୁ ପଞ୍ଚାୟତରେ ଥିବା ଅଷ୍ଟଶମ୍ଭୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଫାଟକ ତାଲା ଭାଙ୍ଗି କମ୍ପ୍ୟୁଟର , ସିସିଟିଭି, ଇନଭର୍ଟର ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନେଇଛନ୍ତି। କର୍ମଚାରୀ ମାନେ ଚୋରି ସଂକ୍ରାନ୍ତରେ

ସାଆନ୍ଦା ଗ୍ରାମରେ ପାନୀୟ ଜଳ ସମସ୍ୟା ,ଜଳ ପ୍ରକଳ୍ପ ଅଚଳ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସାଆନ୍ଦା ଗ୍ରାମରେ ସରକାର ଙ୍କ ବସୁଧା ଯୋଜନା ଥାଇ ମଧ୍ୟ ପାଣି ପାଇଁ ହଟ ହଟା ହେଉଛନ୍ତି ଗ୍ରାମବାସୀ ଗ୍ରାମରେ ଥିବା ଜଳ ଯୋଗାଣ ପ୍ରକଳ୍ପ (ବସୁଧା) ଯୋଜନାରେ ରହିଥିବା ପାଣି ଟାଙ୍କି ଟି ପ୍ରାୟ ୮ ଦିନ ହେବ ଅଚଳ ହୋଇ ପଡିଥିବାର ଜଣା ପଡିଛି ।

ଛାତରୁ ପଡ଼ି ଯୁବକ ମୃତ

ଛାତରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି , ମୃତକ ହେଲେ ଭୁବନ ବ୍ଳକ ଜୟପୁର ଗାଁର ସତ୍ୟଜିତ ମାଝୀ (୨୭) । ସୂଚନା ଅନୁଯାୟୀ ,ଗୁରୁବାର ସତ୍ୟଜିତ ନିଜ ଘର ଛାତରେ ବୁଲୁଥିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ଼ ଖସି ଯାଇଥିଲା । ସାରା ରାତି ପଡି ରହି ଥିବା ବେଳେ ସକାଳୁ ତାଙ୍କ ଦାଦା
error: Content is protected !!