Browsing Category
ଢେଙ୍କାନାଳ ଖବର
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ
ଗଁଦିଆ ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି ।ପୋଲିସ ସୂଚନା ଅନୁଯାୟୀ ,ପୋରୁହଖୋଜ ଗ୍ରାମପଂଚାୟତ ଅଧିନ ବଣିଆପଡ଼ା ଗ୍ରାମ (କଲଣସାହି)ର ଜଣେ ୬ବର୍ଷର ନାବାଳିକା ୧୯ତାରିଖ ଦିନ ଅପରାହ୍ନରେ ଉକ୍ତ ସାହି ପାଖରେ ଥିବା ପୋଖରୀରୁ ନିଜ ଭାଇ ସହିତ ନିଜର ଘରକୁ!-->…
ଉପଭୋକ୍ତା ଓ ବିଦ୍ୟୁତ କର୍ମଚାରୀ ଧସ୍ତାଧସ୍ତି , ଥାନାରେ ମାମଲା
ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମରେ ମିଟର ଟାମ୍ପରିଙ୍ଗ ଅଭିଯୋଗ ନେଇ ଜଣେ ଆଧ୍ୟାପକ ଓ ବିଦ୍ୟୁତ କର୍ମଚାରୀ ମଧ୍ୟରେ ହୋଇଛି ଧସ୍ତାଧସ୍ତି । ଏନେଇ ଭୁବନ ଥାନାରେ ବିଦ୍ୟୁତ ବିଭାଗ ର କର୍ମଚାରୀ ଅରୁଣ ପ୍ରଧାନ ଓ ରଶ୍ମିତା ପ୍ରଧାନ ଙ୍କ ଅଭିଯୋଗ କ୍ରମେ ଏକ କେସ!-->…
କନ୍ତୋଲ ରେ ଜମି ହଡ଼ପକୁ ନେଇ ତହସିଲ ଅଫିସ ଘେରାଉ ଚେତାଵନୀ
କାନ୍ତୋଲ ଗ୍ରାମବାସୀଙ୍କ ଯାତ୍ରା ପଡ଼ିଆ ୧୨୯ ଡେସିମିଲ୍ ଯାଗାକୁ ଚଚଂକତା କରି ଲୁଟି ନେଲେ ତହସିଲ କର୍ମଚାରୀ । ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗର ୬ ଦିନ ଵିତିଯାଇଥିଲ ମଧ୍ୟ କୈ।ଣସି ପଦକ୍ଷେପ ନହେବାରୁ ଗ୍ରାମବାସୀ ହେଲେ ମେଳି । ପଟ୍ଟା ଖାରଜ ନହେଲେ ପୀଠ ସ୍ଥଳୀରେ ବୋହିବ!-->…
ବୁଲେଟ ଓ ସ୍ୱିପ୍ଟ କାର ମୁହଁ।ମୁହିଁ ଧକ୍କାରେ ଯୁବକଙ୍କ ଚାଲିଗଲା ଜୀବନ
ଢେଙ୍କାନାଳ ଗଜମରା ନିକଟରେ ବୁଲେଟ ଓ ସ୍ୱିପ୍ଟ କାର ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ବୋରାପଦା ର ଭାଗ୍ୟସାଗର ମହାପାତ୍ର ।
ସୂଚନା ଅନୁଯାୟୀ , ଗୁରୁବାର ରାତିରେ ଭାଗ୍ୟସାଗର ଏବଂ ତାଙ୍କର ୨ଜଣ ସାଙ୍ଗ ବୁଲେଟ ଯୋଗେ!-->!-->!-->…
ଚୋର ସନ୍ଦେହରେ ରାତିରେ ଘରୁ ଉଠାଇ ନେଇ ପିଟିପିଟି କଲେ ହତ୍ୟା
ଚୋର ସନ୍ଦେହରେ ରାତିରେ ଘରୁ ଉଠାଇ ନେଲେ ,ପରେ କଲେ ହତ୍ୟା। ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗ୍ରାମରେ ଚୋରି ଘଟଣାକୁ ନେଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳର ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଡେଙ୍ଗ ବୋରେଇ ଗ୍ରାମର ଅକ୍ଷୟ ପଣ୍ଡା ଓ ଆହତ ହୋଇଥିବା ଯୁବକ!-->…
କାଳ ବୈଶାଖୀର ତାଣ୍ଡବରେ ଉଡ଼ିଲା ଦୋକାନ କ୍ୟାବିନ , ଜଣେ ଆହତ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଗୋତମରା ଛକ ନିକଟରେ କାଳ ବୈଶାଖୀର ତାଣ୍ଡବରେ ନିର୍ମଳ ସିଂହଙ୍କ ଦୋକାନ କ୍ୟାବିନ ଗୃହଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ନିର୍ମଳ ସିଂହ ସେହି କ୍ୟାବିନ ରେ ସାଇକେଲ ମରାମତି କରି ନିଜ ପରିବାର ପ୍ରତି ପୋଷଣ କରିବା ସହିତ!-->…
ମାଟ୍ରିକ ରେ ରହିଲା ୯୦% , ହେଲେ ଦୁନିଆରେ ନାହାନ୍ତି ସ୍ୱାତୀ
ମାଟ୍ରିକ୍ ପରୀକ୍ଷାରେ ନିଜ ସଫଳତା ଦେଖିବାକୁ ରହିଲେନି। ଟାର୍ଗେଟ୍ ରଖିଥିଲେ, ଏଥର ମାଟ୍ରିକ୍ ପରୀକ୍ଷାରେ ୯୦ପ୍ରତିଶତ ମାର୍କ ନିହାତି ହାସଲ କରିବେ। ସେହି ଅନୁସାରେ ନିଷ୍ଠାର ସହିତ ପରିଶ୍ରମ ବି କରିଥିଲେ। ପରିଶ୍ରମ ଅନୁସାରେ, ସ୍ବପ୍ନ ତାଙ୍କର ଆଜି ସାକାର ହୋଇଛି। ହେଲେ, ନିଜର ଏହି!-->…
ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପାସ ହାର ୯୫.୩୧% , ରାମେଶ୍ୱରୀ ମାଟ୍ରିକ ଜିଲ୍ଲା ଟପ୍ପର
ଢେଙ୍କାନାଳ ଜିଲ୍ଲାରେ ଚଳତି ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୯୫.୩୧ ପ୍ରତିଶତ ରହିଥିବାର ଜଣାପଡିଛି । ମୋଟ ୧୫ ହଜାର ୯୭୬ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୫ ହଜାର ୨୨୭ ଜଣ ପାସ କରିଥିବାର ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲାରେ ୨୬୮ଟି ବିଦ୍ୟାଳୟର ୧୫ ହଜାର ୮୯୭୬ ଜଣ ଛାତ୍ରଛାତ୍ରୀ!-->…
ମାଟ୍ରିକ ପରୀକ୍ଷାରେ ରେ ଭୁବନ ବ୍ଲକ ଟପ୍ପର ହେଲେ ଚନ୍ଦନ
ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ରେ ଭୁବନ ବ୍ଲକ ଅନ୍ତର୍ଗତ ଶ୍ରୀ ମା ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଚନ୍ଦନ ସାହୁ ଶତକଡା ୯୫ ପ୍ରତିଶତ ରୁ ଅଧିକ ନମ୍ବର ରଖି ଭୁବନ ବ୍ଲକ ଟପ୍ପର ହୋଇଥିବା ଜଣାପଡିଛି ।
ଚନ୍ଦନ ଭବିଷ୍ୟତରେ ଆଇ ଆଇ ଟି ରେ ପାଠ ପଢିବାକୁ ଆଗ୍ରହ!-->!-->!-->…
ଝିଅ ଘରକୁ ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲି ଗାଁ ନିକଟରେ ଘଟିଛି ଅଟୋ ଦୁର୍ଘଟଣା । ଦୁର୍ଘଟଣାରେ ଅଟୋ ଚାଳକ ସମେତ ୨ଗୁରୁତର ଆହତ ।
ସୂଚନା ଅନୁଯାୟୀ, ବାରୁଆଁ ଗାଁର ପଞ୍ଚୁ ନାୟକଙ୍କ ପରିବାର ବାଙ୍ଗୁର ଗାଁକୁ ସାବିତ୍ରୀ ଭାର ନେଇ ଯାଉଥିଲେ ।ମହୁଲି ନିକଟରେ ଅଟୋଟି ଭାରସ୍ୟାମ ହରାଇ ଏକ!-->!-->!-->…