Browsing Category
ଢେଙ୍କାନାଳ ଖବର
ଗାଡ଼ି ଧକ୍କାରେ ଗାଡ଼ି ମେକାନିକ ମୃତ !
ଏକ ଟ୍ରକ ଇଞ୍ଜିନ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ପଛପଟୁ ଧକ୍କା ଦେଇଥିଲା ଏକ ଅଜଣା ଗାଡି । ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ବାଇପାସ ନିକଟରେ ଘଟିଛି ମାର୍ମଦୂନ୍ତ ସଡ଼କ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି ।
!-->!-->!-->…
କେଶବ ବଜରଙ୍ଗୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସହ ବିଗ୍ରହ ଙ୍କ ସିଂହାସନ ବିଜେ ଉତ୍ସବ
ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମର ଶ୍ରୀ ଶ୍ରୀ କେଶବ ବଜରଙ୍ଗୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସହ ବଜରଙ୍ଗୀ ଙ୍କ ସିଂହସନ ବିଜେ ଉତ୍ସବ ଗତ ତିନି ଦିନ ଧରି ଅନୁଷ୍ଠିତ ହୋଇଛି। ବୁଧବାର ସକାଳ ୯ ଟା ବେଳେ ଗ୍ରାମର ଶହେ ଜଣ ମହିଳା ବ୍ରହ୍ମଣୀ ନଦୀରୁ ୧୦୮ ପୂର୍ଣ୍ଣ କଳସ ଏକ ଶୋଭାଯାତ୍ରା ରେ ଆସି!-->…
ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ପାଳନ
ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ସନାତନୀ କ୍ୟାଲେଣ୍ଡରର ପ୍ରଥମ ଦିବସ ଅର୍ଥାତ୍ ପହିଲି ବୈଶାଖରେ ଫୋରମର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରାଙ୍କ ସଭାପତିତ୍ୱରେ "ବରା" ଦିବସ ପାଳନ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ଲୋକପ୍ରିୟ ସାଂସଦ ମହେଶ!-->…
ଫୋଲ୍ଡସ୍କୋପ ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରାରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ
ଭାରତ ସରକାରଙ୍କ ବାୟୋଟେକନୋଲୋଜି ବିଭାଗ ଆନୁକୁଲ୍ୟରେ ଫୋଲ୍ଡସ୍କୋପ ପ୍ରସ୍ତୁତି କର୍ମଶାଳା ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ପାଇଁ ଭାରତର ବିଭିନ୍ନ ଆକାଂକ୍ଷିତ ଜିଲ୍ଲାରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଆକାଂକ୍ଷି ଜିଲ୍ଲା ଢେଙ୍କାନାଳ ସ୍ଵୟଂଶାସିତ!-->…
ପୁଣି ଢେଙ୍କାନାଳରେ ଲଜ୍ଜ୍ୟା , ୫ ବର୍ଷର ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ
ପୁଣି ଲଜ୍ଜିତ ହେଲା ଢେଙ୍କାନାଳ , ୫ ବର୍ଷର ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବାର ଆସିଲା ଅଭିଯୋଗ । ଜଣେ ୪୫ ବର୍ଷ ବୟସ୍କ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅଞ୍ଚଳରେ ।
ସୂଚନା!-->!-->!-->…
କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ୟା ସମାଧାନ ହେଲାନାହିଁ,ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଅଭିଭାବକଙ୍କ ନିବେଦନ
ଢେଙ୍କାନାଳ ସହର ନିକଟସ୍ଥ ବନମାଳିପ୍ରସାଦ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ଶିକ୍ଷାଲାଭ କରୁଥିବା ୫୧ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ବେଳେ ସେମାନେ ଧାରଣାରେ ବସିଥିଲେ ।
ଧାରଣାର ଚାରିଦିନ ପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ଅଭିଭାବକ ମାନେ ସମସ୍ୟାର!-->!-->!-->…
ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ !
ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଗତ ୪ ଏପ୍ରିଲ ରେ କାମାକ୍ଷାନଗର ପଟୁ ଆସୁଥିବା ଏକ କୋଇଲା ବୁଝେଇ ଟ୍ରକ୍ ରାଜପଥ କାର୍ଯ୍ୟରେ କାର୍ଯ୍ୟରତ ଏକ ପାଣି ଟ୍ୟାଙ୍କରକୁ ଧକ୍କା ଦେବା ଫଳରେ ଟ୍ରକ୍ ଟି ଭାରସାମ୍ୟ ହରାଇ ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ!-->…
ଅବସରପ୍ରାପ୍ତ ସ୍ଥଳସେନା ସୁବେଦାରଙ୍କୁ ନିଜ ଜନ୍ମମାଟିରେ ଭବ୍ୟ ସମ୍ବର୍ଦ୍ଧନା
ଆଜକୁ ୩୦ ବର୍ଷ ପୂର୍ବେ ଭାରତମାତାର ସୁରକ୍ଷା ନିମନ୍ତେ ସ୍ଥଳସେନାରେ ଯୋଗଦେଇ ଦେଶର ବିଭିର୍ଣ୍ଣ ରାଜ୍ୟରେ ନିଖୁଣ ଭାବରେ ନିଜର କାର୍ଯ୍ୟ ସମ୍ପାଦାନ କରି ଘରକୁ ଫେରିଛି ବିର ପୁତ୍ର । ସେଥିପାଇଁ ଗ୍ରାମଟି ଉତ୍ସବମୁଖର ।
ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ବ୍ଲକ ଅନ୍ତର୍ଗତ ପଳାଶପିଠିଆ!-->!-->!-->…
ଜମି ମାଫିଆ ଙ୍କ କବଳରେ ଗୋଚର ଏବଂ ଗୁଣ୍ଠିକିଆ ପଟା ଜମି
ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲି ଅଧୀନରେ ଦିନକୁ ଦିନ ଜମି ମାଫିଆଙ୍କ ରାଜ ଦେଖିବାକୁ ମିଳୁଛି l ଗୋଚର ଅନାବାଦୀ,ଏବଂ ଏପରିକି ଗରିବ ଭୂମିହୀନ ମାନଙ୍କୁ ଦିଆଯାଇଥିବା ଗୁଣ୍ଠିକିଆ ଜାଗା କେତେକ ମୁଷ୍ଠିମେୟ ଜମିମାଫିଆଙ୍କ କବଳରେ ରହିଆସୁଛି ।
ଏପରିକି ଗୁଣ୍ଠିକିଆ ପଟା ଚିହ୍ନଟ ଅଭାବରୁ!-->!-->!-->…
ଦୁର୍ଘଟଣାରେ ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ
ଢେଙ୍କାନାଳ-କପିଳାସ ରୋଡ ବିରାଡିଆ ନିକଟରେ ଦୁଇ ବାଇକ ମଧ୍ୟରେ ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ କାମାକ୍ଷାନଗର ଥାନାରେ କାର୍ଯ୍ୟରତ ହାବିଲଦାର ବିପିନ ବିହାରୀ କର।
ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ନପୁର ଗାଁର ବିପିନ ଆଜି!-->!-->!-->…