News
lipub
samparksetu
Browsing Category

ଢେଙ୍କାନାଳ ଖବର

ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟିର ଦାବି

ଓଡ଼ିଶାରେ ବିଧାୟକ ମାନଙ୍କର ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟି ଦାବି କରିଛି । ଯଦି ବିଧାୟକମାନେ ଜାଣୁଛନ୍ତି ଦରଦାମ ବହୁତ ବଢିଛି ଏବଂ ଚଳିବାକୁ ଅସୁବିଧା ହେଉଛି ତେବେ ପ୍ରଥମେ

ଛେଳି ଚରାଇବାକୁ ଯାଇଥିଲେ ହାତୀ ଆକ୍ରମଣରେ ଜୀବନ ଗଲା

ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅଧୀନ କୁଟୁରିଆ ପଞ୍ଚାୟତ ଗୋଲ।ଗ।ଡିଆ ଗ୍ରାମ ର ଶରତ ଧଳ (୫୫) ଆଜି ସନ୍ଧ୍ୟାରେ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡି ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳକୁ ମହାବି ରୋଡ ବନବିଭାଗ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର ଥାନା କୋଟଗରା ପଞ୍ଚାୟତ ର ଶୁକଦେବ ପ୍ରଧାନ(୭୦ ) ଗତ ମାସ ୨୮ ତାରିଖ ରେ ବ୍ୟାଙ୍କ କୁ ଭତ୍ତା ଟଙ୍କା ପାଇଁ ଆସିଥିଲେ। ହେଲେ ସେହି ଦିନ ଠାରୁ ସେ ଆଉ ଘରକୁ ଫେରିନଥିଲେ । ଘର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଆଜି କିଛି ଲୋକ ଗାଁ ପାଖ

ଦନ୍ତା ଆକ୍ରମଣ ରେ ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରେ କିଛି ଦିନ ର ବ୍ୟବଧାନ ପରେ ଆଜି ସକାଳେ ପୁଣି ଦନ୍ତା ହାତୀ ଆକ୍ରମଣ ରେ ଗୁରୁତର ହୋଇଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ ପାଟ ଲା ପଂଚାୟତ ଅନ୍ତର୍ଗତ ବାଙ୍କିଡି ଗ୍ରାମର ସତ୍ୟାନନ୍ଦ ବେହେରା (୪୫) ରୁଙ୍ଗଟା ମାଇନ୍ସ ରୁ ସକାଳ ୬ ଟା ସମୟ ରେ ନିଜ

ଟ୍ରାକ୍ଟର ଚାଳକ ଙ୍କୁ ଛୁରୀ ମାଡ଼

ବାଘମାରି ଠାରେ ଟ୍ରାକ୍ଟର ଚାଳକ କୁ ଛୁରୀ ମାରି ଲହୁ ଲୁହାଣ କଲେ ଦୁର୍ବୃତ୍ତ l ଘଟଣା ଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୂଷଳ ପଞ୍ଚାୟତ ର ଜୟପୁର ଗ୍ରାମର ପଡା ଗ୍ରାମ ବାଘମାରି ଠାରେ ଅପରାହ୍ନରେ ଶାମଳ ଗ୍ରାମର କାର୍ତ୍ତିକ ସିଂ ଙ୍କ ପୁଅ ଲକ୍ଷ୍ମଣ ସିଂ ଖତ ଲୋଡ଼ କରି ଆଣୁଥିବା ବେଳେ

ଜାତୀୟ ସ୍ତରରେ ଢେଙ୍କାନାଳ ଝିଅର କମାଲ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିଳା ମହାବିଦ୍ୟାଳୟର +୩ ଛାତ୍ରୀ ବନ୍ଦନା ପ୍ରିୟ ଦର୍ଶନୀ ବିଶ୍ଵାଳ ଜିଲ୍ଲା ଓ ରାଜ୍ୟସ୍ତର ରେ ୧୦୦ମିଟର, ଦୌଡ,ଲଙ୍ଗଜମ୍ପ,ହାଇଜମ୍ପ ଜାଭଲିନ୍ ଥ୍ରୋ ଓ ଡିସ୍ କସ୍ ଥ୍ରୋ ରେ ସଫଳତା ଅର୍ଜନ କରି ଏବେ ୨୦୨୩ମସିହା ମାର୍ଚ୍ଚ ୨ତାରିଖ ଦିନ ଦିଲ୍ଲୀ ଷ୍ଟ୍ରେଟ୍ ୟୁଥ

ବନ୍ଧା ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କଙ୍କଡାହାଡ଼ ଥାନା ବିରାଶାଳ କଲେଜର ପୂର୍ବତନ କଲେଜ ଅଧ୍ୟକ୍ଷ ଅଟଳ ବିହାରୀ ବାରିକ ,ଫର୍ଜୀ ସାର୍ଟିଫିକେଟ୍ ଦେଇ ଚାକିରୀ କରିବା ସହ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ।ବହୁ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା

ବାଇକ୍ ରୁ ପଡ଼ି ଯୁବକଙ୍କ ଚାଲିଗଲା ଜୀବନ

ଯାଜପୁର ଜିଲ୍ଲା , ରାଣିପଡ଼ା ଗ୍ରାମ ର ଭରତ ଚନ୍ଦ୍ର ବେହେରା(୪୭) ନାମକ ଜୈନିକ ଯୁବକ ବାଇକ୍ ଯୋଗେ କାମାକ୍ଷାନଗର ଥାନା କଞ୍ଛିଆ ଗ୍ରାମ ନିଜ ସମ୍ପର୍କୀୟ ଘରକୁ ଆସୁଥିବା ବେଳେ ଦାନପଶି ନିକଟ ରେ ଭାରସାମ୍ୟ ହରାଇ ବାଇକ୍ ରୁ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଭାବରେ ସ୍ଥାନୀୟ ଲୋକଙ୍କ

କୃଷକ ତାଲିମି ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସାପୁଆ ବଡଜୋରା ମଧ୍ୟମ ଜଳସେଚନ ପ୍ରକଳ୍ପର ମା ଦକ୍ଷିଣକାଳୀ ପାଣିପଞ୍ଚାୟତ-୨ ନାଉକିଆରୀ ଗ୍ରାମଠାରେ ୧୦ତାରିଖ ଶୁକ୍ରବାର ଦିନ ଏକ ଦିବସିୟ କୃଷକ ତଲିମି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ନାଉକିଆରୀ ଗ୍ରାମର ୫୦ଜଣ ଚାଷୀ ଯୋଗଦେଇ ତାଲିମି

ଡକାୟତି ପାଇଁ ଏଲଆଇସି ଏଜେଣ୍ଟଙ୍କୁ ହାଣିଲା ଲୁଟେରା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଲୁଟେରା ଆତଙ୍କ,ଖବରରୁ ପ୍ରକାଶ ଗତକାଲି ଅପରାହ୍ନ ୫ଟା ସମୟରେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ -୬ ବାସିନ୍ଦା ତଥା ବରିଷ୍ଠ ଏଲଆଇସି ଏଜେଣ୍ଟ ପ୍ରସନ୍ନ କୁମାର ସାହୁ ୱାର୍ଡ ୩ଚଣାବାରିଆ ନିକଟ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ସହ ଏଲଆଇସି କାମରେ
error: Content is protected !!