Browsing Category
ଢେଙ୍କାନାଳ ଖବର
ଯୌତୁକ ନିର୍ଯ୍ୟାତନାକୁ ନେଇ ପୁଅ ବୋହୂକୁ ମାଡ଼ ମାରି ଲହୁଲୁହାଣ କଲେ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ର କଙ୍କଡାହାଡ଼ ଥାନା କେରେଜୋଳି ପଞ୍ଚାୟତ ଅନ୍ତର୍ଗତ ସରବେରେଣୀ ଗାଁରେ ଯୌତୁକ ନିର୍ଯ୍ୟାତନାକୁ ନେଇ ବର୍ବରକାଣ୍ଡ । ପୁଅ ଓ ବୋହୂକୁ ମାଡ଼ ମାରି ଲହୁଲୁହାଣ କଲେ କଲେ ଶାଶୂ ,ଶ୍ବଶୁର ଓ ଦେଢଶୁର ।
ଏଭଳି ସଙ୍ଗୀନ ଅଭିଯୋଗକୁ ନେଇ କଙ୍କଡାହାଡ଼!-->!-->!-->…
ବାଇକରୁ ଏକଲକ୍ଷ ଟଙ୍କା ଲୁଟ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଥାନା ସହର ମଧ୍ୟରୁ ବାଇକରୁ ଏକ ଲକ୍ଷ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଛନ୍ତି ୨ଲୁଟେରା।ମଠକରଗୋଳା ଗ୍ରାମର ସନ୍ତୋଷ କୁମାର ଜେନା ଷ୍ଟେଟବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ସ୍ଥାନିୟ କଳ୍ପନା କ୍ଲବ ନିକଟରୁ ସାର,ମଞ୍ଜି କିଣୁଥିବାବା ବେଳେ ୨ଜଣ ଦୂର୍ବୁତ୍ତ ଏକ!-->…
ଏକର ଏକର ଶାଳ ଜଙ୍ଗଲ ଜଳିଗଲା
ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଏବଂ ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକସନ ସୋରତଭ ଏବଂ କାଦୁଆମଡା ଜଙ୍ଗଲରେ ଏକର ଏକର ଶାଳ ଜଙ୍ଗଲରେ ନିଆଁ ଲାଗି ଜଳି ଯାଇଥିବାର ଜଣାପଡିଛି ।
ବାବନ୍ଧ ସେକସନ ଅନ୍ତର୍ଗତ ସୋରତ ଏବଂ କାଦୁଆମଡା ନିକଟରେ ବିସ୍ତିର୍ଣ୍ଣ ଶାଳ ଜଙ୍ଗଲ ରହିଛି । କେହି ଦୁର୍ବୃତ୍ତ ଶାଳ!-->!-->!-->…
ଭୁବନ ଅଞ୍ଚଳରେ ବଢିଚାଲିଛି ଲୁଟ !
ଭୁବନ ଥାନା ଅଧିନରେ ଥିବା ଜାତୀୟ ରାଜପଥ ୫୩ର ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଗଉଡମାଳିଆ ବନ୍ଧ ନିକଟରେ ଜଣେ ପୂର୍ବତନ କାଉନସିଲରଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ବାର ହଜାର ଟଙ୍କା । ଖବର ନେବାରେ ଜଣାଯାଇଛି ଯେ, ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ପୂର୍ବତନ କାଉନସିଲର କୋଦଣ୍ଡଧର!-->…
ଗଜେଂଇ ପାଇଁ ଇଟା ମାଡରେ ମୁଣ୍ଡ ଫାଟିଲା ,ଥାନାରେ ମାମଲା
ପର୍ଯ୍ୟଟନସ୍ଥଳୀ ବୁଦ୍ଧେଶ୍ୱର ପୀଠରେ ସନ୍ଧ୍ୟା ସମୟରେ ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ଗଜେଂଇ ପାଇଁ ଶହେ ଟଙ୍କା ମାଗିଥିଲେ। ୧୦୦ ଟଙ୍କା ନଦେବାରୁ ସଂପୃକ୍ତ ଯୁବକ ଇଟା ଦ୍ୱାରା ଆକ୍ରମଣ କରିବାରୁ ପ୍ରଥମ ଯୁବକ ବିଭୁତି ସେଠୀଙ୍କର ଆଖି ପତା ଓ ମଣ୍ଡରେ ଗଭିର ଆଘାତ ଲଗିଥିଲା ।
ଏନେଇ ବିଭୁତି!-->!-->!-->…
ଯମଦୂତ ସାଜିଛି ବିଦ୍ୟୁତ ତାର, ବିଭାଗୀୟ ଅଧିକାରୀଙ୍କ ଅପାରଗତା ହେତୁ ଜୀବନ ହାରିଲେ ଅନ୍ନଦାତା
ଢେଙ୍କାନାଳ ଜିଲ୍ଲା ବିରାଡିଆ ଗାଁର ବଂଶୀଧର ସାମଲ(୬୮) ଆଜି ସକାଳେ ନିଜ ବିଲକୁ ଶୋରିସ କାଟିବାକୁ ଯାଇଥିବା ସମୟରେ ବିଲରେ ଛିଣ୍ଡି ପଡିଥିବା ଏକ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ,କିନ୍ତୁ ସେଠାରେ!-->!-->!-->…
ହିନ୍ଦୋଳ ରେ ଲାଲ ବୁଲେଟ ଆତଙ୍କ
ଲାଲ ବୁଲେଟ ରେ ଦୁର୍ବୃତ୍ତ ମାନେ ଆସି ବିଭିନ୍ନ ମାରଣାସ୍ତ୍ର ଦେଖାଇ ସାଧାରଣ ଲୋକ ଙ୍କୁ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ଲୁଟି ନେଇ ଥିବା ପରି ଘଟଣା ଆଜି ସ୍ପଷ୍ଟ ଦିବାଲୋକ ରେ ହିନ୍ଦୋଳ ଏନ୍.ଏ.ସି. ଅଞ୍ଚଳ ରେ ଘଟିଛି। ଯାହାକି ଡକାୟତି କରୁଥିବା ଦୁର୍ବୃତ୍ତ ମାନେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ!-->…
ନିଶାମୁକ୍ତ କେନ୍ଦ୍ରରେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ
ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଆମ୍ବବାହାଳୀ ଚେତନା ସହାୟ ନିଶାମୁକ୍ତ କେନ୍ଦ୍ରରେ ଆଜି ଜଣେ ଅନ୍ତେବାସୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଓଡ଼ାପଡ଼ା ଗ୍ରାମର ସଞ୍ଜୟ ପୃଷ୍ଟି (୫୦) ବୋଲି ଜଣାପଡିଛି। ଆଜି ସକାଳେ ଚା' ପିଇସାରିବା ପରେ ହଠାତ ଟଳିପଡିଥିବା କର୍ତ୍ତୃପକ୍ଷ କହିଛନ୍ତି । ହେଲେ!-->…
ପ୍ରଧାନ ଶିକ୍ଷକ ଙ୍କ ଦାୟିତ୍ଵ ହୀନତା ପାଇଁ ଦୁଇ ମେଧାବୀ ଛାତ୍ର ଛାତ୍ରୀ ମେଧା ବୃତ୍ତି ପରୀକ୍ଷାରୁ ବଞ୍ଚିତ !
ସରକାରଙ୍କ ଶିକ୍ଷା ବିଭାଗ ସରକାରୀ କିମ୍ବା ବେସରକାରୀ ବିଦ୍ୟାଳୟ ମାନଙ୍କରୁ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ମେଧା ବୃତ୍ତି ପରୀକ୍ଷା କରାଇ ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନଙ୍କୁ ବୃତ୍ତି ଆକାରରେ ପ୍ରତ୍ସାହନ ରାଶିଯୋଗାଇ ଦେଉଥିବା ବେଳେ କିଛି ଦାୟିତ୍ବ ହୀନ ବେପରୁଆ ମନୋଭାବ!-->…
କାମାକ୍ଷାନଗର ମହାବିଦ୍ୟାଳୟ ର ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
କାମାକ୍ଷାନଗର ମହାବିଦ୍ୟାଳୟ ର ଆଜି ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ମଙ୍ଗୁଳୁ ଚରଣ ନାୟକ ଙ୍କ ଅଧ୍ୟକ୍ଷତାରେ ରେ ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଖଣି, ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିବା ବେଳେ!-->…