News
lipub
samparksetu
Browsing Category

ଢେଙ୍କାନାଳ ଖବର

କାମାକ୍ଷାନଗର ସହର ଦେଇ ଚାଲିଲା ଅନୁଗୁଳୁ -ଡୁବୁରି ଯାତ୍ରୀବାହୀ ଟ୍ରେନ୍‌

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ଦେଇ ଯାତ୍ରୀବାହୀ ଟ୍ରେନ୍‌ର ପରୀକ୍ଷାମୂଳକ ଶୁଭାରମ୍ଭ ହୋଇଛି। ଭାରତ ସରକାର ଙ୍କର ରେଳ ବିକାଶ ନିଗମର ଆର୍ଥିକ ସହାୟତା ଓ ସହ ଯୋଗରେ ବାଣିଜ୍ୟ ଓ ଯାତାୟତ ସୁବିଧା ପାଇଁ ଅନୁଗୁଳୁ ଜିଲ୍ଲା ବୁଢ଼ାପଙ୍କ ଷ୍ଟେସନରୁ କାମାକ୍ଷାନଗର ଦେଇ ଯାଜପୁର ଜିଲ୍ଲା

ଏକ ଲକ୍ଷ ଟଙ୍କା ପାଇଁ ସ୍ତ୍ରୀ କୁ ମାରିଲା ସ୍ୱାମୀ !

ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ ପଞ୍ଚାୟତ କିର୍ତନପୁର ସାଗବାରି ଗାଁ ର ତୀର୍ଥ ବାସୀ ମହାନ୍ତ ଙ୍କ ସ୍ତ୍ରୀ କୁନି ମହାନ୍ତ। ଆଜକୁ ୫ ବର୍ଷ ପୂର୍ବେ ଭଲ ପାଇ ବିଭାହ କରିଥିଲେ। ଦୁଇଜଣ ଙ୍କ ବିବାହ ପରେ ବେସ ଖୁସି ରେ ରହିଆସୁଥିଲେ ସ୍ଵାମୀ ସ୍ତ୍ରୀ। ସ୍ତ୍ରୀ ର ଯୌତୁକ ଉପରେ ନଜର

ଲକ୍ଷାଧିକ ଟଙ୍କାର ମଦ ଓ ରନ୍ଧା ସରଞ୍ଜାମ ନଷ୍ଟ କଲା ଅବକାରୀ ବିଭାଗ

ଗଁଦିଆ ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା ଦୀର୍ଘ ଦିନ ଧରି ଉକ୍ତ ବ୍ଲକର ତଳ କାଶୀପୁର ଗ୍ରାମର ସନ୍ନିକଟ ପ୍ରଭାହିତ ବ୍ରାହ୍ମଣୀ ନଦୀ ପଠାରେ ବେଆଇନ ଭାବରେ ରନ୍ଧା ଯାଉଥିବା ଦେଶୀ ମଦ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ଆଜି

କପିଳାସ ପାହାଚ ଚଢ଼ୁ ଚଢ଼ୁ ଚାଲିଗଲା ଜୀଵନ !

ଢେଙ୍କାନାଳ ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରା ଅବସରରେ ଅଘଟଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଶିରିବନ୍ତପୁର ଗ୍ରାମର ପିତବାସ କାଣ୍ଡି । ପିତବାସ କାଲି ନିଜ ସାଙ୍ଗ ମାନଙ୍କ ସହ କପିଳାସ ପୀଠକୁ ଜାଗର ଯାତ୍ରା ଦେଖିବାକୁ ଆସିଥିଲେ

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ପରୁଣା କଟକ-ସମ୍ବଲପୁର ରାସ୍ତା ଏବେ ଦୁର୍ଘଟଣାର ଗନ୍ତାଘର ପାଲଟିଯାଇଛି l ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳି ପଂଚାୟତର ଚିଲତଇଲାର ସ୍ବର୍ଗତ ଗୋପୀ ସାହୁଙ୍କ ପୁଅ ଯୋଗୀ ସାହୁ(୭୦) ଦୈନଦିନ ଭଳି ଗୁଡ଼ ବେପାର ସାରି ନିଜ ସାଇକେଲରେ ଘରକୁ ଫେରୁଥିବା ସମୟରେ

ବେକରେ ରଶି ଲଗାଇ ଆତ୍ମହତ୍ୟା

ନିଜ ବେକରେ ରଶି ଲଗାଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ , ଯାଜପୁର ଜିଲ୍ଲା ଅନ୍ତର୍ଗତ ଛତିଆ ଗ୍ରାମର ଦରିଦ୍ର ଦାସ ଙ୍କର ପୁଅ ହିମାଂଶୁ ଦାସ (୪୫) ଗଁଦିଆ ଥାନା ଅନ୍ତର୍ଗତ ସୋରିସିଆପଦା ଗ୍ରାମ ପଞ୍ଚାୟତ ଅଧିନ କୋହ୍ଲ ଗ୍ରାମର ଦୋମୁହାଁ ଠାରେ ଏକ ଗଛରେ ନିଜର

ଗଠିତ ହେଲା ମହିମାଗାଦି ଧର୍ମଧାମ ବିକାଶ ପରିଷଦ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ଓଟିଡିସି ହଲ ଠାରେ ମହିମା ଗାଦି ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବରିଷ୍ଠ ସମାଜ ସେବୀ ବିପିନ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ନକୁଳ ରାଉତ ଓ ପୀତବାସ ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୀରଞ୍ଜନ

ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀଵନ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋଇଲିପଙ୍ଗି ଠାରେ ଆମ୍ବ ଗଛରେ ପିଟିହୋଇ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ଜଣାଯାଏ ଯେ , ବଟ କୃଷ୍ଣ ଦାସ (୩୫)ନାମକ ଜଣେ ଶିକ୍ଷକ କୋତମ ୟୁପି ସ୍କୁଲରୁ କାମାକ୍ଷାନଗର ବଦଳି ହୋଇଥିଲେ। ସେ ଆଜି ଅପରାହ୍ନ ୫ଟା ବେଳେ ବନ୍ତଳା ତାଙ୍କ ଶ୍ବଶୁର

କୁଶୁପଙ୍ଗା- ମଙ୍ଗଳପୁର ଗ୍ରାମରେ ମାଙ୍କଡ ଆତଙ୍କ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗା - ମଙ୍ଗଳପୁର ଗ୍ରାମରେ ଗତ କିଛି ଦିନ ହେଲା ଏକ ପାଗଳ ମାଙ୍କଡ ଆତଙ୍କ ଖେଳାଇ ଆସୁଛି । କୁଶୁପଙ୍ଗା - ମଙ୍ଗଳପୁର ରାସ୍ତାରେ ଏକ ପାଗଳ ମାଙ୍କଡ ଗଛ ଉପରେ ଲୁଚି ରହୁଛି ଓ ରାସ୍ତା ଦେଇ ଯାଉଥିବା ସାଇକେଲ ଚାଳକ, ବାଇକ୍ ଚାଳକ, ପଥଚାରୀ

୭ ଦିନ ମଧ୍ୟରେ ଜବର ଦଖଲକୁ ଉଛେଦ ପାଇଁ ନିର୍ଦ୍ଦେଶ

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟ।ଳୟ ସଦଭାବନା ସଭାଗୃହରେ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ସଂସଦୀୟ ମଣ୍ଡଳୀ କମିଟିର ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେରଖି ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ସହରର ପ୍ରମୁଖ ସ୍ଥାନ ଗୁଡିକରେ ଜବରଦଖଲକୁ
error: Content is protected !!