News
lipub
samparksetu
Browsing Category

ଢେଙ୍କାନାଳ ଖବର

ନିମବାହାଳି ଅଞ୍ଚଳରେ ଟ୍ରେନ୍ ଧକ୍କା ରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ନିମବାହାଳି ଅଞ୍ଚଳରେ ଟ୍ରେନ୍ ଧକ୍କା ରେ ଜଣେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ଲୋକ ପାଇଲଟ, ରେଲୱେ ପୋଲିସ, ଅଞ୍ଚଳ ବାସିନ୍ଦାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ନିମବାହାଳି ଟ୍ରେନ ଲାଇନ କଡରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଟ୍ରେନ ଆସିବା ବେଳେ ହଠାତ୍ ଟ୍ରେନ ଆଗକୁ ଡେଇଁ ପଡିଥିଲା।

ମା’ ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ମା ଜେନା ମଣି ପୀଠ ଠାରେ ମା' ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ ଆଜି ଠାରୁ ଆରମ୍ଭ ହୋଇ ଯାଇଛି। ସୂଚନା ଅନୁସାରେ ଗୁରୁବାର ୨ ଫେବୃଆରୀ ଠାରୁ ଶନିବାର ୪ ଫେବୃଆରୀ ପର୍ଯ୍ୟନ୍ତ ତିନିଦିନ ଧରି ଏହି ଉତ୍ସବ ପାଳନ

ବିଦ୍ୟାଳୟ ରେ ମାଙ୍କଡ଼ ଆକ୍ରମଣ ରେ ଛାତ୍ର ଗୁରୁତର

ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ପିଲାଙ୍କ ଭବିଷ୍ୟତ ଗଢ଼ିତୋଳିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ଦାୟିତ୍ୱ ଏଥିପାଇଁ ରାଜ୍ୟ ସରକାର ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉଚ୍ଚ ବେତନ ଦିଅନ୍ତି କିନ୍ତୁ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପଞ୍ଚପଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ

ଏଟିଏମ ଲୁଟ ଘଟଣାରେ ୨ ଅଭିଯୁକ୍ତ ଗିରଫ !

ଢେଙ୍କାନାଳ ସଦର ଥାନା ବାରଦା ଠାରେ ଥିବା କାନାରା ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ଏହି ଘଟଣାରେ ଅନ୍ୟ ୫ଜଣ ଏବେବି ଫେରାର ହୋଇଯାଇଛନ୍ତି । ସଦର ବ୍ଲକ ବାରଦା ସ୍ଥିତ କାନାରା ବ୍ୟାଙ୍କ ଏଟିଏମକୁ ଗତ ୨୫ ତାରିଖ ରାତି ପ୍ରାୟ

ସାଂସଦଙ୍କ ଦ୍ବାରା ବିଭିର୍ଣ୍ଣ ପ୍ରକଳ୍ପର ଶୁଭ ଉଦଘାଟନ

ଢେଙ୍କାନାଳ ଜିଲ୍ଲା ଭୁବନ ଗସ୍ତକରି ଢେଙ୍କାନାଳ ସାଂସଦ ମହେଶ ସାହୁ ଆଜି ଅପରାହ୍ନରେ ବିଭିର୍ଣ୍ଣ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଥମେ ସତ୍ୟସାଇ ସେବା ସମିତିର ନୂତନ ଗୃହ ତଥା ସାଇ ମନ୍ଦିରର ଶୁୁଭ ଉଦଘାଟନ କରିଥିବା ବେଳେ ପରେ ମୀରାବାଇ କଳାବିକାଶ କେନ୍ଦ୍ରରେ ପାଚେରୀ

ଆଖୁ ବାଡିରେ ନିଆଁ ଲାଗି ୪ ଏକରରୁ ଉର୍ଦ୍ଧ୍ବ ଫସଲ ନଷ୍ଟ !

ଆଖୁ ବାଡିରେ ନିଆଁଲାଗି ଚାରି ଏକରରୁ ଉର୍ଦ୍ଧ୍ବ ଫସଲ ନଷ୍ଟ ହୋଇଯାଇଛି ।ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ମଝିପାଳ ମଉଜାରେ। ତେବେ ମୃଦଙ୍ଗା ଓ ମହୁଲପାଳର ଚାଷୀମାନେ ମଝିପାଳ ଏରିଆରେ ଶହଶହ ଏକର ଜମିରେ ଆଖୁ ଚାଷକରି ଢେଙ୍କାନାଳ ଶକ୍ତି ସୁଗାର ମିଲକୁ ବିକ୍ରି କରି

ହିନ୍ଦୋଳ ଉପଖଣ୍ଡରେ ଥମୁନି ହାତୀ ଆକ୍ରମଣ , ଦନ୍ତା ଆକ୍ରମଣରେ ଜଣେ ଗୁରୁତର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ବନାଞ୍ଚଳରେ ବଣୁଆ ହାତୀ ଆତଙ୍କ ଦ୍ୱାରା ଏବେ ଗାଁ ଗାଁ ରେ ସଂଧ୍ୟା ହେଲେ ତାଟିକାବାଟ ପଡିଯାଉଥିବା ଦେଖିବାକୁ ମିଳିଛିl ରସୋଳ କାଳିଆ ପଥର ଗ୍ରାମରେ ଗତକାଲି ସଂଧ୍ୟା ସମୟରେ ଗ୍ରାମ ନିକଟ ରାସ୍ତାରେ ବୁଦ୍ଧିଆ ନାୟକ ନାମକ ଯୁବକ ଙ୍କୁ ହାତୀ କଚାଡି

ଜଳିଗଲା ୧୦ ବଖରା ଘର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ଗ୍ରାମପଞ୍ଚାୟତ ର ବିଶ୍ୱନାଥପୁର ଗ୍ରାମରେ ଆଜି ଭୋର ସମୟରେ ୧୦ବଖରା ଘର ପୋଡି ନଷ୍ଟ ହୋଇଯାଇଛି । ଗ୍ରାମର ପବିତ୍ର ପ୍ରଧାନ , ପାଳୁଣୀ ପଧାନ ଓ ସୁମନ ପଧାନ ଙ୍କ ଘର ପଡି ଯାଇଥିବାର ଜଣାପଡିଛି । ନିଆଁ ଲାଗିବା ଦେଖି ଗ୍ରାମ ଲୋକ ଅଗ୍ନିଶମ ବାହିନୀ

୧୦ଟଙ୍କାକୁ ନେଇ ଛୁରା ମାଡ !

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଚନ୍ଦନ ବଜାରରେ ୧୦ଟଙ୍କାକୁ ନେଇ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଥିବାର ଜଣାପଡିଛି ।ଚନ୍ଦନ ବଜାରର ଅଜୁ ବେହେରା କୌଣସି କାର୍ଯ୍ୟରେ ନିକଟସ୍ଥ ଚମାର ସାହିକୁ ଯାଇ ଫେରୁଥିଲେ । ଫେରୁଥିବା ସମୟରେ ବିଦ୍ୟାଳୟ ନିକଟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଦଶ ଟଙ୍କା

ଘରୁ ଟାଣିଆଣି କଚାଡିଦେଲା ହାତୀ ,ଯୁବକ ମୃତ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ କୁନୁଆଁ ପ୍ରଧାନୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । କୁନୁଆଁ ପଧାନୀ ଗ୍ରାମରେ ସୁବ୍ରତ ନାଏକ ସପରିବାରେ ଘରେ ଶୋଇଥିବା ବେଳେ ବୁଧବାର ରାତିରେ ହାତୀ ମାଟି କାନ୍ଥ ଭାଙ୍ଗି ଧାନ ଖାଇବାକୁ ଘରେ ପଶି ଯାଇଥିଲା । ହାତୀକୁ ଦେଖି
error: Content is protected !!