Browsing Category
ଢେଙ୍କାନାଳ ଖବର
ଗାଈ ଚରେଇବାକୁ କେନ୍ଦ୍ର କରି ଦଳିତ ଯୁବକକୁ ଆକ୍ରମଣ , ଥାନାରେ ଅଭିଯୋଗ
କାମାକ୍ଷାନଗର ଥାନା ଅନ୍ତର୍ଗତ ଭଣ୍ଡାରିଆ ମୌଜାରେ ଗାଈ ଚରେଇବାକୁ କେନ୍ଦ୍ରକରି ଦଳିତ ଯୁବକଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଥିବାର ଜଣାଯାଇଛି ।ଭଣ୍ଡାରିଆ ମୌଜାରେ ଶିବଚରଣ ବେହେରା ଓ ତାଙ୍କ ପୁଅ ସଂଗ୍ରାମ ନିଜର ଗାଈ ପଲ ନେଇ ପ୍ରତ୍ୟହ ଜମିରେ ଚରାଇବାକୁ ନେଇଥାନ୍ତି ।
ଜମିରେ ଗାଈ!-->!-->!-->…
ଆଳତୁମା ଦଧିବାମନଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଆଜି ଅପରାହ୍ନ ୩ ଘଟିକା ସମୟରେ କାମାକ୍ଷାନଗର ଏନ୍.ଏ.ସି ୧୩ ନମ୍ବର ଓ୍ଵାର୍ଡ ସ୍ଥିତ ଆଳତୁମା ଦଧିବାମନଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚଳିତବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ କାର୍ଯ୍ୟକ୍ରମରେ କାଉନସିଲର ଶ୍ରୀଯୁକ୍ତ ସଞ୍ଜୟ ପରିଡା ମୁଖ୍ୟ ଅତିଥି ଭାବରେ!-->!-->!-->…
ସାତମାଇଲ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବାର୍ଷିକୋତ୍ସବ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ସାତମାଇଲ ସ୍ଥିତ ଶିକ୍ଷା ବିକାଶ ସଂସ୍ଥାନ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୦ ତାରିଖ ଶୁକ୍ରବାର ପ୍ରଥମ ବାର୍ଷିକୋତ୍ସବ ଖୁବ ଧୁମାଧାମରେ ପାଳିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ସୁକାନ୍ତ କୁମାର ମାଝୀ ଙ୍କ!-->…
ଜିରାଳ ମହାବିଦ୍ୟାଳୟ ରେ ଶୀତ କାଳୀନ ସ୍ଵତନ୍ତ୍ର ଶିବିର ଆରମ୍ଭ
ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ +୨ ଏନ୍.ଏସ୍.ଏସ୍. ୟୁନିଟ ର ଶୀତକାଳୀନ ସ୍ଵତନ୍ତ୍ର ଶିବିର ବେଢାପାଳ ଗ୍ରାମ ଠାରେ ଉଦଘାଟିତ ହୋଇଯାଇଛି । ଉକ୍ତ କ୍ୟାମ୍ପ ଦୀର୍ଘ ୭ ଦିନ ଧରି ସେବା କାର୍ଯ୍ୟ କରିବେ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ ।
ଉକ୍ତ ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ!-->!-->!-->…
ଫେବୃୟାରୀ ୮ ରୁ କାମାକ୍ଷାନଗର ମହୋତ୍ସବ
ଆଜି ଅପରାହ୍ନ ୩ ଘଟିକା ୩୦ ମିନିଟ ସମୟରେ କାମାକ୍ଷାନଗର ରେ ଆସନ୍ତା ଫେବୃୟାରୀ ୮ ରେ ହେବାକୁ ଥିବା କାମାକ୍ଷାନଗର ମହୋତ୍ସବ ପାଇଁ ବ୍ଲକ୍ ସଭା ଗୃହ ଠାରେ ମାନ୍ୟବର ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟଙ୍କ ଅଧ୍ୟକ୍ଷତା ରେ ଏକ!-->…
୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନେଇ ଫେରାର ଅର୍ଥ ଲଗାଣ କାରି ସଂସ୍ଥା !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ଚନ୍ଦ୍ରଶେଖର ପଟନାୟକ ନାମକ ଜନୈକ ବ୍ୟକ୍ତି ରେକୁଳା ଗ୍ରାମ ନିକଟସ୍ଥ ରାସ୍ତା କଡରେ ଏକ ପ୍ରାଇଭେଟ ଘରଭଡା ନେଇ ଟ୍ରେଡର୍ସ ଗୁରୁଜୀ ନାମକ ଅର୍ଥ ଲଗାଣ କାରି ସଂସ୍ଥା ଖୋଲି ଦୀର୍ଘ ୩ ବର୍ଷ ହେଲା ନିଜକୁ ଶାଖା ପରିଚାଳକ ଭାବରେ!-->…
ତୁମକୁ କୋଟି ପ୍ରଣାମ
ଭାଷା - ସାହିତ୍ୟର ସେନାପତି ତୁମେ ତୁମକୁ କୋଟି ପ୍ରଣାମତୁମେ ଏ ଜାତିର ଅଲିଭା!-->…
ନଦୀ ଘାଟରୁ ଯୁବକଙ୍କ ଗଳିତ ଶବ ଠାବ !
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗାଙ୍ଗିଯୋଡି ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଠାବ ହୋଇଛି ।
ସୁଚନା ମୁତାବକ ଆଜି ଅପରାହ୍ନ ସମୟରେ ସ୍ଥାନୀୟ ଲୋକ ନଦୀକୁ ଯିବା ବେଳେ, ଗଳିତ ଶବ ଟି ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ।
ଖବର ପାଇ ପୋଲିସ!-->!-->!-->!-->!-->…
କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ଼ସ ଓ ରକ୍ତଦାନ ସମ୍ପର୍କିତ ସଚେତନତା
ଗଁଦିଆ ସ୍ଥିତ କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୟୁଥ ରେଡକ୍ରସ ତରଫରୁ ଏଚ ଆଇ ଭି ଓ ଏ ଡ଼ ସ ଆଉ ରକ୍ତଦାନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ସଭା ପତିତ୍ୱ କରି ଏ ଡ଼ ସ ପ୍ରତି ସତର୍କ ରହିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ!-->!-->!-->…
ବନ୍ଧୁକ ଓ କାତି ଦେଖାଇ ଜନସେବା କେନ୍ଦ୍ର ଏଜେଣ୍ଟଙ୍କ ଠାରୁ ଲୁଟ !
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଧୋବାବାହାଳୀ -ଶ୍ରୀମୁଳା ପୂର୍ତ୍ତ ବିଭାଗ ରାସ୍ତା ରେ ଜନ ସେବା କେନ୍ଦ୍ର ଏଜେଣ୍ଟ ଙ୍କ ଠାରୁ ୮୦ ହଜାର ଟଙ୍କା ଲୋଟ ହୋଇଛି ।ଏକ କଳା ପଲସର ରେ ଦୁଇ ହେଲମେଟ ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଓ କାତି ଦେଖାଇ ଏହି ଲୁଟ କରିଛନ୍ତି ।
ସୂଚନା ମୁତାବକ ଜନ!-->!-->!-->…