News
lipub
samparksetu
Browsing Category

ଢେଙ୍କାନାଳ ଖବର

ଢେଙ୍କାନାଳ ଟାଇକୋଣ୍ଡ ଅସୋସିଏସନର ମେଡାଲ ପ୍ରଦାନ ଉତ୍ସବ

ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନ ହଲ ଠାରେ ଢେଙ୍କାନାଳ ଟାଇକୋଣ୍ଡ ଅସୋସିଏସନର ମେଡାଲ ପ୍ରଦାନ ଉତ୍ସବ ପାଳନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସେଣ୍ଟ ଜାଭିୟର ଅଧକ୍ଷ ପ୍ରତାପ

ମହିଳାଙ୍କ ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ଭାଉଜ

କଙ୍କଡାହାଡ଼ ଥାନା ମରୁଆବିଲ ପଞ୍ଚାୟତ କମ୍ପୁଲେଇ ଗ୍ରାମର ମିନି ନାଏକ(୪୫) ମୃତ ଦେହ ଉଦ୍ଧାର ।ଗତକାଲି ଠାରୁ ମିନି ନାଏକ ନିଖୋଜ ଥିଲେ ,ଆଜି ତାଙ୍କ ମୃତଦେହ କମ୍ପୁଲେଇ ଗ୍ରାମ୍ୟ ଜଙ୍ଗଲରେ ପୋତା ଯାଇଥିଲା । ଖବର ପାଇ କଙ୍କଡାହାଡ଼ ପୋଲିସ,ଢେଙ୍କାନାଳ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ

ଯୁବକଙ୍କ ଉନ୍ମତ କାଣ୍ଡରେ ଗ୍ରାମବାସୀ ଅତିଷ୍ଠ ,ନ୍ୟାୟ ପାଇଁ ମହିଳା ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବୁଧିଆବାହାଳ ସାହିରେ ଜଣେ ଯୁବକଙ୍କ ଉନ୍ମତ କାଣ୍ଡରେ ଗ୍ରାମବାସୀ ଅତିଷ୍ଠ ହୋଇପଡିଛନ୍ତି । ଘଟଣାର ସମାଧାନ ପାଇଁ ଗ୍ରାମର ମହିଳାମାନେ ଜିଲ୍ଳାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଲି୍‌ଖିତ ଭାବରେ ଅଭିଯୋଗ କରିଥିବାର ଜଣାପଡିଛି ।

ମହାବିରୋଡ଼ ଫାଣ୍ଡି ହେଲା ଥାନା , ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩୦ ଟି ନୂତନ ଥାନା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ। ଢେଙ୍କାନଳ ଜିଲ୍ଲା ରେ ପରଜଙ୍ଗ ଥାନା ଅଧିନରେ ଥିବା ମହାବିରୋଡ ଫାଣ୍ଡି କୁ ମଧ୍ୟ ନୂତନ ଥାନା ଭାବେ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ

ଧାନମଣ୍ଡି ରେ ଅବ୍ୟବସ୍ଥା , ଫାଟକ ଆଗରେ ଧାରଣାରେ ଚାଷୀ

ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରତନପୁର ସେବା ସମବାୟ ସମିତି ରେ ଧାନମଣ୍ଡି ରେ ଚାଷୀ ମାରାଣା ନୀତି ଚାଲିଛି ବୋଲି ଅଭିଯୋଗ ଆଣି ସମିତି ର ଫାଟକ ଆଗରେ ଧାରଣାରେ ବସିଲେ କରଡ଼ାବାଣି ଗ୍ରାମର ସମସ୍ତ ଚାଷୀ | ସେମାନଙ୍କର ଅଭିଯୋଗ ଅନୁଯାୟୀ , ସମିତି ର ସଭାପତି ଓ ସମ୍ପାଦକ ମିଲି

କାଲୁରିଆ ସେବା ସମବାୟ ସମିତି ଧାନମଣ୍ଡିର ଶୁଭାରମ୍ଭ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଲୁରିଆ ସେବା ସମବାୟ ସମିତି ଠାରେ କାଲୁରିଆ ପଞ୍ଚାୟତ ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପ୍ରତାପ ମଲ୍ଲିକ ଯୋଗଦେଇ ଧାନମଣ୍ଡିର ଶୁଭାରମ୍ଭ କରିଥିଲେ। କାଲୁରିଆ ସେବା ସମବାୟ

କପିଳାସ ପୀଠରୁ ଭାଲୁ ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ କପିଳାସ ପୀଠରୁ ଏକ ଭାଲୁକୁ ଉଦ୍ଧାର କରାଯାଇଥିବାର ଜଣାପଡିଛି । ଏକ ଭାଲୁ ଖାଦ୍ୟ ଅନ୍ୱେଷଣ କରୁକରୁ କପିଳାସ ପାଦଦେଶକୁ ଚାଲି ଆସିଥିଲା । ତାଙ୍କୁ ସେଠାରେ ଥିବା ଦୋକାନୀ ମାନେ ଦେଖି ଭୟଭୀତ ହୋଇପଡିଥିଲେ । ଭାଲୁଟି ମଧ୍ୟ ଭୟଭୀତ ହୋଇପଡିଥିବାର ଦେଖିବାକୁ ମିଳିଥିଳା ।

କାମାକ୍ଷାନଗର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଏନଏସି ସଭାଗୃହରେ କାମାକ୍ଷାନଗର ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସରକାରଙ୍କ ଖଣି,ଇସ୍ପାତ ଏବଂ ପୁର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ମହୋତ୍ସବ

କଙ୍କଡାହାଡ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ କନ୍ଧରା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ବାଷିର୍କ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପରଜଙ୍ଗ ବିଧାୟକ ଡ.ନୃସିଂହ ଚରଣ ସାହୁ, ସମ୍ମାନୀତ

ଗଣ୍ଡ ସମାଜର ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ସ୍ଥିତ କନ୍ଧରା ଗ୍ରାମରେ ଥିବା ଗଣ୍ଡ ସମାଜର ଇଷ୍ଟଦେବୀ ଜଟିଆମାତାଙ୍କ ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ରାମିଆଳ ନଦୀ ପଠା ଜଟିଆମାତା ତୁଠରୁ କଳସ ପୂଜା କରି ଏକ ଶୋଭଯାତ୍ରାରେ ଯାଇ ଘଟ ସ୍ଥାପନ କରାଯାଇଥିଲା । ଆଞ୍ଚଳିକ ଗଣ୍ଡ ସମାଜର ସଭାପତି
error: Content is protected !!