Browsing Category
ଢେଙ୍କାନାଳ ଖବର
ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀକୁ ଆକର୍ଷଣୀୟ କରିବାକୁ ଉଦ୍ୟମ
ଢେଙ୍କାନାଳ ଜିଲ୍ଳାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଳାପାଳ ସରୋଜ କୁମାରସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବାକୁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି ।
ଏହି ବୈଠକରେ ଓଡିଶା ସରକାରଙ୍କ ଭାଷା,ସାହିତ୍ୟ,ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ!-->!-->!-->…
କ୍ରସର ମାଲିକଙ୍କୁ ମାଡ ଏବଂ ଟଙ୍କା ଲୁଟ ଘଟଣା , ମାଷ୍ଟର ମାଇଣ୍ଡ ସହିତ ୪ ଗିରଫ
ଢେଙ୍କାନାଳ ଜିଲ୍ଳା ମୋଟଙ୍ଗା ଥାନା ଅନ୍ତ୍ର୍ଗତ ନୂଆ ଓଡାପଡା ଠାରେ ଥିବା ଏକ କ୍ରସରରେ ଖାଉଥିବା ବେଳେ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ମାଡ ମାରିବା ଏବଂ ଟଙ୍କା ଲୁଟ ଘଟଣାରେ ପୋଲିସ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି ।
ଗତ ୨ତାରିଖ ସୋମବାର ରାତିପ୍ରାୟ ୧୧ଟା ସମୟରେ!-->!-->!-->…
ଶୈବ ପୀଠ ଗର୍ଭ ଗୃହରୁ ଲୁଟିଲେ ଅଳଙ୍କାର,୧୦ ଦିନ ଭିତରେ ୨ଥର ଲୁଟ୍
କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଶିବୁଳାପଶି ଶୈବ ପୀଠ ରୁ ଗୁରୁବାର ବିଳମ୍ବିତ ରାତିରେ ମନ୍ଦିର ଗର୍ଭଗୃହ ଭିତରୁ କେହି ଦୁର୍ବୃତ୍ତ ହୁଣ୍ଡି ବାକ୍ସ କୁ ଭାଙ୍ଗି ଠାକୁର ଙ୍କ ରତ୍ନ ଅଳଙ୍କାର କୁ ଲୁଟି ନେଇଛି ।
ଗତ ମାସ ୨୭ତାରିଖ ରାତି ରେ ମଧ୍ୟ ପାର୍ବତୀ ଙ୍କ ଆଖି ତାଡି ସୁନା ଓ!-->!-->!-->…
ଅଗ୍ନିକାଣ୍ଡରେ ୨ବଖରା ଜଳିଗଲା
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ ଶଶାପଶି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଶଶାପଶି ୮ ନମ୍ବର ୱାର୍ଡ ମେଡିକାଲ ସାହିରେରହୁଥିବା ସ୍ୱ୍ର୍ଗତ ଗୁରୁ ମହାରଣାଙ୍କ ପତ୍ନୀ ବାସନ୍ତି ମହାରଣା ଦୁଇ ବଖରା ଚାଳ ଘର କରି ରହଆସୁଛନ୍ତି ।
!-->!-->!-->…
ମହାବିରୋଡରେ ଧାନ ମଣ୍ଡି ଆରମ୍ଭ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଆରମ୍ଭ ହୋଇଛି । ମଣ୍ଡି ଉଦଘାଟନ ସମୟରେ ସମ୍ପାଦକ ଭରତ ଚନ୍ଦ୍ର ସାହୁ ଙ୍କ ସହିତ ଆରଏମସିର ସଭ୍ୟଏବଂ ସମିତିର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
ଏହି ମଣ୍ଡିରେ ୨୦ହଜାର କ୍ୱିଣ୍ଟାଲ ଧାନ କ୍ରୟ!-->!-->!-->…
ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ
ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ନିମବାହାଳି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ବାଲିମି ଥାନା ଅନ୍ତର୍ଗତ ଗାଲପଡା ଗ୍ରାମର ଚଣିଆ ନାଏକ ଙ୍କ ବୀଣା ନାଏକ(୫୮) ଅସୁସ୍ଥ ଥିବାରୁ ନିଜ ସ୍ୱାମୀଙ୍କ ସହିତ ଏକ ଗାଡିରେ ନିମବାହାଳି!-->…
ହିନ୍ଦୋଳ ଏନ୍ ଏ ସି ରେ ରାହାଗିରି ପଥ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଚଳିତ ମାସରେ ଓଡ଼ିଶାରେ ରେ ଅୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ପୁରୁଷ ହକି ବିଶ୍ଵକପ୍ ପାଇଁ ସାରା ରାଜ୍ୟ ଏବେ ଚଳଚଞ୍ଚଳ ହୋଇ ପଡିଛି।ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ହିନ୍ଦୋଳ ଏନ୍ ଏ ସି ରେ ଆସନ୍ତା ୮ ତାରିଖ ରବିବାର ଦିନ ଏକ ପଥ ଉତ୍ସବ ବା ରାହାଗିରି ଆୟୋଜିତ ହେବାର କାର୍ଯ୍ୟକ୍ରମ!-->…
ମହୁମାଛି ଆକ୍ରମଣ ରେ ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମ ର ନିରଞ୍ଜନ ବେହେରା ଜୁଆଳିବଦ୍ଧ କୁ ପାଠପଢାଇବା ପାଇଁ ଯାଇଥିଲେ। ଜୁଆଳିବଦ୍ଧ ଛକ ଠାରେ ମହୁ ଫେଣା ରୁ ମହୁମାଛି ଅତର୍କିତ ଭାବରେ ଆକ୍ରମଣ କରିଥିଲେ।
ଫଳରେ ଗ୍ରାମ ବାସୀ ମାନେ ନିରଞ୍ଜନ କୁ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ!-->!-->!-->…
ରାସ୍ତା ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୩ଜଣ ଗୁରୁତର ଆହତ, ଜଳିଗଲା ବାଇକ
ଗଁଦିଆ ଅଂଚଳରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ରାସ୍ତା ଉପରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ସେଥିରେ ସବାର ଥିବା ୩ଜଣ ଅତି ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ , ଘଟଣାରୁ ସ୍ପଷ୍ଟ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମର ନିରଞ୍ଜନ ମଲିକ(୩୦)ଓ ତାର!-->!-->!-->…
ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଶୁଭ ଉଦଘାଟନ
ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ର ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଯାଇଛି । ଚଳିତ ବର୍ଷ ପ୍ରଥମ କରି ଖୋଲାଯାଇଥିବା ଧାନ ମଣ୍ଡି ରେ ୧୧ ଜଣ ଚାଷୀକୁ ଧାନ ବିକ୍ରି କରିବାରେ ସୁଯୋଗ ଦିଆଯାଇଥିଲା ।
ଏହି ଧାନ ମଣ୍ଡି କୁ ଶୁଭ ଉଦଘାଟନ କରିଥିଲେ ଗଁଦିଆ!-->!-->!-->…