Browsing Category
ଢେଙ୍କାନାଳ ଖବର
କୁରୁମୁଣା କଲେଜ୍ ରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ
କାମାକ୍ଷାନଗର ଅନ୍ତର୍ଗତ କୁରୁମୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ପ୍ରସାଦ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।କାମାକ୍ଷାନଗର ସହକାରୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମଦନ ମୋହନ ଜେନା ଉପସ୍ଥିତ ରହି ଶିବିର କୁ ଉଦଘାଟନ!-->…
ଜିଲ୍ଲାରେ ବଢି ଚାଲିଛି ଲୁଟ
ଢେଙ୍କାନାଳ ଜିଲ୍ଲାରେ ବଢି ଚାଲିଛି ଲୁଟ ମାରଣାସ୍ତ୍ର ରେ ଆକ୍ରମଣ କରି ଲୁଟୁଛନ୍ତି ଲୁଟେରା । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ନୂଆ ଓଡ଼ାପଡ଼ାର କ୍ରଶର ମାଲିକ ଯୁବରଞ୍ଜନ ପଣ୍ଡା (୪୪) ଏବଂ ସୁବ୍ରତ କୁମାର ନାୟକଙ୍କ ଉପରେ ସୋମବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ଉଭୟେ!-->…
ନକଲି ମଦ ତିଆରି ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଜଣେ ଗିରଫ
ନକଲି ମଦ ତିଆରି ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଜଣେ ଗିରଫ
ନକଲି ମଦ ତିଆରି ବେଳେ ଅବକାରୀ ବିଭାଗର ଚଢ଼ାଉ ୩ ଜଣଙ୍କୁ ଗିରଫ କରିଥିବା ବେଳେ ମଦ ତିଆରି ସାମଗ୍ରୀ ଜବତ । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ୩ ନମ୍ବର ଜୋନ୍!-->!-->!-->…
ହାଇୱା ସହ ବସ ମୁହାଁମୁହିଁ ଧକ୍କା ,୭କଲେଜ ଛାତ୍ରଛାତ୍ରୀ ଆହତ
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ମାଟିଆସାହି ଠାରେ ବସ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣ କଲେଜ ଛାତ୍ର ଛାତ୍ରୀ ଆହତ ହୋଇ ଚିକିତ୍ସିତହେଉଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜେଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ତାକୁ ଜିଲ୍ଲା ମୁଖ୍ୟ!-->…
କଙ୍କଡ଼ାହାଡ଼ ରେ ଧାନ ମଣ୍ଡି ଶୁଭ ଉଦଘାଟନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ସଶାପଶି ଗ୍ରାମରେ ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର ଯୋଗ ଦେଇ ଥିବା ବେଳେ କରଗୋଳା ପଞ୍ଚାୟତ ସରପଞ୍ଚ ତାପସ ପାଣି, ଗୋଷ୍ଠୀ ପ୍ରକଳ୍ପ ସଂଯୋଜିକ ବିଭାବରୀ!-->…
ସ୍ବାଗତ ୨୦୨୩
ଦୁ --ଦୁଲୁକାଇ ମଞ୍ଚ ଯାଉଛି ଖସିଅତୀତ କୋଳକୁ ଧାଏଁ ବାଇଶିକେତେ ହସ କାନ୍ଦ ଭରି ଦେଇଛିସ୍ମୃତି ହେଇ ସବୁ ମନେ ରହିଛି ।
ଇ--ଇତି ବୃତ୍ତି କଥା ଘଟଣାବଳୀହୃଦୟ କୋଣରେ ହୁଅନ୍ତି ମେଳିଯୁଦ୍ଧ ବିଭୀଷିକା କଲା ଜଳକାଆଜି ବି ଯାଇନି ଭୟ ଆଶଙ୍କା ।
ହ--ହଟ ଚହଟାଇ କରୋନା କୀଟଘଡିକେ ମାଡ଼ୁଛି!-->!-->!-->!-->!-->…
ବୃଦ୍ଧ ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ଲୁଟ
ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ ଜନୈକ ବୃଦ୍ଧ ସମ୍ପତ୍ତିଙ୍କୁ କେତେକ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ସହ ସୁନାରୂପା ଗହଣା ଲୁଟି ନେଇଥିବାର ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ , ପିଙ୍ଗୁଆ ପଞ୍ଚାୟତ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା!-->!-->!-->…
ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଢେଙ୍କାନାଳର ବ୍ରାହ୍ମଣୀ ପବ୍ଲିକ୍ ସ୍କୁଲର ଛାତ୍ରୀ ସୁଭଶ୍ରୀ ପଣ୍ଡା ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମରେ ଅନ୍ୟତମ ବିଜେତା ଭାବେ ଘୋଷିତ ହେବା ସହିତ ଢେଙ୍କାନାଳ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଢେଙ୍କାନାଳ!-->…
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ର ଜଣେ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।ଖବରରୁ ପ୍ରକାଶ ଯେ , ଗତ ୨୫ ଡିସେମ୍ବର ସନ୍ଧ୍ୟାରେ ହିନ୍ଦୋଳ ଏନ ଏ ସି ୧୨ନଂ ୱାର୍ଡର ଶିବ ନାଏକଙ୍କ ପୁତ୍ର ନାଟବର ନାଏକ(୪୭) ନିଜଘର କାନ୍ଦରାଶୁଣିକୁ ଫେରୁଥିବା!-->…
ଗଁଦିଆ ବ୍ଲକ କୃଷକ ସାଥି ବୈଠକ ଅନୁଷ୍ଠିତ
ଗଁଦିଆ ବ୍ଲକର କୃଷକ ସାଥୀ ବୈଠକ୨୮ତାରିଖ ଦିନ ଗୁଣ୍ଡୁରାପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ବରିଷ୍ଠ ସଦସ୍ୟ ଅଭିରାମ ପଣ୍ଡା ଙ୍କର ସଭା ପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ସଂଗଠନର ନୂତନ କର୍ଯ୍ୟକର୍ତା ନିର୍ବାଚନ କରାଯାଇଥିଲା ।!-->…