Browsing Category
ଢେଙ୍କାନାଳ ଖବର
ରୁଙ୍ଗୁଟା କମ୍ପାନୀ ସମ୍ମୁଖରେ ଜମିହରା ପ୍ରଜାଙ୍କ ଆନ୍ଦୋଳନ
ହିନ୍ଦୋଳ ଉପଖଣ୍ଡ ରେ ଗଢିଉଠିଥିବା ରୁଙ୍ଗୁଟା କମ୍ପାନୀ ପ୍ରଜାମାନଙ୍କ ଠାରୁ ଜମି ନେଲା ପରେ ଜମିହରା ପ୍ରଜାଙ୍କୁ ଠକି ଦେଇଥିବା ନେଇ ଜମିହରା ପ୍ରଜାମାନେ ଆଜି ରୁଙ୍ଗୁଟା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି ।
ଘଟଣାରୁ ପ୍ରକାଶ ଯେ, ଆଜକୁ ୫ ବର୍ଷ ହେବ ରୁଙ୍ଗଟା!-->!-->!-->…
ବ୍ରାହ୍ମଣୀ ରେ ବୁଡି ଯୁବକ ମୃତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡ଼ କମର ଗ୍ରାମର ମିଟୁ ରଣାଙ୍କ ପୁତ୍ର ପ୍ରମୋଦ ରଣା (୩୭) ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ । ତେବେ ଆଜି ଦିନ ୧ଘଟିକାରେ ସେ କାମରୁ ଫେରି ବ୍ରାହ୍ମଣୀ ନଦୀ କୁ ଗାଧୋଇ ବାକୁ ଯାଇ ଆଉ ଫେରି ନଥିଲେ ।
ତେବେ ପରେ ଘର ଲୋକ ଏବଂ ଗ୍ରାମ ବାସୀ!-->!-->!-->…
ଏନଏସଏସ ର ଶୀତକାଳିନ ଶିବିର ଅନୁଷ୍ଠିତ
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନଏସଏସ ତରଫରୁ ଶୀତ କାଳୀନ ସ୍ୱତନ୍ତ୍ର ଶିବିର ପୋଷ୍ୟ ଗ୍ରାମ ବୋରାପଦା ଠାରେ ଅନୁ୍ଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ କୁମାର ପ୍ରଧାନଙ୍କ ଦ୍ୱାରା ଏହି ଶିବିର ଉଦଘାଟିତ ହୋଇଥିବା ବେଳେ ଏନଏସଏସ ଅଧିକାରୀ ଦେବରାଜ ପରିଡାଙ୍କ!-->…
ମହୁ ମାଛିଙ୍କ ଆକ୍ରମଣରେ ୪ ଆହାତ
କାମାକ୍ଷାନଗର କଳ୍ପନା ଛକ ନିକଟରେ ଆଜି ଅପରାହ୍ନ ସମୟରେ ମହୁ ମାଛି ଆକ୍ରମଣ ର ଶିକାର ହୋଇଛନ୍ତି ଚାରି ଜଣରୁ ଅଧିକ ବ୍ୟକ୍ତି ।
ପ୍ରାୟ ତିରିଶି ମିନିଟି ପର୍ଯନ୍ତ ମହୁମାଛିଙ୍କର ଆତଙ୍କ ଦେଖିବାକୁ ମିଳିଥିଲା,ବଜାରରେ ଲୁକଙ୍କର ନାହିଁ ନଥିବାର ଅସୁବିଧା ଦେଖିବାକୁ ମିଳିଥିଲା । ଏଥିରୁ କଲେଜ!-->!-->!-->…
କାର କୁ ପଛ ପଟରୁ ଧକ୍କା ଦେଲା ଟ୍ରକ , ୩ ଗୁରୁତର
କୋଇଲା ବୋଝେଇ ଟ୍ରକ ସହ କାର ଧକ୍କା ହେବା ଫଳରେ ତିନି ଆହାତ। ଆହାତ ମାନେ ହେଲେ ପରଜଙ୍ଗ ଥାନା ଗଡପଳାଶୁଣି ଗ୍ରାମର ମନୋଜ ସେଠ ଦିପୁ ଓ ସତ୍ୟଜିତ ସେଠ।
ସୁଚନା ମତାବକ , ତିନିଜଣ ଏକ କାର ରେ ଆଜି ଅପରାହ୍ନରେ ଗଡପଳାଶୁଣିରୁ କୌଣସି ଏକ କାମପାଇଁ କାମାକ୍ଷାନଗର ଆସୁଥିଲେ। ଆସିବା ବାଟରେ!-->!-->!-->…
ଡକାୟତ ଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଂଚଳରେ ଗତକାଲି ରାତିରେ ଏକ ଡକାୟତ ଦଳଙ୍କ ଗୁଳିମାଡ଼ରେ ହିନ୍ଦୋଳ ଥାନା ଅନ୍ତର୍ଗତ ପଡା ଛକରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ , ରାସୋଳ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମର ଅନୁଗୁଳ ଅଞ୍ଚଳରୁ ନିଜଗ୍ରାମ କଳିଙ୍ଗାକୁ ରାତି ୧୦ଟା!-->…
କମଳାଙ୍ଗରେ ହାତୀଙ୍କ ବ୍ୟାପକ କ୍ଷୟକ୍ଷତି ; ତାର ବାଡ ଭାଙ୍ଗି ୧୫୦ ନଡିଆ ଗଛ ନଷ୍ଟ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମରେ ମଙ୍ଗଳବାର ରାତିରେ ହାତୀ ପଲ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାର ଜଣାପଡିଛି । ହାତୀ ପଲ ତାର ବାଡ ଭାଙ୍ଗି ୧୫୦ ନଡିଆ ଗଛ ନଷ୍ଟ କରିବା ସହିତ ଲକ୍ଷଲକ୍ଷ ଟଙ୍କାର ଫସଲ ମଧ୍ୟ ନଷ୍ଟ କରିଥିବାର ଅଭିଯୋଗ ହୋଇଛି ।
କମଳାଙ୍ଗ!-->!-->!-->…
ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶିବୁଳାପଶି ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ପାର୍ବତୀ ମନ୍ଦିର କବାଟ ତାଲା ଭାଙ୍ଗି ପାର୍ବତୀ ମାଆ ଙ୍କ ଆଖି ତାଡି ସେଥିରେ ଲାଗିଥିବା ସୁନା ଅନେକ ରୂପା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି।
ଆଜି ସକାଳୁ ସେବାୟତ ମନ୍ଦିରକୁ ପୂଜା!-->!-->!-->…
ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରୁ ଆଜି ଅପରାହନ ପ୍ରାୟ ୪ଟା ବେଳକୁ ରାସ୍ତା କଡରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ଲୋକମାନେ ପୋଲିସ କୁ କହିବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲକୁ ନେବା ସାଙ୍ଗକୁ ଏହାର!-->…
ଦୁର୍ଘଟଣାରେ ଜୀଵନ ହାରିଲେ ଅଗ୍ନିଶମ କର୍ମଚାରୀ ;ଆସିଲାନି ଆମ୍ବୁଲାନ୍ସ , କର୍ମଭୂମି ରୁ ଆସିଲା ଅଗ୍ନିଶମ ଗାଡ଼ି
ଅଜଣା ଗାଡ଼ି ଧକ୍କାରେ ଜଣେ ଅଗ୍ନିଶମ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି ।ସୂଚନା ଅନୁଯାୟୀ ,ଢେଙ୍କାନାଳ ରୁ ଚଢେଇଧରା ଯିବା ରାସ୍ତାର ବାଟ ମଙ୍ଗଳା ଠାରେ ଟାଉନ ଥାନା ଅନ୍ତର୍ଗତ ସାଇଁବିରି ଗ୍ରାମର ପ୍ରିୟବ୍ରତ ଦାସ ଯାଜପୁର ଜିଲ୍ଲାର ଚଢେଇଧରା ଅଗ୍ନିଶମ ବିଭାଗ ରେ କାର୍ଯ୍ୟରତ ଥିଲେ ସେ ଘରକୁ!-->…