News
lipub
samparksetu
Browsing Category

ଢେଙ୍କାନାଳ ଖବର

ଘରେ ପଶି ଲୁଟିନେଲେ ସୁନା ଗହଣା

ଭୁବନ ଥାନା ଅନ୍ତର୍ଗତ ଭଦଳିଆ ପଶି ଅଞ୍ଚଳରେ ଭଡାରେ ରହୁଥିବା ଜଣେ ଅଗ୍ନିଶମ କର୍ମଚାରୀ ଘରକୁ ଛୁଟି ରେ ଯାଇଥିବା ବେଳେ ତାଙ୍କ ଘରୁ ପ୍ରାୟ ଚାରି ଲକ୍ଷ ଟଙ୍କାର ସଂପତି ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ,ଅଗ୍ନିଶମ କର୍ମଚାରୀ ଅମରଜିତ ପ୍ରଧାନ ଭୁବନ

ଦୁର୍ଘଟଣାରେ ସ୍କୁଟି ଆରୋହୀ ଗୁରୁତର

ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼ଝରା ୫୩ ନଂ ଜାତୀୟ ରାଜପଥ ରେ ଆଜି ସନ୍ଧ୍ୟାରେ ଏକ ସ୍କଟି ଦୁର୍ଘଟଣାରେ ଜଣେ ଆରୋହୀ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଳୟ ରେ ଭର୍ତି ହୋଇଥିବାର ଜଣାଯାଇଛି l ଗୁରୁତର ହେଲେ ଅନୁଗୁଳ ଜିଲ୍ଲା କୁଲାଡ ଅଞ୍ଚଳର ସୋମ୍ୟରଞ୍ଜନ ବାରିକ l ସୋମ୍ୟରଞ୍ଜନ ଅନୁଗୋଳରୁ ବରୀ

କାର ଓ ବାଇକ ମୁହାଁମୁହିଁ ଧକ୍କା ୨ଜଣ ଗୁରୁତର

କଙ୍କଡାହାଡ଼ ବ୍ଲକ ଡ଼ଙ୍ଗାପାଳ ଛକ ଠାରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।କଙ୍କଡାହାଡ଼ ବ୍ଲକ ପଥରଗଡ଼ ଗ୍ରାମର ମାଧବ ସିଂହ(୩୮) ଓ ଲୋଚନ ସାହୁ(୫୮) ଦୁଇଜଣ କୌଣସି କାମରେ ବାଇକରେ କାମାକ୍ଷାନଗର ରୁ ନିଜ ଗାଁ କୁ ଫେରୁଥିଲା ବେଳେ କଙ୍କଡାହାଡ଼ ଆଡୁ

ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଉପକଣ୍ଠ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇ ତା୨୩/୧୨/୨୦୨୨ ରିଖ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଏଥିନିମନ୍ତେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର

ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରବାସ କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ରେଙ୍ଗାଳି ପାଣିପଞ୍ଚାୟତ ସଭା ଗୃହରେ ଶୁକ୍ରବାର ଅପରାହ୍ନରେ ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସିଥିବା ଉତ୍ତରପ୍ରଦେଶର ମହିଳା ମୋର୍ଚ୍ଚାର ନେତ୍ରୀ ଆୟୁସି ଶ୍ରୀମାଲି ଉକ୍ତ

ମହୁମାଛି ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମାରୁଆ ବିଲି ପଂଚାୟତ ର ମାରୁଆ ବିଲି ଗ୍ରାମର ଶତ୍ରୁ ଘନ ନାଏକ ଙ୍କ ପୁତ୍ର ରାମଚନ୍ଦ୍ର ନାଏକ (୩୫) ଙ୍କର ମହୁମାଛି ଆକ୍ରମଣରେ ମୃତ୍ୟୁ ବରଣ ହୋଇଛି । ସୂଚନା ଅନୁଯାୟୀ ଗତ ୨୦ ତାରିଖରେ କଙ୍କଡ଼ାହାଡ଼ ଥାନା କୁ କୌଣସି ଏକ ମାମଲାରେ ସେ ଯାଇଥିଲେ ।

ମର୍ଣ୍ଣିଂୱାକ୍ କରୁଥିବା ସମୟରେ ଚଢିଗଲା ଅଜଣା ଗାଡି,ବୃଦ୍ଧା ଗୁରୁତର ଆହତ

ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ବାଇପାସ୍‌ରେ ଜଣେ ବୃଦ୍ଧା ମର୍ଣ୍ଣିଂୱାକ୍ କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବୃଦ୍ଧାଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ-୨

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ

କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ତତ୍ୱାବଧାନରେ ତଥା ବରିଷ୍ଠ ଶିକ୍ଷୟିତ୍ରୀ କବିତା ରାଉତ ଙ୍କ ସଭାପତିତ୍ୱ ରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । କାମାକ୍ଷାନଗର ମାହାବିଦ୍ୟାଳୟ ର ବରିଷ୍ଠ ପଦାର୍ଥବିଜ୍ଞାନ

ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ସୁନା ଓ ଟଙ୍କା !

ହିନ୍ଦୋଳ ଉପଖଣ୍ତ ବାଲିମି ଥାନା ଅନ୍ତର୍ଗତ ସାତମାଇଲ ମହିଧରପୁର ରାସ୍ତାରେ ୨୧ ତାରିଖ ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁଇଜଣ ଜଣ ଡକାୟତ ଆମ୍ବିଠି ଗ୍ରାମ ତ୍ରିନାଥ ସାହୁଙ୍କ ପୁତ୍ର ହେମନ୍ତ କୁମାର ସାହୁଙ୍କ ନିକଟରୁ ୭୨ ହଜାର ଟଙ୍କା , ସେ ପିନ୍ଧିଥିବା ଗୋଟିଏ ସୁନା ଚେନ ସହ ତାଙ୍କ

ମୁଖ୍ୟ ଚିକିତ୍ସାଳୟରୁ ଜଣେ ଦଲାଲ ଗିରଫ

ଢେଙ୍କାନାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବିଭିନ୍ନ ନସିଂହୋମ ଦ୍ୱାରା ଦଲାଲ ନିଯୁକ୍ତ କରାଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ରୋଗୀମାନଙ୍କୁ ନର୍ସିଂହୋମ ଆଣିବାର ଘଟଣା ପର୍ଦ୍ଦାଫାଶ ହୋଇଛି । ଏହିଘଟଣାରେ ପୋଲିସ ଜଣକୁ ଗରିଫ କରି ତଦନ୍ତ ଚଳାଇଥିବାର ଜଣାପଡିଛି । ଢେଙ୍କାନାଳ ସହରରେ ୨୦ରୁଅଧିକ
error: Content is protected !!