Browsing Category
ଢେଙ୍କାନାଳ ଖବର
ବସରୁ ପଡି ମହିଳା ମୃତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମର ଜନୈକା ମହିଳା ବସରୁ ପଡି ମୃତ୍ୟୁ ବରଣ କରିଥିବାର ଜଣାପଡିଛି । କାଲୁରିଆ ଗ୍ରାମର ହଟକିଶୋର ସାହୁ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ସାହୁ (୩୫) ପାୟଲ ନାମକ ଏକ ଘରୋଇ ବସରେ ନୀଳମାଧବ ଦର୍ଶନ କରିଥିବାକୁ ଯାଉଥିଲେ ।
ବସରେ ଯାଉଥିବା!-->!-->!-->…
ଯୁବତୀ ଙ୍କ ସନ୍ଦେହ ଜନକ ମୃତ୍ୟୁ
ଗଁଦିଆ ଥାନା ଅନ୍ତର୍ଗତ ଠାକୁରାପାଳ ଗ୍ରାମର ଚୈତନ୍ୟ ପୁହାଣଙ୍କର କନ୍ୟା ସସ୍ମିତା ପୁହାଣ (୨୦ବର୍ଷ) ଙ୍କର ଗତ କାଲି ରାତିରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ କେସ ନଂ୩୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି!-->!-->!-->…
ବିଦ୍ୟୁତ ଆଘାତରେ ଲାଇନ ମ୍ୟାନ ମୃତ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୋରେଇ ଗାଡ଼ିଆ ନିକଟରେ ବିଦ୍ୟୁତ ଆଘାତରେ ଜଣେ ଲାଇନ ମ୍ୟାନର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, କୋରେଇ ଗାଡ଼ିଆ ଗ୍ରାମ ନିକଟରେ ବିଦ୍ୟୁତ କାର୍ଯ୍ୟ ଚାଲିଥିଲା ,ସେଠାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଲାଇନ ମ୍ୟାନ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଜିଲ୍ଲା!-->!-->!-->…
ହୃଦଘାତ ରେ ଯୁବକ ମୃତ
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଇଶ୍ୱରା ପାଳ ଗ୍ରାମର ଜଣେ ଯୁବକ ଆଜି ହୃଦ୍ ଘାତ ରେ ମୃତ୍ୟୁ ବରଣ କରିଥିବାର ଜଣାଯାଇଛି। ଖବର ରୁ ଜଣା ଯାଏ ଏହି ଗ୍ରାମର ବିରଞ୍ଚି ଦେହୁରୀ ଙ୍କ ପୁଅ ଅର୍ଜ୍ଜୁନ ଦେହୁରୀ (୧୮) ଆଜି ସକାଳେ ସାଇକେଲ ଯୋଗେ ନିକଟସ୍ଥ ଫାର୍ମ କୁ ଯାଉଥିବା ବେଳେ ହଠାତ ତଳେ ପଡି ଅଚେତ!-->…
ହୋ ଭାଷାକୁ ଓଡ଼ିଶାର ଦ୍ୱିତୀୟ ରାଜଭାଷାର ମାନ୍ୟତା ପାଇଁ ଜୋର ଧରିଛି ଦାବି
ହୋ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜ ଭାଷାର ମାନ୍ୟତା ପ୍ରଦାନ ନିମନ୍ତେ ଦାବି ଜୋର ଧରିଛି । ଏହାର ଜ୍ଜ୍ୱଳନ୍ତ ପ୍ରତିଫଳନ ଦେଖିବାକୁ ମିଳିଛି ଗଁଦିଆ ବ୍ଲକରେ ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ଓଡ଼ିଶା ଶାଖା ର ନିଷ୍ପତି କ୍ରମେ ଆଜି ଉକ୍ତ ବ୍ଲକରେ ଆଦିବାସୀ ଜନଜାତି!-->…
ବଜରଙ୍ଗ କ୍ଲବ୍ ପକ୍ଷରୁ ୪୧୪ ୟୁନିଟ୍ ରକ୍ତ ସଂଗୃହୀତ
ଢେଙ୍କାନାଳ ଜିଲ୍ଲାରେ ରକ୍ତର ଆବଶ୍ୟକତା ଓ ଅଭାବକୁ ଦେଖି ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫରୁ ୨୮ତମ ଆଦର୍ଶ ରକ୍ତଦାନ ଶିବିର ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ବଜରଙ୍ଗ କ୍ଲବ୍ ଦ୍ୱାରା ଆୟୋଜିତ ଏହି ଶିବିରରେ ମୋଟ୍ ୪୧୪ ୟୁନିଟ୍!-->!-->!-->…
ଆଳୁଅଝରଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଆଳୁଅଝରଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି ।ଏଠାରେ କ୍ରିକେଟ ,ଖୋଖୋ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଉଭୟ ଛାତ୍ର ଓ ଛାତ୍ରୀ ମାନେ ଭାଗ ନେଇଥିଲେ ।ଏଠାରେ ବ୍ଲକ ଶିକ୍ଷା ଅଧିକାରୀ!-->…
ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ
କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ରେ ବ୍ଲକ ରୁ ବାର ଗୋଟି ବିଦ୍ୟାଳୟ ରୁ ତେୟାଅଶି ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଥିଲେ ।
!-->!-->!-->…
ଥମୁନି ହାତୀ ଆତଙ୍କ ; ଭାଙ୍ଗିଲେ ଘର ,ନଷ୍ଟ କଲେ ଧାନ
ଥମୁନି ହାତୀ ଆତଙ୍କ ,ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳରେ ମାତିଛନ୍ତି ଏଗାର ଟିକିଆ ହାତୀପଲ । ଅମଳ ହେବା ପାଇଁ ଥିବା ଧାନକୁ ନଷ୍ଟ କରିବା ସହିତ ଭାଙ୍ଗିଲେ ଘର ।
ସୂଚନା ଅନୁଯାୟୀ , ଗତକାଲି ରାତିରେ ଏଗାର ଟିକିଆ ହାତୀ ପଲ ବାଲିଝାଟି ମୁରୁଗା ସଂରକ୍ଷିତ ଜଙ୍ଗଲରୁ ବାହାରି ବାରୁଆଁ!-->!-->!-->…
ଦ୍ରୁତଗାମି ଗାଡ଼ି ନେଲା ଗୁଡୁର ଜୀଵନ
ଢେଙ୍କାନାଳ ସଦର ଥାନା ବେଲଟିକିରି କଲେଜ ଛକରେ ଦ୍ରୁତଗାମି କାର ଧକ୍କାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି । ମୃତ ନାବାଳକ ହେଲେ ବେଲଟିକିରି ଉପରସାହିର ସିନୁ ପଟ୍ଟନାୟକଙ୍କ ପୁଅ ଅଭିଜିତ ପଟ୍ଟନାୟକ(୮) ବା ଗୁଡୁ ବୋଲି ଜଣାଯାଇଛି । ସେ ବେଲଟିକିରି ସରସ୍ୱତୀ ଶିଶୁ ମନ୍ଦିରର ୨ୟ ଶ୍ରେଣୀର!-->…