Browsing Category
ଢେଙ୍କାନାଳ ଖବର
ରଘୁନାଥଜୀୟୁ ସଂଗିତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
କାମାକ୍ଷାନଗର ରଘୁନାଥଜୀୟୁ ସଂଗିତ ବିଦ୍ୟାଳୟର ବାର୍ଷିକ ଉତ୍ସବ ସାରଙ୍ଗଧର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି।ଗୋବର୍ଧନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଣି,ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିବା ବେଳେ ସମାନିତ ଅତିଥି!-->…
ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବାର୍ଷିକ ବିଜ୍ଞାନ, ଗଣିତ ଓ ହସ୍ତକର୍ମ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ମହାବିଦ୍ୟାଳୟ ପ୍ରଜ୍ଞା ବିହାର ବିହାର, ସିମିନଇ, ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର!-->…
ଖୋଲୁନି ଧାନମଣ୍ଡି ,ହନ୍ତସନ୍ତ ଚାଷୀ ; ଦାବିପତ୍ର ଦେଲେ ହାଇକୋର୍ଟ ଓକିଲ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ନେତା ତଥା ହାଇକୋର୍ଟ ଓକିଲ ରମେଶ ଚନ୍ଦ୍ର ବେହେରାଙ୍କ ବିବୃତିରେ ଢେଙ୍କାନାଳ ଜିଲ୍ଲା ଚାଷୀକୁଳ ବର୍ତ୍ତମାନ ନିରାଶ ଏବଂ ହତାଶ ହୋଇପଡିଛନ୍ତି।କାରଣ ଠିକ୍ ଏହି ସମୟରେ ପ୍ରତିବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ସବଡିଭିଜନ ଅଧୀନସ୍ଥ ପ୍ରତ୍ୟେକ!-->…
ପୋଡ଼ି ପାଉଁଶ ହେଇଗଲା ୨ବଖରା ଘର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ପଞ୍ଚାୟତ ବସୁଲେଇ ଗ୍ରାମର ବାବୁଲି ଭୂତିଆଙ୍କର ୨ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶରେ ପରିଣତ ହୋଇଥିବା ଜଣାପଡିଛି ।
ସୋମବାର ରାତି ପ୍ରାୟ ୧୧ ଟା ପାଖାପାଖି ସମୟରେ ହଠାତ୍ ନିଆଁ ଲାଗିଥିଲା । ଶୀତର ପ୍ରକୋପ ଯୋଗୁଁ ବିଶେଷ କରି ଗ୍ରାମାଞ୍ଚଳର!-->!-->!-->…
ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର
ପାରିବାରିକ କଳହ ଏବଂ ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ କଟୁରୀରେ ହାଣିଲା ସ୍ବାମୀ। ଗୁରୁତର ଅବସ୍ଥାରେ ୧୦୮ ଯୋଗେ ମୁଖ୍ୟ ଚିକିତ୍ସlୟଲରେ ଭର୍ତ୍ତି ହୋଇଛନ୍ତି ସ୍ତ୍ରୀ । କଟୁରୀ ଜବତ କରି ସ୍ବାମୀକୁ ଗିରଫ କରିଛି ଗଁଦିଆ ପୋଲିସ ।
ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା ଗଁଦିଆ!-->!-->!-->…
ମାଟିତଳୁ ବାହାରିଲା ଯୁବକଙ୍କ କଙ୍କାଳ
ଦୀର୍ଘ ୯ ବର୍ଷ ପରେ ପୋଲସି ସୁନ୍ଦରୀ ଖାଲ ନିକଟରେ ଥିବା ସୂର୍ଯ୍ୟ ନର୍ସରୀ ରୁ ହାଡ କଙ୍କାଳ ଉଦ୍ଧାର କରିବା ସହତି ଘଟଣାରେ ସଂପୃକ୍ତ ତିନି ଜଣକୁ ଗିରଫ କରି କୋର୍ଟ ଫରୱାର୍ଡ କରିଛି ।
ସଦର ଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଅଲେଖପୁରର ସଚିଦାନନ୍ଦ ବେହେରା ଗତ ୨୦୧୩ମସିହା ଜୁଲାଇ ୨୩ତାରିଖ ଦିନ!-->!-->!-->…
ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭୁବନରେ ଜନଶୁଣାଣୀ ଶିବିର; ହଟହଟା ହେଲେ ଦିବ୍ୟାଙ୍ଗ
ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ଆଜି ଅନୁଷ୍ଠିତ ହୋଯାଇଛି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର। ଢେଙ୍କାନାଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏହି ଶିବିରରେ ଅଧ୍ୟକ୍ଷତା କରିଥିଲେ ।
ଖଦ୍ୟଯୋଗାଣ ଅଧିକାରୀ, ଶିଶୁମଙ୍ଗଳ ଅଧିକାରୀ ଏବଂ S D P O ସମେତ ଜିଲ୍ଲାର!-->!-->!-->…
ରାସ୍ତା ଦାବି ନେଇ ,ଜଟିଆ ଯୁବ ସଂଗଠନ ପକ୍ଷରୁ ରାଜପଥ ଅବରୋଧ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ଜଟିଆ ଛକରେ ସୋମବାର ଜଟିଆ ଗ୍ରାମ ଯୁବ ସଂଗଠନ ପକ୍ଷରୁ ରାଜପଥ ଅବରୋଧ କରାଯାଇଥିଲା , ଜଟିଆ ଛକ ନିକଟବର୍ତ୍ତୀ ନୂତନ ଭାବେ ବ୍ରାହ୍ମଣୀ ନଦୀ ପୋଲ ନିର୍ମାଣ ଠାରୁ ଜଟିଆ , ସରାଙ୍ଗ, ପିତିରି ଅଭିମୁଖେ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥକୁ!-->…
କାର ଧକ୍କାରେ ବୃଦ୍ଧ ମୃତ
କାମାକ୍ଷାନଗର ଥାନା ଏନ.ଏଚ ୫୩ ବଡ଼ ସୁଆଁଳୁ ଛକ ନିକଟରେ କାର ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟଧନ ଖୁଣ୍ଟିଆ ।
ସୂଚନା ମୁତାବକ ଆଜି ସକାଳେ ସେ ଗାଁ ଛକ ରୁ ପରିବା ନେଇ ଏନ.ଏଚ ରାସ୍ତା ପାର ହେବା ବେଳେ,ଏକ!-->!-->!-->…
ରାଗ ରଖି ରାତି ଅଧିଆ ପୋଡ଼ିଦେଲେ ଅଟୋ !
କଙ୍କଡାହାଡ଼ ଥାନା କରଗୋଳା ପଞ୍ଚାୟତ କରଗୋଳା ପଧାନ ସାହିରେ ଗତକାଲି ବିଳମ୍ବିତ ରାତିରେ ସୁମନ୍ତ ପଧାନ ଙ୍କ ଅଭିଯୋଗ ଅନୁଯାୟୀ , ସଞ୍ଜୟ ପଲେଇ ଓ କାଳିଆ ପଲେଇ ଦୁଇ ଜଣ ତାଙ୍କ ଠାରୁ ୬ ମାସ ପୂର୍ବରୁ ୧୫ ହଜାର ଟଙ୍କା ଧାର ନେଇଥିଲେ। ପରେ ଟଙ୍କା ମାଗିବାରୁ ସେମାନେ ବିଭିନ୍ନ ପ୍ରକାର ଆଳ ଦେଖାଇ!-->…