Browsing Category
ଢେଙ୍କାନାଳ ଖବର
ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର
ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗାଁ ର ପୋଖରୀ ହିଡ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘ ବର୍ଷ ହେବ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି।
ଟ୍ରାନ୍ସଫର୍ମର ହାରାହାରି ୧୦ ବର୍ଷ ବିତିଯାଇଥିଲେ ମଧ୍ୟ , ଏବେ ଯାଏଁ ଲାଗିନି ଟ୍ରାନ୍ସଫର୍ମର!-->!-->!-->…
କୂଅରେ ପଡ଼ି ଛାତ୍ର ମୃତ,ପ୍ରଧାନଶିକ୍ଷକ ନିଲମ୍ବିତ
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବ୍ରହ୍ମପୁର ବରସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଖୋଲା କୂଅରେ ପଡ଼ି ମୃତ୍ୟୁ ବରଣ କରିଥିବା ବେଳେ । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
ସୂଚନା ଅନୁଯାୟୀ , ଉକ୍ତ ବିଦ୍ୟାଳୟ ୨ୟ ଶ୍ରେଣୀ ଛାତ୍ର!-->!-->!-->…
ନିହଲପ୍ରସାଦ କ୍ରସର ସମସ୍ୟା ପାଇଁ ରାସ୍ତା ଉପରେ ଧାରଣା ଦେଲେ ଗ୍ରାମବାସୀ
ଗଁଦିଆ ତହସିଲ ଅନ୍ତର୍ଗତ ନିହଲପ୍ରସାଦ ଦଶହରା ପଡିଆ ନିକଟରେ ଆଜି ଢେଙ୍କାନାଳ ଓ ଚଢ଼େଇଧରା ମୁଖ୍ୟ ରାସ୍ତା ଉପରେ ୬ଦଫା ଦାବି ପୂରଣ ନେଇ ଗ୍ରାମବସୀ ମାନେ ପୂର୍ବତନ ସରପଞ୍ଚ ତାପସ କୁମାର ସାହୁଙ୍କର ନେତୃତ୍ୱରେ ଧାରଣା ଦେଇଥିଲେ ।
ଦାବି ଗୁଡିକ ମଧ୍ୟରେ ବେଆଇନ ବ୍ଲାଷ୍ଟିଙ୍ଗ ବନ୍ଦ କରିବା,!-->!-->!-->…
ଦୁର୍ଗମ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ, ପିଛୁଳି ନାଳ ଉପରେ ପୋଲ ପାଇଁ ନିର୍ଦ୍ଦେଶ
ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତର ଦୁର୍ଗମ ପାହାଡ଼ ପର୍ବତ ଘେରା ଜଙ୍ଗଲ ପୁଟିପାଳ ଗ୍ରାମକୁ ଢ଼େଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ପରିଦର୍ଶନ କରିଥିଲେ।
ଏହି ପୁଟିପାଳ ଗ୍ରାମ ରେ ଜୁଆଙ୍ଗ ସମ୍ପ୍ରଦାୟର ଆଦିମ ଅଧିବାସୀ ଲୋକ ବାସ କରନ୍ତି। ଉକ୍ତ ଅଞ୍ଚଳ ର!-->!-->!-->…
ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ ,୧୭ରେ ବିଶାଳ ଆନ୍ଦୋଳନ ପାଇଁ ଚେତାବନୀ
ଢେଙ୍କାନାଳ ଜିଲ୍ଲା ଓଷ୍ଟା ଶାଖା ତରଫରୁ ସରକାରଙ୍କ ବିଜ୍ଞପ୍ତି ପରେ ମଧ୍ୟ ୧୧ ମାସ ପରେ ଶିକ୍ଷକ କର୍ମଚାରୀ ମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ବେତନ ନମିଳିବାରୁ ସଙ୍ଘ ତରଫରୁ ଏକଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଡିଇଓଙ୍କ ଜରିଆରେ ପ୍ରଦାନ କରାଯାଇଛି ।
!-->!-->!-->…
୧୦ ଦଫା ଦାବି ନେଇ ଶ୍ରମ କାର୍ଯ୍ୟାଳୟ ଘେରାଉ
ଢେଙ୍କାନାଳ ଜିଲ୍ଲା ମିଳିତ ନିର୍ମାଣ ଶ୍ରମକି ସଙ୍ଗଠନ ତରଫରୁ ୧୦ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରାରେ ଶ୍ରମ କାଯ୍ୟାଳୟ ଘେରାଉ କରାଯିବା ସହତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ଏକ ଶୋଭାଯାତ୍ରା ଷ୍ଟେସନ ବଜାରରୁ ବାହାରି!-->!-->!-->…
ସ୍କୁଲ୍ ପାଚେରୀ ପଛରୁ ଉଦ୍ଧାର ହେଲା ମୃତ ଶରୀର ,ହତ୍ୟା ଅଭିଯୋଗ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ମହାବୀରୋଡ ଫାଣ୍ଡି ନିକଟସ୍ଥ ବାଘମୁଣ୍ଡା ଆଶ୍ରମ ବିଦ୍ୟାଳୟ ପଛ ପେଟ ଏକ ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ମୁତାବକ, କୁଟୁରିଆ ପଂଚାୟତ ବାଘମୁଣ୍ଡା ଗ୍ରାମର ଉର୍ବଶୀ ସିଂହ ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଛି ବୋଲି ମହାବୀରୋଡ ଫାଣ୍ଡିରେ ଅଭିଯୋଗ!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଆପାଦକାଳୀନ ମକ୍ ଡ୍ରିଲ ଅନୁଷ୍ଠିତ
ବିପଦପୂର୍ଣ୍ଣ ସମୟର ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଏକ ଅନ୍ସାଇଟ୍ ଆପାଦକାଳୀନ ମକ ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ମକ୍!-->!-->!-->…
ହିନ୍ଦୋଳର ବବିତା ସାହୁ ହେଲେ ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ଉପସଭାପତି
ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କର ଉପସଭାପତି ପଦପାଇଁ ଅଭିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ମାନ୍ୟବର ଉପବାଚସ୍ପତି, ମନ୍ତ୍ରୀ,ସାଂସଦ, ସମସ୍ତ ବିଧାୟକ ଓ ବିଧାୟିକା ବୃନ୍ଦ ହିନ୍ଦୋଳ ଆତ୍ମା ଅଧ୍ୟକ୍ଷ ତଥା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଗିରିଧର ପ୍ରସାଦ ଗ୍ରାମପଞ୍ଚାୟତ ବଡବାହାଳ ଗ୍ରାମର!-->…
ଜନ ସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି
ଢେଙ୍କାନାଳ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ଯାନ୍ତ୍ରୀକ କର୍ମଚାରୀ ସଙ୍ଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇ ଦୀର୍ଘ ବର୍ଷ ଧରି ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ଥୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ!-->…