Browsing Category
ଢେଙ୍କାନାଳ ଖବର
ରାସ୍ତା ପାର ହେବା ସମୟରେ ଚାପିଦେଲା ବସ ; କ୍ଷତି ପୁରଣ ଦାବିରେ ରାସ୍ତାରୋକ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ବି ଆର ଜି ନିକଟରେ ଏକ ବସ ଧକ୍କା ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କୁରୁଣ୍ଟି ଗ୍ରାମର ଯାତ୍ରୀ ସାହୁ (୫୫)ବି ଆର ଜି ଛକ ରାସ୍ତା ଉପର ପାର୍ଶ୍ଵ କୁ ପାର ହେବା ସମୟରେ!-->!-->!-->…
ଭୁବନ ଥାନା ର ଗାଡ଼ି ପାର୍କିଂ ହେତୁ ସଡ଼କ ଦୁର୍ଘଟଣା
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ର ଗାଡ଼ି ପାର୍କିଂ ଜାଗା ଅଭାବ ହେତୁ ବର୍ତ୍ତମାନ ୫୩ ନମ୍ବର ଜାତୀୟ ରାଜପଥ ର ଭୂଷଳ ଛକ ପାଲଟିଛି ଗାଡ଼ି ଚାଳକଙ୍କ ପାଇଁ ଦୁର୍ଘଟଣା ର ମୁଖ୍ୟସ୍ଥଳ ।
ଆଜି ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡୀପାଳ ଗ୍ରାମର ରବି ବେହେରା ବୟସ ପାଖାପାଖି କୌଣସି ବ୍ୟକ୍ତିଗତ କାମରେ!-->!-->!-->…
କାର ଓ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ ,ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ , ଖୋର୍ଦ୍ଧା ଜିଲ୍ଲା ବୋଲଗଡଥାନା ମାଣିକଜୋଡା ଅଞ୍ଚଳର ଦୁଇ ଯୁବକ ଶେଖ ଅଲିମ(୩୫) ଓ ଦୌଲତ ଖାଁ(୩୦) ଏକ!-->!-->!-->…
କାଉନସିଲରଙ୍କ ଅକାଳ ବିୟୋଗ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ର ଜଣେ କାଉନସିଲରଙ୍କ ଆଜି ଅକାଳ ବିୟୋଗ ଘଟିଛି । ସୂଚନା ଅନୁଯାୟୀ , ହିନ୍ଦୋଳ ଏନଏସି ୮ନଂ ୱାର୍ଡ ର ବିଜେଡି କାଉନସିଲର ତଥା ପଟଣା ଗ୍ରାମର କାଳିଆ ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ରଶ୍ମିତା ସାହୁ ଙ୍କର ଆଜି ଭୋର ସମୟରେ ପରଲୋକ ହୋଇଯାଇଛି ।
!-->!-->!-->…
ହାତୀ ଆକ୍ରମଣରେ ଚାଲିଗଲା ମହିଳା ଙ୍କ ଜୀଵନ
ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ମେରାମଣ୍ଡଳୀ ସେକସନ ଅନ୍ତର୍ଗତ ମୋଟଙ୍ଗା ଥାନା ତାଳଡଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳ।ଙ୍କର ମୃତ୍ୟୁ ଘଟିଛି । ତାଳଡଙ୍ଗା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ପତ୍ନୀ ଦିପ୍ତିମୟୀ ସାହୁ (୫୨)ଏବଂ ପ୍ରଭାସିନୀ ସାହୁ ଆଜି ସନ୍ଧ୍ୟା ସମୟରେ ଘର ପଛ!-->…
ରାସ୍ତା ନିର୍ମାଣକୁ ବିରୋଧ ,ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସପ୍ତଶଯ୍ୟା ମାଝୀ ସାହିରେ ସରକାରଙ୍କ ତରଫରୁ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟକୁ ଇଣ୍ଡିଆନ ଅଏଲ କର୍ପୋରେସନ ତରଫରୁ ବିରୋଧ କରାଯାଉଥିବାର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
କଙ୍କଡାହାଡ ଠାରୁ ସପ୍ତଶଯ୍ୟା ଗଜମରା ପର୍ଯ୍ୟନ୍ତ!-->!-->!-->…
ପୋଖରୀରେ ବୁଡି ଜଣେ ମୃତ
ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ବନ୍ଦାଣୀଆ ଗାଁରେ ପୋଖରୀରେ ବୁଡି ଜଣେ ମୃତ ।ଗାଁର କରିଆ ହଂସଦା ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ କୌଣସି କାରଣ ପାଇଁ ଅସାବଧାନତାରେ ପାଣିରେ ବୁଡି ଯାଇଥିଲେ ।
ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ ଆଣିଥିଲେ ମଧ୍ୟ ଏଠାରେ ଡାକ୍ତର!-->!-->!-->…
ରୋଟ୍ରାକ୍ଟ କ୍ଲବ୍ ଢେଙ୍କାନାଳ ପକ୍ଷରୁ କମ୍ବଳ ବଣ୍ଟନ
ରୋଟ୍ରାକ୍ଟ କ୍ଲବ୍ ଢେଙ୍କାନାଳ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସହର ମଧ୍ୟରେ ରହୁଥିବା ଅସହାୟ ଲୋକମାନଙ୍କୁ କ୍ଲବର ସଦସ୍ୟମାନେ ବୁଲିବୁଲି କମ୍ବଳ ବାଣ୍ଟିଛନ୍ତି। ଗତ କିଛି ବର୍ଷ ଧରି ଏହି ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଆଗକୁ ମଧ୍ୟ ଏହା ଜାରି ରହିବ!-->…
ସିରିଜ୍ ଦୁର୍ଘଟଣା ଘଟାଇଲା କାର , ଭିତରେ ଥିଲା ଲକ୍ଷାଧିକ ଟଙ୍କାର ଦେଶୀ ମଦ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଜୁବୁଲି ଟାଉନ କଦମ ଛକରେ ସିରିଜ୍ ଦୁର୍ଘଟଣା। ଏକ ମଦ ଭର୍ତ୍ତି କାର୍ ୪ ଜଣଙ୍କୁ ଦୁର୍ଘଟଣା ଘଟାଇ ଫେରାର୍ ହେବାକୁ ବସିଥିବା ବେଳେ ସ୍ଥାନୀୟ ଲୋକେ କାର୍ଟିକୁ କାବୁ କରିଛନ୍ତି। ତେବେ ଗାଡି ଚାଳକ ଓ ମଦ ମାଫିଆ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।
!-->!-->!-->…
ବେଆଇନ ପଥର ଖନନ,କ୍ରସର ଓ ମୋରମ ଚାଲାଣ ବନ୍ଦ ଦାବି ନେଇ ଜିଲ୍ଲାପାଳ ଙ୍କ ଅଫିସ ଘେରିଲେ
ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ନିହଲପ୍ରସାଦ ରେ ବେଆଇନ ଭାବରେ ଗଢିଉଠିଥିବା କ୍ରସର ,ପଥର ଖନନ ଏବଂ ମୋରମ ଚାଲାଣକୁ ବନ୍ଦ କରିବାକୁ ଗ୍ରାମବାସୀ ମାନେ ଜିଲ୍ଳାପାଳଙ୍କ ନିକଟରେ ଦାବି କରଛନ୍ତି ।ସାତ ଦନି ମଧ୍ୟରେ ପଦକ୍ଷେପ ଗ୍ରହଣ କରାନଗଲେ ଯାଜପୁର-ଢେଙ୍କାନାଳରାସ୍ତା ଅବରୋଧ କରିବାକୁ!-->…