Browsing Category
ଢେଙ୍କାନାଳ ଖବର
ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ନାରୀ ଶିକ୍ଷା ଓ ସୁରକ୍ଷା ଉପରେ ସେମିନାର ଅନୁଷ୍ଠିତ
ଆଜିର ସମାଜରେ ନାରୀ ଶିକ୍ଷା ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅବସରରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏକ ସେମିନାର କାର୍ଯ୍ୟକ୍ରମ ସୋରିଶିଆପଦା ଗ୍ରାମ ପଂଚାୟତଠାରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ଉକ୍ତ ସେମିନରରେ ଅଂଶ ଗ୍ରହଣ କରି ଥିବା ଶିକ୍ଷା!-->!-->!-->…
ବେଆଇନ ଜଙ୍ଗଲ ଜମି ଅକ୍ତିଆର ଓ ଜଙ୍ଗଲ ନଷ୍ଟ ଅଭିଯୋଗରେ କମ୍ପାନୀକୁ ରେକୁଳା ଗ୍ରାମବାସୀଙ୍କ ବିରୋଧ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ସ୍ଥିତ ଖେମକା ରିଫାକ୍ଟୋରି ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ବିରୋଧ କରିଛନ୍ତି ରେକୁଳା ଗ୍ରାମବାସୀ । ବେଆଇନ ଜଙ୍ଗଲ ଜମି ଅକ୍ତିଆର ,ଏକର ଏକର ଜଙ୍ଗଲ ନଷ୍ଟ ସହିତ ଜଙ୍ଗଲରୁ ମାଟି ନେଇ ବିରାଟ ବିରାଟ ପୋଖରୀ ଖୋଲିବା ଭଳି!-->…
ଟ୍ରେନ୍ରେ ଚାପିହୋଇ ବୃଦ୍ଧ ଗୁରୁତର !
ଟ୍ରେନ୍ରେ ଚାପିହୋଇ ଜଣେ ବୃଦ୍ଧ ଗୁରୁତର ହୋଇଥିବା ସୂଚନା । ଢେଙ୍କାନାଳ ଶ୍ୟାମାଚରଣପୁର ପିଏଚ ରେ ଟ୍ରେନରେ ଚାପି ହୋଇ ଜଣେ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ , ସଦର ଥାନା ଅନ୍ତର୍ଗତ ମହାପଦା ଗ୍ରାମର ଚତୁର୍ଭୁଜ ନାଥ ତାଙ୍କ!-->!-->!-->…
ଲୁଟ ଘଟଣାରେ ୫ ଗିରଫ !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କୁକୁଟା ଚିତଲପୁର ରାସ୍ତାର କୁକୁଟା ଜାତ୍ରା ପଡିଆ ନୁକଟରୁ ଗତ ୨୫ ତାରିଖ ଦିବା ୨ ଘଟିକା ସମୟରେ ଜଣେ ଫାଇନାନ୍ସ କର୍ମଚାରୀ ଙ୍କ ଠାରୁ ଚୋରି ଘଟଣାରେ ବାଲିମି ପୋଲିସ୍ ୫ ଜଣ ଙ୍କୁ ଧରିବାରେ ସଫଳ ହେବା ସହ ଅଭିଯୁକ୍ତମାନଙ୍କୁ!-->…
ଜନତା କଲେଜରେ ନଵାଗତ ଛାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ଜନତା ମହାବିଦ୍ୟାଳୟ ପରିସର ରେ ସୋମବାର ସଂସ୍କୃତ ସମ୍ମାନ ବିଭାଗ ପକ୍ଷରୁ ବ ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ବିଭାଗର ମୁଖ୍ୟ ପ୍ରଧ୍ୟାପକ ଡ. କୁମାର ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଟିତ ଉକ୍ତ କାର୍ଯ୍ୟକ୍ରମରେ!-->!-->!-->…
କ୍ରସର ବନ୍ଦ ଦାବିରେ ୧୮ଦିନରେ ପହଁଚିଲା ଧାରଣା
ଗଁଦିଆ ତହସିଲ ଅନ୍ତର୍ଗତ ଶ୍ରୀମନ୍ତପୁର ଓ ନୂଆ କଷ୍ଟିପାଳ ଗ୍ରାମବାସୀ ମାନେ ଆଜକୁ୧୮ଦିନ ଧରି ତାଙ୍କ ଗ୍ରାମବାସୀ ମାନେ ଧାରଣାରେ ବସିଛନ୍ତି ।
ତାଙ୍କ ଗ୍ରାମ ନିକଟସ୍ଥ ଜଗବନ୍ଧୁ ଏଣ୍ଟର ପ୍ରାଇଜେସ ସଂସ୍ଥା ପକ୍ଷରୁ ବସା ଯାଇଥିବା କ୍ରସର ଇଉନିଟ କୁ ସମ୍ପୂର୍ଣ୍ଣ ବନ୍ଦ ଦାବିରେ ତହସିଲ!-->!-->!-->…
ଭୁବନ ମହିଳା ମହାବିଦ୍ୟାଳୟ ରେ ଭୋଟର ସଚେତନତା କାର୍ଯ୍ୟକ୍ରମ
ମଜବୁତ ଗଣତନ୍ତ୍ର ପାଇଁ ଭୋଟର ହେବା ଓ ଭୋଟ ଦେବା ଲକ୍ଷ ନେଇଭୁବନ ମହିଳା ମହାବିଦ୍ୟାଳୟରେ ଯୁବଭୋଟରଙ୍କୁ ଆକୃଷ୍ଟ କରିବା , ଭୋଟର ସଚେତନା କାର୍ଯ୍ୟକ୍ରମ ରେ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ , ଓଡ଼ିଶାଙ୍କ ନୂତନ!-->…
ବୃଦ୍ଧାକୁ ବିଧବା ସଜାଇଲେ ଘର ଲୋକ ; ଗ୍ରାମ ମୁରବୀଙ୍କ ଉପସ୍ଥିତିରେ ପିନ୍ଧିଲେ କାଚ ସିନ୍ଦୁର
ପରିଣତ ବୟସଙ୍କ ମା' କୁ କିଭଳି ସମ୍ମାନ ଦିଆଯାଉଛି ତାହା ସସାଂର ଦେଖିଲା ଭଳି ଘଟଣାଟିଏ । ଏହି ଘଟଣା ଘଟିଛି ଭୁବନ ବ୍ଲକ କୁନିନ୍ଦା ଗ୍ରାମରେ । ଗ୍ରାମର ପୁରସ୍ତମ ସାହୁଙ୍କ ସ୍ତ୍ରୀ ଗୋଲାପ (୬୫)ଙ୍କୁ ପରିବାର ଲୋକ ଏହି ହାଡଭଙ୍ଗା ଶୀତ ରାତିରେ ଘରୁ ବାହାର କରିଦେଇଛନ୍ତି ।
ମହିଳାଙ୍କର!-->!-->!-->…
ଏନ.ସି.ସି ଦିବସ ପାଳିତ
ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ ବାଳିକା ସମର ଶିକ୍ଷାର୍ଥୀ ବାହିନୀର ୟୁନିଟ ପକ୍ଷରୁ ୭୪ ତମ ଏନ.ସି.ସି ଦିବସ ପାଳିତ ହୋଇଯାଇଛି ।
ଏନ.ସି.ସି ଅଧିକାରିଣୀ ଦୀପାରାଣି ସାମଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଅଧକ୍ଷ ଅଜିତ କୁମାର ବେହେରା , ମୋ କଲେକ!-->!-->!-->…
ଚାଷୀଙ୍କ ପାଇଁ ଲଢେଇ କରିବ ଢେଙ୍କାନାଳ କୃଷକ ଅଧିକାର ସମିତି
ଢେଙ୍କାନାଳ ଜିଲ୍ଲାରେ କୃଷି ଓ କୃଷକ ର ସ୍ବର୍ଥ୍ୟ ପାଇଁ ଜନ୍ମ ନେଇଛି ଏକ ନୂତନ କୃଷକ ସଙ୍ଗଠନ "କୃଷକ ଅଧିକାର ସମିତି" lଆଜି ପୂର୍ବାହ୍ନ ୧୧ଘଟିକା ରେ ପବିତ୍ର କପିଳାସ ପୀଠ ରେ ପୁର୍ବତନ ବିଧାୟକ ନବୀନ ନନ୍ଦ ,ବରିଷ୍ଠ କୃଷକ ନେତା ନିରଞ୍ଜନ ପତି ଓ ବରିଷ୍ଠ ସମାଜ ସେବୀ ତଥା ଙ୍କ ଯୁଗ୍ମ!-->…