News
lipub
samparksetu
Browsing Category

ଢେଙ୍କାନାଳ ଖବର

ଇଣ୍ଡିଆନ ପଟାସ ଲିମିଟେଡକୁ ହସ୍ତାନ୍ତର ହେଲା ଶକ୍ତି ସୁଗାର୍ସ

ଢେଙ୍କାନାଳ ସହର ନିକଟସ୍ଥ ହରିପୁର ଠାରେ ଥିବା ଶକ୍ତି ସୁଗାର୍ସ କାରଖାନା ବଧିବଦ୍ଧ ଭାବରେ ଇଣ୍ଡିଆନ ପଟାସ ଲିମିଟେଡକୁ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି । ଚେନାଇ ସ୍ଥିତ ଇଣ୍ଡିଆନ ପଟାସ ଲିମିଟେଡ ୧୩୪କୋଟି ୧୦ଲକ୍ଷ ଟଙ୍କାରେ କ୍ରୟ କରିବା ପରେ ଶୁକ୍ରବାର ଦିନ ବରିଷ୍ଠ ଅଧିକାରୀ ମାନେ

୧୦ଟି ପଞ୍ଚାୟତର ବୁଦ୍ଧିଜିିବୀଙ୍କୁ ନେଇ ଜଗନ୍ନାଥ ଆଞ୍ଚଳିକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଚାଉଳିଆ ପଞ୍ଚାୟତ ଖମାର ଶନି ମନ୍ଦିର ଠାରେ ଆଜି ୧୦ଟି ପଞ୍ଚାୟତ ଶୋଗରପଶି ,ଚାଉଳିଆ ,ବଣସିଙ୍ଗ, ରାଧାଦେଇପୁର, ନୂଆଗାଁ, ତରଭା, ଶାଙ୍କୁଲେଇ, ଶୁଆଖାଇକାଟେଣୀ ,ଗେଙ୍ଗୁଟିଆ ଓ ବାରଦା ପଞ୍ଚାୟତର ବୁଦ୍ଧିଜୀବି ମାନଙ୍କୁ ନେଇ ଜଗନ୍ନାଥ ଆଞ୍ଚଳିକ ସୁରକ୍ଷା କମିଟି

ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ !

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଆମ୍ବବାହାଳୀ ଗ୍ରାମର ବ୍ରହ୍ମାନନ୍ଦ ସାହୁଙ୍କ ପୁଅ ରାମଚନ୍ଦ୍ର(୨୩)ଙ୍କର ଗତକାଲି ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କାରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ରାମଚନ୍ଦ୍ର କୈ।ଣସି କାର୍ଯ୍ୟରେ ଯାଇ ଫେରୁଥିବା ବେଳେ ବହ୍ଲଭ ଗ୍ରାମ ଗଞ୍ଜା

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ଜଣ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ନିକଟସ୍ଥ ଜାମୁନାଳି ଚକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାଲିଜୁରୀ ସାହିର ଜମ୍ବୁରା ପୃଷ୍ଟି ଅନ୍ୟ ଜଣକ ହେଉଛନ୍ତି କମଳାଙ୍ଗ ଅଞ୍ଚଳର ସମ୍ରାଟ

ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଚାଲାଣ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ କେତେକ ଦଲାଲ ବିବାହର ରତିଶୃତି ଦେଇ ମହିଳାମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିଥିବାର ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲା ମହିଳା କଂଗ୍ରାସର ଏକ କମିଟି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଏହା ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ସଦର

ସୈନିକଙ୍କ ପରିଚୟ ଦେଇ ସାଇବର ଠକାମୀର ନୂଆ ତରିକା, ଉପସ୍ଥିତ ବୁଦ୍ଧି ଯୋଗୁଁ ସାଇବର ଠକେଇରୁ ବର୍ତ୍ତିଲେ ହୋଟେଲ ମାଲିକ

ସୈନିକଙ୍କ ପରିଚୟ ଦେଇ ନୂଆ ତରିକା ଆପଣାଇଛନ୍ତି ସାଇବର ଠକ। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଠକାମୀରୁ ବର୍ତ୍ତି ଯାଇଛନ୍ତି ହୋଟେଲ ମାଲିକ। ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନରେ। ଭୁବନ କାଳୀବଜାର ସ୍ଥିତ ହୋଟେଲ ରୟାଲ ଗାଡେନକୁ ଗତକାଲି ମଧ୍ୟାର୍ନ୍ନରେ ଖାଦ୍ୟ ଅର୍ଡର

ଅଗ୍ନିକାଣ୍ଡ ରେ ୫ଟି ପରିବାରର ପ୍ରାୟ ୧୦ ବଖରା ପୋଡି ନଷ୍ଟ

କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ ପଞ୍ଚାୟତର ଖଟଖୁରା ଗାଁ କଟାତଇଲା ବସ୍ତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ୫ଟି ପରିବାରର ପ୍ରାୟ ୧୦ ବଖରା ଘର ଜଳି ପାଉଁଶ ହୋଇଯାଇଛି l ଏନେଇ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ

ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ

ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତର ପଦ୍ମ ପୋଖରୀ ଗ୍ରାମ ର ରାଧା ଦେହୁରୀ (୫୫) ପୋଖରୀରେ ବୁଡି ମୃତ । ସୂଚନା ମୁତାବକ ରାଧା ନିଜ ଘର ପାଖ ବେଣାପାଟିଆ ପୋଖରୀ କୁ ଶନିବାର ଭୋର ୩.୩୦ ଘଟିକା ସମୟରେ ଶୈଚ ନିମନ୍ତେ ଯାଉଥିଲେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ

ତୃତୀୟ ଦିବସ ରେ ପ୍ରାକୃତିକ ବିପର୍ଯ୍ୟୟ ଶିବିର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ଏକମାତ୍ର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ତୃତୀୟ ଦିବସ ରେ ପ୍ରାକୃତିକ ବିପର୍ଯ୍ୟୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ତୃତୀୟ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ପ୍ରକଳ୍ପ ଉପନିର୍ଦ୍ଦେଶକ ଡା. ସରୋଜ କୁମାର

୨୭ଟି ସମସ୍ୟାର ସମାଧାନ ଦାବି ;ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମରେ କାର୍ଯ୍ୟରତ ଏଜେଣ୍ଟ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଏଲଆଇସି ଏଜେଣ୍ଟ ଫେଡେରେସନ ତରଫରୁ ଜିଲ୍ଲା ଶାଖା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଜିଲ୍ଲାରେ କାର୍ଯ୍ୟରତ ଏଲଆଇସି ଏଜେଣ୍ଟ ଏବଂ
error: Content is protected !!