News
lipub
samparksetu
Browsing Category

ଢେଙ୍କାନାଳ ଖବର

ନଦୀ ରେ ବୁଡି ଯୁବକ ମୃତ

କାମାକ୍ଷାନଗର ଏନ୍ଏସି ୧ ନଂ ୱାର୍ଡ ବଡ଼ ଇନ୍ଦିପୁର ର ଶତ୍ରୁଘ୍ନ ସେଠୀ ଙ୍କ ବଡ ପୁଅ ସୁଶାନ୍ତ କୁମାର ସେଠୀ (୪୫) ଆଜି ସକାଳେ ରାମିଆଳ ନଦୀ କୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବସତ ଗୋଡ଼ ଖସି ଯିବାରୁ ଗଭୀର ପାଣି ଭିତରେ ବୁଡ଼ି ଯାଇଥିଲେ। ସେଠାରେ ୨ ଜଣ ଛୋଟ ପିଲା ଗାଧୋଉଥିବା

ଦେଶୀ ମଦକୁ ବିରୋଧ,ଭାଟି କର୍ମଚାରୀକୁ ଅଟକ ରିଖି ପୋଲିସ ଜିମା ଦେଲେ ମହିଳା ଗୋଷ୍ଠୀ

ମଦକୁ ବିରୋଧ କଲେ ମହିଳା।ବେଆଇନ ଦେଶୀ ମଦକୁ ଗାଁ ଗାଁରେ ବିକ୍ରୀ କରୁଥିବା ବେଳେ ଆଜି କାମାକ୍ଷାନଗର ଥାନା ମହୁଲପାଳ ଶବର ସାହିରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଥିଲା।ଦେଶୀ ମଦ ଭାଟିର କର୍ମଚାରୀ ମହୁଲପାଳ ଗ୍ରାମକୁ ବେଆଇନ ଭାବରେ ମଦ ଦେବାକୁ ଯାଇଥିବା ବେଳେ ମହିଳା ଗୋଷ୍ଠୀ ଏହାକୁ

ଖଡଗପ୍ରସାଦ ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବରେ ପାଳିତ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରୀତି ନୀତି ଅନୁଯାୟୀ ପ୍ରଥମେ ବ୍ରାହ୍ମଣୀ ନଦୀ କୂଳରେ ସାଧବ ପୁଅ ମାନଙ୍କୁ ସାଧବାଣୀ ମାନେ ବନ୍ଦାପନା କରିଥିଲେ। ଏବଂ ସାଧବ ପୁଅ ମାନେ ବୋଇତ ରେ ବିଦେଶ କୁ ଯାତ୍ରା

ଗୋଚର,ଖେଳପଡିଆ ଓ ଘରୋଇ ଜମିରେ ପଥର ଖାଦାନ ; ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅନ୍ତର୍ଗତ ନେଉଳପୋଇ ଗ୍ରାମ ପଞ୍ଚାୟତ ବାସୀ ମାନେ ଗୋଚର,ଖେଳପଡିଆ ଓ ଘରୋଇ ଜମିରେ ପଥର ଖାଦାନକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାରଜଣାପଡିଛି । ନେଉଳପୋଇ ପଞ୍ଚାୟତ ଅନ୍ତର୍ଗତ ଛାଟିଆ,ଚନ୍ଦ୍ରଶେଖରପୁର ଗ୍ରାମରେ ମାଙ୍କଡା ପଥର ଖଣି ନିଲାମ କରାଯାଇ

ପଳାଶପିଠିଆ ଠାରେ ସଡ଼କ ଦୁର୍ଘଟଣା ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ର ପଳାଶ ପିଠିଆ ଗୋଡ଼ା ରାସ୍ତାରେ ଗତକାଲି ଜଣେ ବାଇକ ଆରୋହୀ ଙ୍କର ଦୁର୍ଘଟଣା ରେ ମୃତ ହୋଇଛି । ଖବର ନେବାରେ ଜଣାଯାଇଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅତା ଗ୍ରାମ ର ପ୍ରଦୀପ୍ତ ସାହୁ (୫୬) ବାରୁଆଁ ସ୍ଥିତ ତାଙ୍କ ସଂପର୍କୀୟ

ଦୁର୍ଘଟଣା ରେ ତିନି ଗୁରୁତର ,ଜଣେ ମୃତ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ କାର୍ତ୍ତିକେଶ୍ୱର ପୂଜା ଚଳିତ ବର୍ଷ ଧୁମଧାମରେ ପାଳନ ହେଉଥିବା ବେଳେ ଏହି ଅବସରରେ ଗ୍ରାମାଞ୍ଚଳ ମାନଙ୍କରେ ସନ୍ଧ୍ୟା ହେଲେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି ।

କୌଶଳ ମହୋତ୍ସବ କାର୍ଯ୍ୟକ୍ରମରେ ୧୨୦୦ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରି

ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ତରଫରୁ ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ୱରା ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଂଗଧର ଷ୍ଟାଡିୟମରେ ଠାରେ ଅନୁଷ୍ଠିତ କୌଶଳ ମହୋତ୍ସବ ତଥା 'ରୋଜଗାର ମେଳାରେ। କେନ୍ଦ୍ରମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ

ଚିକିତ୍ସିତ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ !

ଢେଙ୍କାନାଳ ମୁଖ୍ୟ କାରାଗାରର ଜବେ ବିଚାରଧୀନ କଏଦୀଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।ମୃତକ ହେଲେ ଭଦ୍ରକ ଜିଲ୍ଲାର ନିରଞ୍ଜନ ପାଣୀ (୩୦)। ବରପଦା ଛକ ଠାରେ ଥିବା ଏସବିଆଇ ଏଟିଏମ ଲୁର ଘଟଣାରେ ସେ ସଂମ୍ପୃକ୍ତ ଥିଲେ ।ଗଁଦିଆ ପୋଲିସ ନିରଞ୍ଜନ ସମେତ ୩ଜଣଙ୍କୁ

ଜିଲ୍ଲା ନିର୍ବାହୀ ଅଧିକାରୀ ସଂଘର ସାଧାରଣ ଅଧିବେଶନ

ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଢେ଼ଙ୍କାନାଳ ଜିଲ୍ଲା ନିର୍ବାହୀ ଅଧିକାରୀ ସଂଘର ସାଧାରଣ ଅଧିବେଶନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଂଘର ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଗଁଦିଆ

ଯୁବକଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଖଜୁରିଆ ପାତ୍ର ସାହିରେ ଗତ ଦୁଇ ତାରିଖ ବୁଧବାର ସନ୍ଧ୍ୟା ପ୍ରାୟ ସାତଟା ସମୟରେ ଏକ ମେଳା ଚାଲୁଥିବା ସମୟରେ ମାନସ ନାଏକ ନାମକ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ପନିକି ସାହାଯ୍ୟରେ ସେହି ପାତ୍ର ସାହିର ବୁଦ୍ଧିଆ ପାତ୍ରକୁ ଜୀବନରେ ମାରିଦେବା
error: Content is protected !!