Browsing Category
ଢେଙ୍କାନାଳ ଖବର
ଦାବି ପୂରଣ ନହେଲେ ଜିଲ୍ଲା ଓ ପଞ୍ଚାୟତ ସ୍ତରରେ ଅସହଯୋଗ ନିଷ୍ପତି
ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟ ଡ୍ରାଇଭର ମହାସଙ୍ଘର ଦାବି ପୂରଣ ପାଇଁ ସଙ୍ଘ ତରଫରୁ ଦଣ୍ଡବତ ପ୍ରତିବାଦ ସହିତ ଶହ ଶହ ଡ୍ରାଇଭର ନବୀନ ନିବାସ ଅଭିମୂଖେ ଯାତ୍ରା କରିଛନ୍ତି ।ସରକାର ଦାବି ପୂରଣ ନକଲେ ଡ୍ରାଇଭର ମାନେ ପଞ୍ଚାୟତ ଏବଂ ଜିଲ୍ଲା ସ୍ତରରେ ସରକାରଙ୍କୁ ଅସହଯୋଗ କରିବା ପାଇଁ ନିଷ୍ପତି!-->…
ଓଁ ମା’ ଚ୍ଛିନ୍ନ ମସ୍ତା ମନ୍ଦିରରେ ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମର ଜାତୀୟ ରାଜପଥ ୫୩କୁ ଲାଗି ରହିଥିବା ଓଁ ମା ଚ୍ଛିନ୍ନ ମସ୍ତା ମନ୍ଦିରର ୧୪ ତମ ବାର୍ଷିକ ଉତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। କରୋନାର ଯୋଗୁଁ ଦୁଇ ବର୍ଷ ଧରି ଏହି ମନ୍ଦିରର ବାର୍ଷିକ ଉତ୍ସବ ସ୍ଥଗିତ ଥିବାରୁ ସରାଙ୍ଗ!-->…
କାମାକ୍ଷାନଗର ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସଭାଗୃହରେ ଆଜି ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି ।ବ୍ଲକର ସମସ୍ତ ୨୨ଟି ପଂଚାୟତର ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିବାବେଳେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ସଭାପତିତ୍ୱ ଅନୁଷ୍ଠିତ ଆଜିର ଏହି ପଂଚାୟତ ସମିତି ବୈଠକରେ ମୁଖ୍ୟ ଅତିଥି ଭାବରେ!-->…
ସ୍କୁଟି ଡିକି ଭାଙ୍ଗି ଲୁଟ ; ସିସି ଟିଭିରେ କଏଦ ହେଲା ଲୁଟେରା
ଗଁଦିଆ ଅଂଚଳରେ ଘଟିଛି ଅଘଟଣ ,ଡିକିଭାଙ୍ଗି ଦୁର୍ବୃତ୍ତ୍ୱ ଲୁଟିନେଲେ ଟଙ୍କା । ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମେଡିକାଲ ଛକ ଠାରେ ଅଙ୍କୁର୍ଦ୍ଦା ଗ୍ରାମର ବୁଦ୍ଧଦେବ ମହାନ୍ତି ଆଜି ଏଟିଏମ ରୁ୧୨ ହଜାର ଟଙ୍କା ଉଠାଇ ତାଙ୍କର ଜୁପିଟର ସ୍କୁଟି ଡିକିରେ ରଖି ସିଧା!-->…
ବାଜି ରାଉତ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ; ମୁମ୍ବାଇ କେନକ୍ରେ ଏଫସି ବିଜୟୀ
ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରେ ସର୍ବଭାରତୀୟ ଫୁଟବଲ ସଂଘ ସହଯୋଗରେ ଆମେ ଓଦିଆ ଫାଉଣ୍ଡେସନ ଟଷ୍ଟ୍ର ଦ୍ଵରା ବାଜି ରାଉତ ଜାତୀୟ ଫଟୁବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ଢେଙ୍କାନାଳ ମିନି ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି।
କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର!-->!-->!-->…
ଆବାସ ଯୋଜନା ସହିତ ଅନ୍ତୋଦୟ ଯୋଜନାରୁ ବଂଚିତ ଅସହାୟ ବିଧବା ବୃଦ୍ଧା !
ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରି ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ କରି କଚ୍ଚା ଘର କୁ ପକ୍କା ଘର କରିବାକୁ ପ୍ରଚାର ପ୍ରସାର କରୁଛନ୍ତି। ବିଡମ୍ବନା ର ବିଷୟ ଯେ ଏହି ଯୋଜନାକୁ ଏବେ ମଧ୍ୟ ଅନେକ ଅସହାୟ ପରିବାରଙ୍କ ପାଇଁ!-->…
ଗଜରାଜ ଙ୍କ ସୁରକ୍ଷା ପାଇଁ କମିଟି ଗଠନ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ରକଲା ମନ୍ଦିର ପ୍ରାଙ୍ଗଣରେ ମନ୍ଦିରର ଆଖପାଖ ଅଂଚଳର ଅନେକ ବ୍ୟକ୍ତି ଏକତ୍ରିତ ହୋଇ ଅଞ୍ଚଳରେ ହାତୀ ମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯିବ ସେନେଇ ବିଷଦ ଆଲୋଚନା ଓ ତର୍ଜମା ହୋଇଥିଲା । ଦିନକୁ ଦିନ ହାତୀ ମଣିଷ ଲଢେଇ ରେ କେତେବେଳେ ହାତୀ ର ଜୀବନ!-->…
ହାତୀ ଆକ୍ରମଣ ରେ ଯୁବକ ଙ୍କ ମୃତ୍ୟୁ !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁ ରେ ହାତୀ ଆକ୍ରମଣ ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ମାଟିଆ ସାହିର ରାମଚନ୍ଦ୍ର ବେହେରା ।
ସୂଚନା ମୁତାବକ ରାମଚନ୍ଦ୍ର ଶୌଚ ପାଇଁ ଗାଁ ପାଖ ବ୍ରାହ୍ମଣୀ ନଦୀ କୁ ଯାଉଥିବା ବେଳେ,୩୨ଟିକିଆ ହାତୀ ପଲ ସହ ମୁହାଁ!-->!-->!-->…
ବାରହା ଆକ୍ରମଣରେ ମହିଳା ଗୁରୁତର ଆହତ !
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଧାଦେଈପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ଦିନ ଦ୍ୱିପ୍ରହର ରେ ବାରହା ଆକ୍ରମଣ ରେ ଅବସରପ୍ରାପ୍ତ ଶିକ୍ଷକ ରଙ୍ଗାଧର ସାହୁଙ୍କ ଧର୍ମପତ୍ନୀ ଦ୍ରୌପଦୀ ସାହୁ (୫୮) ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ , ସେ ଘର!-->!-->!-->…
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୮ ବିଷୟରେ ଖୋଲିଲା ପିଜି
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଭାବରେ ୮ଟି ବିଭାଗରେ ପିଜି ଶ୍ରେଣୀ ଖୋଲିଥିବାର ଜଣାପଡିଛି । ଏହାକୁ ନେଇ ଉଚ୍ଚ ଶିକ୍ଷାବିଭାଗ ପତ୍ରସଂଖ୍ୟା ୪୫୨୭୪/୨୨ରେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିଛି । ଓଡିଆ,ଇଂରାଜୀ,ଅର୍ଥନିତୀ,ରସାୟନ ଶାସ୍ତ୍ର, ପଦାର୍ଥବିଜ୍ଞାନ, ଗଣିତ,!-->…