News
lipub
samparksetu
Browsing Category

ଢେଙ୍କାନାଳ ଖବର

ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ , ଟପ୍ ଟେନ୍ ତାଲିକାରେ ପରଜଙ୍ଗ କଲେଜର ୫ ଛାତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପରଜଙ୍ଗ ମହାବିଦ୍ୟାଳୟର ୫ଜଣ ଛାତ୍ରୀ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକ (ବିଏ) ୨୦୨୨ ମସିହାରେ ଦେଇଥିବା ପରୀକ୍ଷାରେ ଟପ୍ ଟେନ୍ ସ୍ଥାନ ଅଧିକାର କରିଥିବା ଜଣାପଡିଛି । ଏହି ତାଲିକାରେ ଓଡ଼ିଆ ବିଭାଗରେ ସ୍ଥାନ ପାଇଥିବା ୧୦ ଜଣଙ୍କ ମଧ୍ୟରେ

ଜାତୀୟ ରାଜପଥ ନେଲା ପୁଣି ଦୁଇ ଜୀବନ !

ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ ,ଘଟଣା ସ୍ଥଳରେ ୨ମୃତ । ସୂଚନା ଅନୁଯାୟୀ , ଆଜି ଦିବା ପ୍ରାୟ ୧୧ଟା ସମୟରେ ଏକ ବାଇକ ଯୋଗେ (OD06 H7445) ଢେଙ୍କାନାଳ ଆସୁଥିବା ଦୁଇ ବାଇକ ଆରୋହୀ କୁ ଗୋବିନ୍ଦପୁର ଛକ ନିକଟରେ କଟକ ଯାଉଥିବାଏକ

ଟାଟା ପାୱାର ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ; ଲୁଟିନେଲେ ଟଙ୍କା ସହ ସୁନାଚେନ ଓ ମୋବାଇଲ

ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗ୍ରାମ ନିକଟସ୍ଥ ସିଆରିଆ ନିକଟରେ ଟାଟା ପାୱାର ର ଜଣେ ଏଜେଣ୍ଟଙ୍କୁ କେତେକ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ୧୦ହଜାର ଟଙ୍କା ସହିତ ମୋବାଇଲ ଓ ସୁନା ଚେନ ଲୁଟି ନେଇଥିବାର ଜଣାପଡିଛି । ସିଆରିଆ ଗାଁ ର ପ୍ରତାପ ସ୍ୱାଇଁ

ଏଟିଏମ ଲୁଟ ଘଟଣା ; ୩ ଅଭିଯୁକ୍ତ ଗିରଫ,୪ ଫେରାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀ ରାମଚନ୍ଦପୁର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ନିକଟରେ ଠିଆବ ଏଟିଏମ ଲଟୁ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହିତ ଦୁଇଜଣକୁ ଗିରଫ କରିଛି । ଏହି ଘଟଣାରେ କାର ସହିତ ମୋଟରସାଇକେଲ ଏବଂ ନଗଦ ୨.୫୬ ହଜାର ଟଙ୍କା ଜବତ କରାଯାଇଥିବା ବେଳେ

ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ,ମୃତ୍ୟୁର କାରଣ ଅସ୍ପଷ୍ଟ !

ଭୁବନ ଥାନା ବାରୁଆଁ ପଞ୍ଚାୟତ ମେଡିକାଲ ପଛ ପଟ କାଜୁ ବୁଦାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆ ଚମ୍ପାନାଳୀଆ ଗ୍ରାମ ନାୟକ ସାହିର ବସନ୍ତ ନାୟକ (୪୮) ବୋଲି ଜଣାପଡିଛି । ସେ ପରଜଙ୍ଗ ଥାନା କନ୍ତୁର ଗାଁ ର ବାସିନ୍ଦା ହୋଇଥିବା ବେଳେ ଭୁବନ ରେ

ହିନ୍ଦୋଳ ଏନଏସି ରେ ମା’ ବାଙ୍କୀମୁଣ୍ଡି ଙ୍କ ନୂତନ ପିଢ଼ ପ୍ରତିଷ୍ଠା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ରେ ଆଜି ପ୍ରସିଦ୍ଧ ମା' ବାଙ୍କୀମୁଣ୍ଡିଙ୍କ ନୂତନ ପିଢ଼ ପ୍ରତିଷ୍ଠା ହୋଇଯାଇଛି । ହିନ୍ଦୋଳ ଏନଏସି ୱାର୍ଡ ନଂ -୧୫ ଅନ୍ତର୍ଗତ ସିଙ୍କୋଲ ଠାରେ ଥିବା ଚାରିପିଢା ମା' ବାଙ୍କୀମୁଣ୍ଡି, ମା' ପିତ୍ତାବଳି, ମା' ବ୍ରାହ୍ମଣି ଦେବୀ ଓ ମା' ରଣାମୁହଁ ଙ୍କ ନୂତନ

ପୁରୁଷୋତ୍ତମ ପୁରରେ ମା’ ଶ୍ୟାମା କାଳୀ ପୂଜା

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳି ପଂଚାୟତ ର ପୁରୁଷୋତ୍ତମପୁର ଗ୍ରାମ ପୂଜା ମଣ୍ଡପରେ ବହୁ ଆଡମ୍ବରରେ ପୂଜା ପାଉଛନ୍ତି ମା' ଶ୍ୟାମା କାଳୀ । କରୋନା ପରେ ବଡ଼ ଧୂମଧାମ ରେ ପାଳନ କରିବା ପାଇଁ ଗ୍ରାମ କମିଟି ପକ୍ଷରୁ ପ୍ରେସିଡେଣ୍ଟ ଅସିତ ମିଶ୍ର ସେକ୍ରେଟାରୀ ରଞ୍ଜନ ମିଶ୍ର କୋଷାଧ୍ୟକ୍ଷ

ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ଵିଦ୍ୟା ଳୟରେ ୨୭ ଆଜି ଏକ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ସୟଂଶୀସୀତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ରଞ୍ଜନ କୁମାର ପ୍ରଧାନ ସଭାପତିତ୍ବ କରି ଛାତ୍ର ଜୀବନରେ ସାଧନା, ସମୟବର୍ତୀତା ଓ ନିୟମୀତତା ଆଦି ସୁଗୁଣଗଗୁଡିକ ର

ପୁଣି ଦଳିଲା ହାତୀ , ତାତିଲେ ଲୋକେ !

ହିନ୍ଦୋଳ ଫରେଷ୍ଟ ରେଞ୍ଜ ରେ ଆଜି ପୁଣି ଆଉ ଜଣଙ୍କୁ ଦଳି ମାରିଲା ଦନ୍ତା ହାତୀ । ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଶବ ରଖି କଲେ ରାସ୍ତା ଅବରୋଧ। ଆଜି ଭୋର୍ ସମୟରେ ରାସୋଳ ଥାନା କାରନ୍ଦା ସାନ ସାହି ର ଜଣେ ଚାଷୀ ମାହୁଳୀ ପ୍ରଧାନ ନିଜ ଚାଷ ଜମିକୁ ଯାଇଥିଲା ବେଳେ ତାଙ୍କୁ ଏକ ଦନ୍ତା ହାତୀ କଚାଡି

ଦନ୍ତା ନେଲା ଆଉ ଏକ ଜୀଵନ !

ହାତୀ ଆକ୍ରମଣରେ ଦୈନିକ ଜଣେ ମଣିଷ ମୃତ୍ୟୁବରଣ କରିବା ଏକ ଧାରାରେ ପରିଣତ ହୋଇଯାଇଛି ,ମାତ୍ର ଦିନେ ଦୁଇଦିନ ଭିତରେ ପୁଣି ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମରିଛନ୍ତି l ଖବରରୁ ପ୍ରକାଶ ଯେ ଆଜି ସକାଳ ୫ଟା ସମୟରେ ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଉପଖଣ୍ଡ ବନାଞ୍ଚଳର ପଡା ଯତନନଗର
error: Content is protected !!